ସହିଦ ଯବାନଙ୍କର ପରିବାର ପାଇଁ ସାଉଥର ଅଭିନେତାମାନେ ବି କରିଲେ ଦାନ, ଦେଖନ୍ତୁ କିଏ କେତେ ଦାନ କରିଛନ୍ତି

ଆପଣ ସମସ୍ତଙ୍କୁ ଆମର ଏହି ନିୟୁଜ ୱେବସାଇଟକୁ ସ୍ଵାଗତ । ପୁଲୱାମା ଆକ୍ରମଣରେ ଦେଶର ୪୦ ଜଣ ଯବାନ ସହିଦ ହୋଇ ଯାଇଛନ୍ତି । ବର୍ତ୍ତମାନ ସମସ୍ତେ ସହିଦ ପରିବାରଙ୍କୁ ସାହାର୍ଯ୍ୟ କରିବା ଆଗକୁ ଆସୁଛନ୍ତି । ଏବଂ ଆମେ ଆପଣଙ୍କୁ କହି ଦେଉଛୁ ଯେ ଏଥିରେ କେତେକ ସାଧାରଣ ଲୋକମାନଙ୍କ ସହ ବଲୀଉଡର ଷ୍ଟାରମାନେ ବି ସାହାର୍ଯ୍ୟ କରୁଛନ୍ତି ।

ଏହା ସହିତ ଏହି ସହିଦ ପରିବାରଙ୍କର ସାହାର୍ଯ୍ୟ ପାଇଁ ସାଉଥର ଷ୍ଟାରମାନେ ବି ଆଗକୁ ଆସି ସାହାର୍ଯ୍ୟ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ସୁପର ଷ୍ଟାରମାନଙ୍କ ବିଷୟରେ ।

୪. ଅଲ୍ଲୁ ଅର୍ଜୁନ :-

ଅଲ୍ଲୁ ଅର୍ଜୁନଙ୍କୁ ସମସ୍ତେ ଜାଣିଛନ୍ତି । ସେ ସାଉଥର ସବୁଠୁ ବଡ ସୁପରଷ୍ଟାର ମଧ୍ୟରୁ ଜଣେ ଅଟନ୍ତି । ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ସେ ସହିଦଙ୍କ ପରିବାରମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ବହୁତ ଦୁଖୀ ଅଛନ୍ତି ଏବଂ ତାଙ୍କର ପରିଜନ ମାନଙ୍କ ପାଇଁ ମଧ୍ୟ ଦୁଖ ପ୍ରକଟ କରିଛନ୍ତି ।

୩. ରାମ ଚରଣ :-

ରାମ ଚରଣ ସହିଦଙ୍କର ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତାଙ୍କୁ ସାଉଥର ସବୁଠୁ ବଡ ସୁପରଷ୍ଟାର ବୋଲି କୁହାଯାଏ । ତାଙ୍କର ବହୁତ ଫିଲ୍ମ ହିଟ ରହିଛି । ତାଙ୍କୁ ଲୋକମାନେ ବହୁତ ପସନ୍ଦ ବି କରନ୍ତି । ସେ ବି ପୁଲୱାମା ଆକ୍ରମଣରେ ବହୁତ ଦୁଖିତ ଅଛନ୍ତି । ଏବଂ ପାକିସ୍ତାନ ବିରୁଦ୍ଧରେ କହୁଛନ୍ତି କି ପ୍ରତିଶୋଧ ନିଶ୍ଚିତ ନିଆଯିବ ।

୨. ପ୍ରଭାସ :-

ପ୍ରଭାସ ୪୦ ଲକ୍ଷ ଟଙ୍କା ଦେଇଛନ୍ତି ସହିଦ ପରିବାରଙ୍କର ପରିଜନଙ୍କ ପାଇଁ । ପୁଲୱାମା ଆକ୍ରମଣରେ ସେ ବହୁତ ଦୁଖିତ ଅଛନ୍ତି ଏବଂ କହିଲେ କି ମୁଁ ବହୁତ ଦୁଖୀ ଅଛି ଏବଂ ଯାହା ହେଲା ତାହା ଠିକ ହେଲା ନାହିଁ । ପାକିସ୍ତାନକୁ ତାହାର ଏହି କାମ ପାଇଁ ତାକୁ ଦଣ୍ଡ ନିଶ୍ଚିତ ମିଳିବା ଦରକାର ଏବଂ ଏହାର ପ୍ରତିଶୋଧ ଭାରତ ନିଶ୍ଚିତ ନେବ ।

୧. ରଜନୀକାନ୍ତ :-

ଆମେ ଆପଣଙ୍କୁ କହି ଦେଉଛୁ ଯେ ରାଜନୀକାନ୍ତକୁ ସାଉଥର ଭଗବାନ ବୋଲି କୁହାଯାଏ । ସମସ୍ତେ ଏମାନଙ୍କୁ ଗୁରୁ ମାନନ୍ତି ଏବଂ ସେ ପୁଲୱାମା ଆକ୍ରମଣରେ ନିଜର ଦୁଖ ପ୍ରକଟ କରିଛନ୍ତି ଏବଂ ସହିଦଙ୍କର ପରିବାରଙ୍କ ପାଇଁ ସେ ୮୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି ।

ଆର୍ଟିକୀଲ ଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ ।