ଟିଭି ପ୍ରୋଗ୍ରାମ “ସୋନପରି”ର ଫୃଟି ଏବେ ଦେଖାଯାଉଛନ୍ତି ଏତେ ହଟ୍ ଓ ସୁନ୍ଦର ଦେଖିକି ଆପଣ ବି ବିଶ୍ଵାସ କରିପାରିବେନି … ଦେଖନ୍ତୁ ତାଙ୍କ ହଟ୍ ଫୋଟୋସୁଟ୍

ଟିଭି ପ୍ରୋଗ୍ରାମ “ସୋନପରି”ର ଫୃଟି ଏବେ ଦେଖାଯାଉଛନ୍ତି ଏତେ ହଟ୍ ଓ ସୁନ୍ଦର

ବିଗତ ୧୭ ବର୍ଷ ତଳେ ଟିଭିରେ ଅଳ୍ପ କିଛି ଶୋ ହିଁ ଦେଉଥିଲା, ଓ ସେସବୁକୁ ସମସ୍ତେ ପସନ୍ଦ ମଧ୍ୟ କରୁଥିଲେ ।   କିଛି ଏମିତି ପ୍ରୋଗ୍ରାମ ଥିଲା ଯାହା ପିଲାମାନଙ୍କର ବହୁତ ପସନ୍ଦ ଥିଲା, ସେ ମଧ୍ୟରୁ ଗୋଟେ ହେଉଛି “ସୋନପରି” । ଆଜି ଠୁ ପ୍ରାୟ ୧୭ବର୍ଷ ତଳେ ଆସୁଥିବା ସିରିୟଲକୁ ଦେଖିବା ପରେବି ପୁରୁଣା ସ୍ମୃତି ସତେଜ ହୋଇଯାଏ । ୯୦ ଦଶକରେ ଆସୁଥିବା ଏହି TV ସିରିୟଲରେ  ଫ୍ରୂଟୀ ନାମର ଗୋଟେ ଝିଅ ନିଜର ଭୂମିକା ବହୁତ ଭଲ ଭାବରେ କରୁଥିଲେ, ନିଜ ଅଭିନୟରେ ସେ ସମସ୍ତଙ୍କୁ ନିଜର ଦିବାନା କରିଥିଲେ ।

ସେହି ସମୟରେ ବହୁତ ସରଲ ନିରୀହ ଦେଖାଯାଉଥିବା ସେହି ଝିଅର ଛେରା ଆଜି ବହୁତ ବଦଳି ଯାଇଛି ।

ଆଜି ଆମେ ଆପଣଙ୍କୁ ସେହି ଝିଅ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଆଜି ସେ ଝିଅ କେମିତି ଦେଖା ଯାଉଛି ।

ଦେଖନ୍ତୁ ତାଙ୍କ ହଟ୍ ଫୋଟୋସୁଟ୍

ସୋନପରି ନାମକ ସିରିୟଲ ରେ ଫ୍ରୂଟୀର ଭୂମିକା କରୁଥୁବା ସେହି ଝିଅ ଆଜି ବୟସରେ ବହୁତ ବଡ ହେଲେଣି । ବଡ ହେବା ସହ ଆଜି ସେହି ଝିଅ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ତାଙ୍କର ନାମ ହେଲା ତାନୱୀ ହେଗଡେ ।

୧୭ବର୍ଷ ତଳର ଏହି ନିରୀହ ଦେଖା ଯାଉଥିବା ଝିଅର ବର୍ତ୍ତମାନ ବୟସ ହେଉଛି ୨୪ ବର୍ଷ । ଏହି ୨୪ ବର୍ଷ ବୟସ ଭିତରେ ସେ ବହୁତ TV ପ୍ରୋଗ୍ରାମ କରିଛନ୍ତି ।

ଅନ୍ୟ କଳାକାର ମାନଙ୍କ ଭଳି ତାନବୀ ମଧ୍ୟ ସୋଶଲ ମିଡିଆ ରେ ବହୁତ ଏକ୍ଟିଭ ରହୁଛନ୍ତି ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ