ଶ୍ରୀ କୃଷ୍ଣ ନିଜେ କହିଛନ୍ତି କି ସବୁ ଦିନ ସକାଳେ ଏହି 3 ଟି କାମ କରିବା ଦ୍ଵାରା ଦୂର ହୋଇଥାଏ ଦରିଦ୍ରତା -Vastu Shastra

ଯେତେବେଳେ ଘର ପରିବାରର କୌଣସି ବ୍ୟକ୍ତିଙ୍କ ଉପରେ ସଂକଟ ଆସିଥାଏ ତେବେ ଏହା ପୂର୍ବରୁ ଆମକୁ ଏହି ବିଷୟରେ କିଛି ସଂକେତ ମିଳିଥାଏ । କିନ୍ତୁ ଆମେ ଏହାକୁ ଅଣଦେଖା କରି ଦେଉ, ଯାହାକି ଉଚିତ ନୁହେଁ । ଆସନ୍ତୁ ଆଜି ଆମେ ଜାଣିବା ସକାଳୁ ଉଠିବା ପରେ କଣ କଲେ ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସେ କଣ ସଂକେତ ଅଛି ଯାହାଦ୍ୱାରା ଘରକୁ ଆସୁଥିବା ସଙ୍କଟ ବିଷୟରେ ଆମକୁ ଚେତାଇ ଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ କୃଷ୍ଣ ଙ୍କ ଅନୁସାରେ ବ୍ୟକ୍ତିକୁ ତାର କର୍ମ ଅନୁସାରେ ଜୀବନରେ ଫଳ ମିଳିଥାଏ । ଭଲ କାମ କରିବା ଜୀବନରେ ସଫଳତା ହାସଲ କରିବା ପାଇଁ ସଂସାରର ନିୟମ କାନୁନକୁ ମାନି ଚଳିବାକୁ ପଡିଥାଏ ।

ଘର ର ଅଗଣାକୁ ଭଲ ଭାବେ ସଫାକରନ୍ତୁ ଯାହା ଫଳରେ କି ମାତା ଲକ୍ଷ୍ମୀଙ୍କର ଘରେ ପ୍ରବେଶ କରିବେ । ସର୍ବ ପ୍ରଥମେ ସକାଳୁ ଉଠି ହାତକୁ ଦେଖି ନମସ୍କାର କରନ୍ତୁ ଓ ଠାକୁରଙ୍କୁ ନମସ୍କାର କରି ଇଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତୁ କି ଆପଣ ପାଇଁ ମତେ ଜୀବନ ପ୍ରାପ୍ତ ହୋଇଛି ଆପଣଙ୍କ ପାଇଁ ମତେ ଏହି ସକାଳ ଦେଖିବା ପାଇଁ ଅବସର ମିଳିଛି । ଆସନ୍ତୁ ଜାଣିବା ତିନୋଟି ମୁଖ୍ୟ କାରଣ ହେଲା ଯାହାକି ଆମ ଜୀବନରେ କିଛି ପରିବର୍ତ୍ତନ ଆଣିଥାଏ । ରାତିରେ ଯେତେବେଳେ ଆପଣ ସୋଉଛନ୍ତି ତେବେ ଦକ୍ଷିଣ କିମ୍ବା ପୂର୍ବ ପଟେ ମୁଣ୍ଡ କରି ସୁଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଆୟୁ ଲମ୍ବା ହୋଇଥାଏ ।

ଶସ୍ତ୍ର ଆନୁସାରେ ସନ୍ଧ୍ୟା ପରେ କେବେ ବି ଭୋଜନ କରନ୍ତୁ ନାହିଁ । ସକାଳୁ ବ୍ରହ୍ମ ମୂହୁର୍ତ୍ତରେ ଉଠି ଇଶ୍ଵରଙ୍କ ଭକ୍ତିରେ ନିଜକୁ ବ୍ୟସ୍ତ ରଖନ୍ତୁ । ଏବଂ ସକାଲୁ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ସବୁବେଳେ ଘରର ଅଗଣା ସଫା ରଖନ୍ତୁ । ଯଦି ଆପଣଙ୍କର ଶତ୍ରୁ ବୃଦ୍ଧି ହେଉଛନ୍ତି । ଲୁଣ ପାଣିରେ ଘରକୁ ପୋଛନ୍ତୁ । ଏହା ଦ୍ଵାରା ଆପଣଙ୍କର ଶତ୍ରୁ ନାସ ହୋଇଥାଏ । ଯଦି ଆପଣ ସବୁବେଳେ ସୁସ୍ଥ ରହିବାକୁ ଚାହୁଛନ୍ତି । ରାତିରେ ଶୋଇବା ପୂର୍ବରୁ ତମ୍ବା ପାଣି ଭରି ରଖନ୍ତୁ ଓ ସକାଳୁ ଉଠି ଏହାକୁ ପିଆନ୍ତୁ ଯାହା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିବ ।


ଏବଂ ସକାଳୁ ତୁଲସୀ ଗଛରେ ଜଳ ଅର୍ପଣ କରନ୍ତୁ ଯାହା ଦ୍ଵାରା ସବୁ ଦେବା ଦେବୀଙ୍କର କୃପା ଆପଣଙ୍କର ଉପରେ ରହିଥିବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ସୁଖି ଯାଏ ତେବେ ଆପଣଙ୍କର କୌଣସି ବଡ ବିପଦକୁ ତୁଳସୀ ଗଛ ନିଜ ଉପରକୁ ନେଇ ଯାଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ କୌଣସି କଣ୍ଟା ଜାତୀୟ ଗଛ ରଖନ୍ତୁ । ଘରେ ସୁନ୍ଦର ସବୁଜ ଗଛ ଲଗାନ୍ତୁ । ସବୁବେଳେ ମା ବାପଙ୍କ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ ଯାହାକି ଭଗବାଙ୍କର ଦ୍ଵିତୀୟ ରୂପ ଅଟେ । ଗାଈ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।