‘Sonia Gandhi ହେଉଛନ୍ତି ଆମର ଦଳର ମା’ ଦୂର୍ଗା, ମହିଷାସୁର ହେଲେ Narendra Modi, ସମୟ ଆସିବ…’ ଦେଖନ୍ତୁ Video, ମିଡିଆ ଆଗରେ କଣ କହିଲେ ସୁର ଭାଇ, ଶୁଣିଲେ ହସି ହସି ଗଡିବେ

ଆଜି ଆମେ ଆପଣଙ୍କୁ ସୁର ରାଉତରାୟଙ୍କ ଇତିହାସ ଜ୍ଞାନ କେତେ ସେହି ବିଷୟରେ କହିବୁ । କହିବାକୁ ଗଲେ କିଛି ଗାଁ ଲୋକମାନେ ସୁର ରାଉତରାୟଙ୍କ ପାଖକୁ ଆସି ନିଜ ନିଜ ସମସ୍ୟା ବିଷୟରେ କହିଲେ ଓ କିଛି ସମସ୍ୟାର ସମଧାନ ଦେବାକୁ ଯାଇ ସୁର ରାଉତରାୟ କହିଲେ କି ଯେଉଁ କାମ ମୁଁ କରି ପାରିବି ନାହିଁ ତାକୁ ମୁଁ କହିବି କାହିଁକି ? ତମ ଗାଁରେ ଯାହା ବି ହୋଇଛି ତାହା ମୁଁ ନିଜେ କରିଛି ଓ ମୁଁ ପବନ ମାରିବା ଭଳି କିଛି କହିବି ନାହିଁ ।

ଏହା ପରେ ମି-ଡି-ଆ କର୍ମୀ ଯେତେବେଳେ ତାଙ୍କୁ ଦୂର୍ଗା ପୂଜାକୁ ନେଇ କିଛି ପ୍ରଶ୍ନ କରିଲେ ତେବେ ସୁର ରାଉତରାୟ ଯାହା ଜବାବ ଦେଲେ ତାକୁ ଶୁଣିଲେ ଆପଣ ବି ହସି ହସି ଗଡି ଯିବେ । ସେ ପ୍ରଥମେ କହିଲେ ଗୁଜୁରାଟରେ ମାସେ ନବରାତ୍ରି ପାଳନ କରାଯାଏ ଓ ମହରାଷ୍ଟ୍ରରେ ୧୫ ଦିନ ପାଳନ କରାଯାଏ ।

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ଆପଣଙ୍କ ଦଳରେ ଦୂର୍ଗା କିଏ ତେବେ ସୁର ରାଉତରାୟ କହିଲେ କି ଆମ ଦଳରେ ଦୂର୍ଗା ହେଉଛନ୍ତି ସ୍ଵୟଂ ସୋନିଆ ଗାନ୍ଧୀ ଓ ନରେନ୍ଦ୍ର ମୋଦୀ ମହିଷାସୁର । ଗୋଟିଏ ସମୟ ଏମିତି ଆସିବ ଯେତେବେଳ ଗୋଟିଏ ଯୁବକ ନବୀନ ପଟ୍ଟନାୟକ ଭଳି ଲୋକକୁ ପରାଜୟ କରିବ । ଏହା ପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ମହାଭାରତରେ ତାଙ୍କର ସବୁଠୁ ପ୍ରିୟ ଚରିତ୍ର କିଏ ।

ଏହାର ଜବାବରେ କହିଲେ କି ମହାଭାରତରେ ତାଙ୍କର ସବୁଠୁ ପ୍ରିୟ ଚରିତ୍ର ହେଉଛି ଅର୍ଜୁନ ଓ ତାଙ୍କୁ ଷ-ଡ-ଯ-ନ୍ତ୍ର କରି ମ-ରା ଯାଇଛି । ଯାହାକୁ ଶୁଣିବା ପରେ ସମସ୍ତେ ହସିଲେ । କିନ୍ତୁ ଶେଷରେ ସେ କହିଲେ କି ମୁଁ ଭୁଲରେ ଅର୍ଜୁନ କହିଦେଲି । କର୍ଣ ରୋଲ ହେଉଛି ମହା ଭାରତର ସବୁଠୁ ଭଲ ଚରିତ୍ର । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ଆପଣଙ୍କ ଦଳରେ କର୍ଣ କିଏ ଯିଏକି ନିଜ ବନ୍ଧୁ ପାଇଁ ଜୀବନ ଦେଇ ପାରିବ ।

ଏହାର ଜବାବରେ ସୁର ରାଉତରାୟ କହିଲେ କି ପ୍ରସାଦ ହରିଚନ୍ଦ କର୍ଣ ହୋଇ ପାରିବେ । ଏହା ପରେ ପ୍ରଶ୍ନ କରାଗଲା କି ଆପଣ ଦଳରେ ସୁପର୍ଣରେଖା କିଏ ଅଛନ୍ତି କି ଏହାର ଜବାବରେ ସୁର ଭାଇ କହିଲେ କି ଆମ ଦଳରେ କ-ଟା-କ-ଟି ପର୍ଯ୍ୟନ୍ତ କେହି ଯାନ୍ତି ନାହିଁ । ଆମ ସବୁ ଭିତରୁ ଚେଷ୍ଟା କରୁ ସେ କେମିତି ସେ ଚାଲିଯିବ ଆମେ ବସିଯିବୁ ।