କରୋନା ର ନୂଆ ଭ୍ୟାରିଆଣ୍ଟ Omicron କୁ ନେଇ ଅସ୍ବସ୍ତିକର ଖବର ଦେଲା WHO, କହିଲା ‘ଡରନ୍ତୁ ନାହିଁ ଏହା ଏକ….’

ସାରା ବିଶ୍ବରେ କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ସଂକ୍ରମଣକୁ ନେଇ ଚିନ୍ତା ବଢିଥିବା ବେଳେ ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତା ଏନ୍ଥୋନୀ ଫଉସୀ ଓମିକ୍ରନ ଏତେ ଘାତକ ନୁହେ ବୋଲି କହିଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ଡେଲ୍ଟା ଅପେକ୍ଷା ସଂକ୍ରମିତ ହୋଇଥିଲେ ମଧ୍ୟ ସେତିକି ଘାତକ ନୁହେଁ । ଡେଲ୍ଟା ଅପେକ୍ଷା ହସ୍ପିଟାଲରେ ଆକ୍ରାନ୍ତ ହୋଇ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା କମ ରହିଛି । ଓମିକ୍ରନରେ ସଂକ୍ରମିତ ହେଉଥିବା ଲୋକଙ୍କ ଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖିବାକୁ ମିଳିଛି ।

ଓମିକ୍ରନ ବିରୁଦ୍ଧରେ ଟୀକା କାମ କରୁ ନ ଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ଆମେରିକାର ମୁଖ୍ୟ ପରାମର୍ଶଦାତା । ଏହା ବ୍ୟତିତ ଓମିକ୍ରନ ଭୁତାଣୁ ସାଉଥ ଆଫ୍ରିକାରେ ଚିହ୍ନଟ ହେବା ପରେ ଅନେକ ଲୋକ ମାନେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏଥିରେ ମୃତ୍ୟୁ ହାର ବହୁତ କମ ରହିଛି । ଓମିକ୍ରନ ରେ ଆକ୍ରାନ୍ତ ହେବ ପରେ ଦୁଇ ବା ତିନି ସପ୍ତାହ ପରେ ଜଣା ପଡିବ ଯେ ଆପଣଙ୍କୁ ପରେ କୋରୋନା ଆକ୍ରାନ୍ତ ହେବ ନାହି ନାହି ବୋଲି ସୂଚନା ରହିଛି ।

ଗବେଷଣାରୁ ସ୍ପଷ୍ଟ ହୋଇଛି କି ଏହା ହୁଏ ତ କୋରୋନା ଭାଇରସ ଶେଷ ହୋଇପାରେ । ସବୁଠାରୁ ବଡ କଥା ହେଉଛି ଏଥିରେ ଯେଉଁ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି ଓ ଯେଉଁ ମାନେ ଭ୍ୟାକ୍ସିନ ନେଇ ନାହାନ୍ତି ସେମାନେ ମଧ୍ୟ କୋରୋନାରୁ ବଞ୍ଚିତ ହୋଇଛନ୍ତି । ଓମିକ୍ରନ ଭ୍ୟାରିଆଣ୍ଟ ରେ ମାଇଲ୍ସ ମୋଗରେଟ ଲକ୍ଷଣ ଦେଖା ଯାଉଛି । ଏଥିରେ କୌଣସି ଲୋକ ସିଭିୟର ଭାବେ ଆକ୍ରାନ୍ତ ହୋଇ ନାହାନ୍ତି । ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ ଭ୍ୟାରିଆଣ୍ଟ ରେ ମୃତ୍ୟୁ ହାର ବହୁତ କମ ରହିଛି ।

ଏଥିପାଇଁ ଯେମିତି ପୂର୍ବରୁ କୋଭିଡ଼ ଗାଇଡ ଲାଇନ ଲୋକ ମାନେ ପାଳନ କରୁଥିଲେ ସେତିକି କରିବାକୁ ପରାମର୍ଶ ଦିଆ ଯାଇଛି । ସାଉଥ ଆଫ୍ରିକାରେ ଲୋକ ମାନେ ନରମାଲ ଭ୍ୟାକ୍ସିନ ନ ନେଇ ମଧ୍ୟ ଓମିକ୍ରନ ରେ ଆକ୍ରାନ୍ତ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏତେ ଗୁରୁତର ହୋଇ ନାହିଁ ବୋଲି ସୂଚନା ମିଳିଛି । ଏହା ଏକ ଖୁସି ଖବର ଯେ ଓମିକ୍ରନ ଭ୍ୟାରିଆଣ୍ଟ ଏତେ ଘାତକ ନୁହେଁ ଯାହା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ସ୍ଥିତିକୁ ଆଖି ଆଗରେ ରଖି ଭିନ୍ନ ଭିନ୍ନ ମାହୋଲ ସୃଷ୍ଟି କରୁଛି ଓମିକ୍ରନ । ଓମିକ୍ରନ କୁ ନେଇ ଯେଉଁ ଭୟ ଲୋକଙ୍କ ମନରେ ରହିଛି ସେଥିରୁ ଅଳ୍ପ ମାତ୍ରା ରେ ଆଶ୍ବସ୍ତିକର ଖବର ରହିଛି ଯେ ଆମେରିକାର ମୁଖ୍ୟ ପରାମର୍ଶଦାତା ସୂଚନା ଦେଇଛନ୍ତି । ଡେଲ୍ଟା ଅପେକ୍ଷା ଓମିକ୍ରନ ସେତେ ମାତ୍ରା ଘାତକ ହେବ ନାହି ବୋଲି ଏକ ବଡ ଖବର ମିଳିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।