ମହିଳାମାନେ ପିନ୍ଧନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ସ୍ଵାମୀ ହେଇଯିବେ କାଙ୍ଗାଳ

ଆମ ହିନ୍ଦୁ ଧର୍ମ ଅନୁସାରେ ବିବାହ ଏକ ପବିତ୍ର ସମ୍ପର୍କ ଅଟେ । ଏମିତିରେ ସ୍ତ୍ରୀ ଯଦି କୌଣସି ଶୁଭ ଓ ଅଶୁଭ କାର୍ଯ୍ୟ କରୁଛନ୍ତି ତେବେ ତାହାର ପ୍ରଭାବ ସ୍ଵାମୀ ଉପରେ ନିଶ୍ଚିତ ରୂପରେ ପଡିଥାଏ । କହିବାକୁ ଗଲେ ବେଳେ ବେଳେ ସ୍ତ୍ରୀମାନେ ଏମିତି କିଛି ଭୁଲ କାର୍ଯ୍ୟ କିମ୍ବା ପାପ କାର୍ଯ୍ୟ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କର ସ୍ଵାମୀଙ୍କୁ କାଙ୍ଗାଳ କରିଦିଏ । ସେଥିପାଇଁ ସ୍ତ୍ରୀମାନେ ଏହିଭଳି ଭୁଲ କାର୍ଯ୍ୟ କରନ୍ତୁ ନାହିଁ ।

ଏହା ସହିତ ସ୍ତ୍ରୀମାନଙ୍କ ଦ୍ଵାରା ପିନ୍ଧା ଯାଉଥିବା ଏମିତି କେତେକ ଗୁଡିକ ଜିନିଷ ଅଛି ଯାହା ସେମାନଙ୍କର ସ୍ଵାମୀଙ୍କର ଦରିଦ୍ରତାର କାରଣ ବି ହୋଇଥାଏ ଓ ଏହା ଦୁଇ ଜଣଙ୍କୁ ଅଲଗା ମଧ୍ୟ କରିଦିଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀମାନଙ୍କର ଶୃଙ୍ଗାରକୁ ବହୁତ ମହତ୍ଵ ଦିଆଯାଇଛି ।

କିନ୍ତୁ ଏହି ସବୁ ଶୃଙ୍ଗାର ମଧ୍ୟରୁ କେତେକ ଗୁଡିକ ଶୃଙ୍ଗାର ଏମିତି ଅଛି ଯାହାକୁ ଭୁଲ ଅଥବା ଅଶୁଭ ବୋଲି ବି କୁହାଯାଇଛି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଶୃଙ୍ଗାର ବିଷୟରେ କହିବୁ ଯାହାକୁ ଯଦି କୌଣସି ବିବାହିତ ମହିଳା ପିନ୍ଧୁଛନ୍ତି ତେବେ ତାଙ୍କର ଓ ତାଙ୍କ ସ୍ଵାମୀର ଏହା ସହିତ ତାଙ୍କର ପରିବାରର ଅନିଷ୍ଟ ହୋଇଥାଏ ।

ସୁନାର ଗହଣା

କହିବାକୁ ଗଲେ ପ୍ରତ୍ୟକ ନାରୀ ସୁନାର ଜିନିଷ ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି କେତେକ ସୁନାର ଅଳଙ୍କାର ଅଛି ଯାହାକୁ ପିନ୍ଧିବା ଦ୍ଵାରା ସ୍ଵାମୀର ଅମଙ୍ଗଳ ହୋଇଥାଏ । ଯେମିତି କି ସୁନାର ପାଉଁଜି ଓ ସୁନାର ଝୁଣ୍ଟିଆ । ଏହି ଜିନିଷକୁ କେବେ ବି କୌଣସି ବିବାହିତ ନାରୀମାନେ ପିନ୍ଧିବା ଉଚିତ ନୁହେଁ ।

ଧଳା ଲୁଗା

ବର୍ତ୍ତମାନ ସମୟରେ କେତେକ ମହିଳାମାନେ ସୁନ୍ଦର ଦେଖିବା ପାଇଁ ଧଳା ଶାଢୀ ପିନ୍ଧିଥାନ୍ତି । ଯାହାକି ଜଣେ ବିବାହିତ ନାରୀ କିମ୍ବା ଅବିବାହିତ ନାରୀ ପାଇଁ ଉଚିତ ନୁହେଁ । ଏହିଭଳି କରିବା ଦ୍ଵାରା ଆପଣ ସ୍ଵାମୀଙ୍କର ମୃତ୍ୟୁକୁ ଆମନ୍ତ୍ରିତ କରିଥାନ୍ତି । ଶାସ୍ତ୍ର ଅନୁସାରେ ବିଧବା ନାରୀମାନେ ହିଁ କେବଳ ଧଳା ଶାଢୀ ପିନ୍ଧିବା ଉଚିତ ।

ମଙ୍ଗଲ ସୂତ୍ର

ମଙ୍ଗଲ ସୂତ୍ର ଗୋଟିଏ ବିବାହିତ ମହିଳା ପାଇଁ ବହୁତ ମହତ୍ଵ ରଖିଥାଏ । କିନ୍ତୁ ବର୍ତ୍ତମାନର ଆଧୁନିକ ଯୁଗରେ କେତେକ ମହିଳାମାନେ ମଙ୍ଗଲ ସୂତ୍ରକୁ ବେକରେ ଧାରଣ ନ କରି ହାତର ପିନ୍ଧୁଛନ୍ତି । ଏହିଭଳି କରିବା ଦ୍ଵାରା ସ୍ଵାମୀର ଅମଙ୍ଗଳ ହୋଇଥାଏ । ଏହା ସହିତ ସ୍ଵାମୀର ଜୀବନରେ ସବୁବେଳେ କିଛି ନା କିଛି ବାଧା ଆସିଥାଏ ।

ସିନ୍ଦୁର

ସିନ୍ଦୁର ଏକ ବିବାହିତ ମହିଳାର ଅସଲ ପରିଚୟ ଅଟେ । କିନ୍ତୁ ବର୍ତ୍ତମାନ ଯୁଗର ମହିଳାମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ ସିନ୍ଦୁରଙ୍କୁ ନାମମାତ୍ରକୁ ପିନ୍ଧିଥାନ୍ତି । ଅର୍ଥାତ ଏହିଭଳି ଭାବରେ ସିନ୍ଦୁର ପିନ୍ଧନ୍ତି କି ତାହା ଜଣା ପଡେ ନାହିଁ । ଯାହାକି ସ୍ଵାମୀର ଆୟୁଷକୁ କମ କରିଥାଏ । ସେଥିପାଇଁ ସେହି ସବୁ ଜିନିଷ ପ୍ରତି ସଚେତନ ରୁହନ୍ତୁ ଓ ନିଜ ସ୍ଵାମୀଙ୍କୁ ଦୁର୍ଘାୟୁ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।