ଶ୍ରୀଲଙ୍କାଙ୍କୁ ମାରିଲା ପେସ, ଦକ୍ଷିଣ ଆଫ୍ରିକା ପାଇଁ ଭାରତ ଟିମ ସାଜିଲା କାଳ, ଯାହା ଡର ଥିଲା ସେଇଆ ହେଲା..

ଶ୍ରୀଲଙ୍କା କୁ ଘାଇଲା କରିଲା ପେସ ବୋଲୋର । ଆଉ ଅନ୍ୟ ପଟେ ଦକ୍ଷିଣ ଆଫ୍ରିକା କୁ ବାଘ ଭଳି ଝାମ୍ପି ନେଲା ସ୍ପିନର ବୋଲୋର ମାନେ । ହଁ ଦର୍ଶକ ବନ୍ଧୁ ଶ୍ରୀଲଙ୍କା କୁ ପେସ ଘାଇଲା କରିଲା ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଶଙ୍କା ହୋଇଥିଲା ଯେ ଏଥର ଭାରତୀୟ ଦଳର ସ୍ପିନର ମାନେ ତାଙ୍କୁ ହରାଇ ଦେବେ । ଆଉ ସତରେ ଗତ କାଲି ଦକ୍ଷିଣ ଆଫ୍ରିକା କୁ ଘାଇଲା କରିଛି ଭାରତୀୟ ସ୍ପିନର ।

ତେବେ ଏଠାରେ କହୁ ରଖୁଚୁ ରବିବାର କୋଲକାତା ର ହିଡେନ ଗାର୍ଡେନ ରେ ଅନୁଷ୍ଠିତ ମ୍ଯାଚରେ ଦକ୍ଷିଣ ଆଫ୍ରିକା କୁ 283 ରନ ରେ ପରାସ୍ତ କରିଛି ଭାରତ । ଆଉ ଏକ ଦମଦାର ବିଜୟ ହାସଲ କରିଛି ଭାରତ । ନିଜର ବ୍ୟାଟିଂ ଓ ବୋଲିଙ୍ଗ ଦକ୍ଷତାର ପ୍ରମାଣ ଦେଇଛି ଭାରତୀୟ ଦଳ । ପୂର୍ବ ମ୍ଯାଚରେ ଶ୍ରୀଲଙ୍କା କୁ 55 ରନ ରେ ଅଲ ଆଉଟ କରି 302 ରନ ରେ ବିଜୟୀ ହୋଇଥିଲା ଭାରତ ।

ଆଉ ଗତ କଲି ଦକ୍ଷିଣ ଆଫ୍ରିକା କୁ 83 ରନ ରେ ଅଲ ଆଉଟ କରି ଅନ୍ୟ ଦଳ ପାଇଁ ଭୟାର ବାତାବାରଣ ସୃଷ୍ଟି କରିଛି ଟିମ ଇଦନିଆ । ଆଉ ଏହି ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ କହିଥିଲେ କି ଭାରତୀୟ ଦଳର ଫେସ ବୋଲୋର ମାନେ ଗତ ସବୁ ମ୍ଯାଚରେ ଦମଦାର ପ୍ରଦର୍ଶନ କରି ଆସୁଥିବା ବେଳେ ସେମାନଙ୍କୁ ମୁକବାଇଲା କରିବା ନିଶ୍ଚୟ ବଡ ଚ୍ୟାଲେଞ୍ଜ ହେବ ଅନ୍ୟ ଦଳ ମାନଙ୍କ ପାଇଁ ।

ଏ କଥା ସେ ମ୍ଯାଚ ପୂର୍ବରୁ କହିଥିଲେ । ଆଗକୁ ସେ କହିଥିଲେ ଭାରତର ପ୍ରଭାବିତ ଅନୁଭୂତ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ଙ୍କୁ ମଧ୍ୟ ଆମର ଭୟ ରହିଛି । କାରଣ ପୂର୍ବରୁ ହୋଇଥିବା ସବୁ ମ୍ଯାଚରେ ଏହି ଦୁଇ ସ୍ପିନର ଭାରତ ପାଇଁ ମୂଲ୍ୟବାନ ୱିକେଟ ଅକ୍ତିଆର କରିବାରେ ସଫଳ ହୋଇ ଆସୁଛନ୍ତି । ଏଣୁ ଏମାନଙ୍କୁ ମୁକାବିଲା କରିବା ବଡ ଚ୍ୟାଲେଞ୍ଜ ହେବ । ଅଧିନାୟକଙ୍କର ଏହି ଆଶଙ୍କା କାଲି ସତ ପ୍ରମାଣିତ ହୋଇଛି ।

କାରଣ ଦୁଇ ପେସ ବୋଲୋର ମହମଦ ସାମୀ ଓ ସିରାଜ ଦକ୍ଷିଣ ଆଫ୍ରିକାର 3ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବୀନ୍ଦ୍ର ଜାଡେଜା 5ଟି ୱିକେଟ ଏବଂ କୁଳଦୀପ ଯାଦବ 2ଟି ୱିକେଟ ହାସଲ କରି ଦକ୍ଷିଣ ଆଫ୍ରିକା କୁ ପରାଜୟ କରିଛନ୍ତି । ଯାହା ଫଳରେ ଦକ୍ଷିଣ ଆଫ୍ରିକା ମଇଦାନରେ 100 ରନ ବି କରିପାରି ନ ଥିଲା । ଗତ କାଲି ବୁମରା ୱିକେଟ ହାସଲ ନ କରିଥିଲେ ମଧ୍ୟ 5 ଓଭୋର ବୋଲିଙ୍ଗ କରି ମାତ୍ର 14 ରନ ବିନିମୟରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଙ୍ଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ।

ସେହିପରି ସିରାଜ ଭାରତ ପାଇଁ ପ୍ରଥମ ୱିକେଟ ଅକ୍ତିଆର କରିବା ପରେ ଅନ୍ୟ ବୋଲୋର ମାନେ ଆହୁରି ଦୃଢ ହୋଇଥିଲେ । ଭାରତ ଆସନ୍ତା 12ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଶେଷ ମ୍ଯାଚ ଖେଳିବା ପରେ ସେମି ଫାଇନାଲ ଅଭିଯାନ ଆରମ୍ଭ ହେବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।