ଶ୍ରୀ କ୍ଷେତ୍ରରେ ନୀଳଚକ୍ର ଉପରେ ଉଡିଲେ ଅନେକ ସଂଖ୍ୟାର ଚିଲ, କଣ ଭଗବାନ ଦେଉଛନ୍ତି କି କିଛି ବିପଦର ସଙ୍କେତ ?

ବର୍ତ୍ତମାନର ବଡ ଖବର ହେଉଛି ଶ୍ରୀ ମନ୍ଦିର ଉପରେ ଅନେକ ସଂଖ୍ଯାରେ ଅନେକ ସମୟ ଧରି ଚିଲ ଉଡୁଛନ୍ତି । ଏହା ହେଉଛି ଆଜିର ଘଟଣା । ଆଜି ସକାଳ ୫ତା ୨୦ ମିନିଟ୍ରେ ଶ୍ରୀ ମନ୍ଦିର ଉପରେ ଦୀର୍ଘ ସମୟ ଧରି ଅନେକ ସଂଖ୍ଯାରେ ଚିଲ ଉଡିବାର ନଜର ଆସିଛନ୍ତି । ତେବେ ଏହାର କାରଣ କଣ ହୋଇପାରେ ତାହା ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କୁ ବ୍ଯତୀତ କରିଛି । ସାଧାରଣତ ଚିଲକୁ ଏକ ଅପଛାୟା ବା ନାକାରାତ୍ମକ ଶକ୍ତି ଭାବେ ବିଚାର କରାଯାଏ । ଚିଲ ଉଡିବାର ଅର୍ଥ ଅନେକ ନାକାରାତ୍ମକ ଦିଗ ଆଡକୁ ନେଇଥାନ୍ତି ।

ତେବେ କେଉଁ ଖରାପ ଦିଗ ମାଡି ଆସୁଛି ଓ ଏହାର କେଉଁ ଭଳି ପ୍ରଭାବ ପଡିବ ଓଡିଶା ବା ଦେଶ ଉପରେ ତାହା ବର୍ତ୍ତମାନ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ଅନେକେ ଏହା ଏକ ନାକାରାତ୍ମକ ସଂକେତ ବୋଲି ମତ ଦେଇଛନ୍ତି । ଏହା ପଛରେ କାରଣ କଣ ହୋଇପାରେ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । କିନ୍ତୁ ଆଗରୁ ଶ୍ରୀ ମନ୍ଦିରରେ ଚିଲ ଉଡିବାର ଦୃଶ୍ୟ ବହୁତ ବିରଳ ଦେଖା ଯାଇଛି ।

ତେବେ ଆଜି କାହିଁଙ୍କି ନୀଳଚକ୍ର ଉପରେ ଅନେକ ସଂଖ୍ଯାରେ ଚିଲ ଉଡି ବୁଲୁଛନ୍ତି ତାହା ଏବ ପ୍ରଶ୍ନ ସାଜିଛି । ଗତ ଦୁଇ ଦିନ ପୃବରୁ ବାତ୍ୟା ଯିବା ପରେ ପୁରୀ ଶ୍ରୀ କ୍ଷେତ୍ରରେ ଆକାଶ ଲୋହିତ ରଙ୍ଗ ଧାରଣ କରିଥିଲା । ଅନେକ ଲୋକ ମାନେ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ଲୀଳା କହୁଥିବା ବେଳେ ଆଉ କେତେ ଲୋକ ମାନେ ଏହାକୁକାଉ ପ୍ରକୃତିର ପରିବର୍ତ୍ତନ ବୋଲି ମତ ଦେଇଛନ୍ତି ।

ଆକାଶର ରଙ୍ଗ ବଦଳିବା ଠାରୁ ଆରମ୍ଭ କରି ନୀଳଚକ୍ର ଉପରେ ଚିଲ ଉଡିବା ଅକନ ସଙ୍କେତ ହୋଇପାରେ ଏହା ଉପରେ ସ୍ପଷ୍ଟ ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି ଯେଉଁ ମାନେ ପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ଉପରେ ଗବେଷଣା କରୁଛନ୍ତି । ତେବେ ବାସ୍ତବରେ ଏହା କେବଳ ସଂକେତ ନାଁ ଏହା ପଛରେ ଆଉ କିଛି ସଙ୍କେତ ରହିଛି ତାହା ମଧ୍ୟ କଳନା କରିଆବର ଆବଶ୍ୟକତା ରହିଛି ।

ଶ୍ରୀ ମନ୍ଦିର ରେ ନୀଳଚକ୍ର ଉପରେ ଏତେ ସଂଖ୍ୟାରେ ଚିଲ ଉଡିବାର କାରଣ କଣ ହୋଇପାରେ ତାହା ଅନେକଙ୍କୁ ଚିନ୍ତିତ କରି ଦେଇଛି । ଏହି ଭିଡିଓ ଜରିଆରେ ଆପଣ ମାନେ ଦେଖି ପାରିବେ କେତେ ସଂଖ୍ୟାରେ ଚିଲ ନୀଳଚକ୍ର ଉପରେ ଉଡିବାରେ ଲାଗିଛନ୍ତି । ତେବେ ପୁରୀ ହେଉଛି ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ । ପ୍ରଭୁ ଜଗନ୍ନାଥ ହେଉଛି ଏ ସୃଷ୍ଟିର କର୍ତ୍ତା । ତେବେ ଏଭଳି ବିରଳ ଦୃଶ୍ୟ ହେବା କେଉଁ ଆଡକୁ ଇସାରା କରୁଛି ତାହା ଜାଣିବା ନିହାତି ଜରୁରି ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।