ସାମାଜିକ ବିଜ୍ଞାନ ପରୀକ୍ଷା ରେ ଛାତ୍ର ଙ୍କର କାରନାମା । ଉତ୍ତର ଖାତାରେ ବୁଝାଇଲେ ବାହାଘର ର ପ୍ରକୃତ ଅର୍ଥ । ହଁ ଦର୍ଶକ ବନ୍ଧୁ ସ୍କୁଲ ବା କଲେଜ ହେଉ ପ୍ରତି କ୍ଷେତ୍ରରେ ଏମିତି କିଛି ଛାତ୍ର ରହିଥାନ୍ତି ଯିଏ ଅନେକ ସମୟରେ ଅଦଭୁତ କାଣ୍ଡ କରି ଦିଅନ୍ତି । କ୍ଳାସରେ ଯାହା ପଢା ହୁଏ ସେମାନେ ନିଜ ଢଙ୍ଗରେ ବୁଝିଥାନ୍ତି । ଯାହାର ପରିଣାମ କିଛି ଅଜବ ହୁଏ । ଏଭଳି ଏକ ଘଟଣାର ପରିଣାମ ଏବେ ସୋଇଆଲ ମିଡିଆରେ ଭାଇରାଲ ହେଉଛି ।
ସୋସିଆଲ ସାଇନ୍ସ ର ପ୍ରଶ୍ନ ପତ୍ରରେ ବିବାହ ର ସଜ୍ଞା ଲେଖିବାକୁ ପଡିଥିଲା । କିନ୍ତୁ ଛାତ୍ର ଜଣକ କିଛି ଏମିତି ଲେଖିଲେ ଯାହାକୁ ଶୁଣିଲେ ଏବେ ସମସ୍ତେ ହସୁଛନ୍ତି । ପରୀକ୍ଷା କ୍ଷତା ଦେଖିବା ପରେ ଶିକ୍ଷକ 10 ରୁ 0 ଦେଲେ ଆଉ ରିମାର୍କ ଲେଖିଲେ । ଏହି ଉତ୍ତରକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ପଢି ନେଟିଜେନ ହସି ହସି ଗଡୁଛନ୍ତି । କ୍ଳାସ ରୁମରେ କିଛି ଛାତ୍ର ମାନେ ପାଠ ପଢା ପ୍ରତି ଧ୍ୟାନ ଦେଉଥିବା ବେଳେ ଆଉ କିଛି ଛାତ୍ର ବଦମାସୀ କରନ୍ତି ।
ଏପରି କି ଶିକ୍ଷକଙ୍କର ମଜାକ ଉଡାଇବାକୁ ପଚାନ୍ତି ନାହିଁ । ପାଠ ପଢା ଚାଲିଥିବା ବେଳେ ସେମାନେ ନିଜ ଇଚ୍ଛା ଅନୁଯାୟୀ ବୁଝନ୍ତି । ଏ ଘଟଣା ଏବଳି କିଛି ଓଲଟା ବୁଝିଥିବା ଛାତ୍ର ଙ୍କର ପରିଣାମ । ସାମାଜିକ ସାଇନ୍ସ ପ୍ରଶ୍ନ ଖାତାରେ ଚତ୍ର ଜଣକ ନିଜ ଅନ୍ଦାଜ ରେ ଉତ୍ତର ଲେଖିଛନ୍ତି । ସେ ଲେଖିଛନ୍ତି “ଯେବେ ବାପା ମା ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି ଆମେ ଆଉ ତୋତେ ଖୁଆଇ ରଖିପାରିବୁନି ।
ଭଲ ହେବ ତୁ ଏବେ ଯାଇ ଏମିତି ବ୍ୟକ୍ତି ଙ୍କୁ ଖୋଜ ଯିଏ ତାଙ୍କୁ ଖାଇବାକୁ ଦେଇପାରିବେ । ଏହା ପରେ ଝିଅ ଯାଇ ଏମିତି ଏକ ପୁଅକୁ ସାକ୍ଷାତ କରେ ଯାହାକୁ ଦେଖି ବାପା ମା ବାହାଘର କରାଇଥାନ୍ତି । ଏହି ଉତ୍ତର ରେ ଶିକ୍ଷକ 10 ରୁ 0 ଦେବା ସହ ନନସେନ୍ସ ଲେଖିଛନ୍ତି । ଏମିତିକି ଛାତ୍ର ଙ୍କୁ ଈକ୍ଷକ ଜଣକ ଦେଖା କରିବାକୁ କହିଛନ୍ତି । ସୋସିଆଲ ମିଡିଆ ପ୍ଲାଟ ଫର୍ମ-X ରେ ଏହି ପୋଷ୍ଟ କୁ ସେୟାର କରା ଯାଇଛି । ଯାହାର କ୍ୟାପ୍ସନ ରେ ଲେଖା ଯାଇଛି ବିବାହ କଣ ?
ଏବେ ଯାଏଁ ଏହି ପୋଷ୍ଟ କୁ 15 ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି । ଏମିତିକି ୟୁଜର୍ସ ମାନେ ଏହି ପୋଷ୍ଟ କୁ ନେଇ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ଏହା ପୂର୍ବରୁ ଆଉ ଜଣେ ଛାତ୍ର ପୁଷ୍ପା କୁମ୍ଭୀର ର ଡାଇଲଗ ଲେଖି ଚର୍ଚ୍ଚା କୁ ଆସିଥିଲେ ଯାହା ନେଟିଜେନ ଙ୍କୁ ହସାଇ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।