ଉଡାଜାହାଜ ଏମିତି ବି ହୋଇଯାଏ, ସତ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ଉଡାଜାହାଜରେ ବସି ଅତି ସହଜରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଖୁବ କମ ସମୟରେ ଯାତ୍ରା କରିବାକୁ ସମସ୍ତଙ୍କୁ ଖୁବ ମଜା ଲାଗେ । କିନ୍ତୁ ଉଡାଜାହାଜ ବିଷୟରେ ଏପରି କିଛି ରୋଚକ ତଥ୍ୟ ରହିଛି ଯାହା ମଜାଦାର ବି ଯେତିକି, ସେତିକି ଭୟଙ୍କର ବି ଅଟେ । ତେବେ ଆଜି ଆମେ ଆପଣଙ୍କୁ ଉଡାଜାହାଜ ବିଷୟରେ କିଛି ରୋଚକ ତଥ୍ୟ ଜଣାଇବୁ । ଚାଲନ୍ତୁ ଆରମ୍ଭ କରିବା ।

ବିନା ପାରାଚ୍ୟୁଟରେ ଉଡାଜାହାଜରୁ ତଳେ ପଡିଲେ ମୃ-ତ୍ୟୁ ନିଶ୍ଚିତ ଅଟେ । ଯେତେବେଳେ ରାଇଟ ବ୍ରଦର୍ସ ଉଡାଜାହାଜ ଉଦ୍ଭାବନ କରିଥିଲେ ସେମାନେ କେବେ ହେଲେ ଭାବି ନଥିବେ ୧୦କିମିରୁ ଅଧିକ ଉଚ୍ଚତାରୁ ବିନା ପାରାଚ୍ୟୁଟରେ ତଳେ ପଡି କେହି ନିଜ ଜୀବନ ବଞ୍ଚାଇ ପାରିବ । ଏକ ଉଡାଜାହାଜ ଆପାତକାଳୀନ ସ୍ଥିତିରେ ଜଣେ ଏୟାରହୋଷ୍ଟେସ ୧୦୧୬୦ ମିଟର ଉଚ୍ଚତାରୁ ଗୋଟିଏ ଟ୍ରଲି ଏବଂ କେବିନ କୃ ବ୍ୟକ୍ତିଙ୍କ ଶ-ବ ସହ ଜମ୍ପ କରିଥିଲେ ଓ ସମୁଦ୍ରରେ ପଡି ନିଜ ଜୀବନ ବଞ୍ଚାଇଥିଲେ ।

ଏତେ ଉଚ୍ଚତାରୁ ପଡି ଜୀବନ ବଞ୍ଚାଇବାର ଏହି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ଆଜି ଯାଏ ଭାଙ୍ଗି ନାହିଁ । ଯଦି ପ୍ଳେନରେ ଯିବା ସମୟରେ କେଉଁ ବ୍ୟକ୍ତି ବା ଷ୍ଟାଫଙ୍କର ମୃ-ତ୍ୟୁ ହୋଇଯାଏ ତେବେ ତାଙ୍କର ଶ-ବକୁ ଅନ୍ୟ କେଉଁ ସ୍ଥାନରେ ନେଇ ରଖିବାର ନିୟମ ନାହିଁ । ତାଙ୍କୁ ଯାତ୍ରୀଙ୍କ ପରି ଖାଲି ସିଟରେ ବସାଇ ଦିଆଯାଏ । ଏକ କପଡା ଘୋଡାଇ ଦିଆଯାଏ କିନ୍ତୁ ତାଙ୍କ ମୁହଁ ଘୋଡାଯାଏ ନାହିଁ । ଯଦି ଆପଣ ଭାବୁଛନ୍ତି କି ପ୍ଳେନ ଉଡାଇବା ବେଳେ ପାଇଲଟ ମାନେ ଢୁଳାନ୍ତି ନାହିଁ ତେବେ ଏହା ଆପଣଙ୍କ ଭୁଲ ଧାରଣା ଅଟେ ।

୫୦୦ ରୁ ଅଧିକ ଇଣ୍ଟର ନ୍ୟାସନାଲ ପାଇଲଟ ମାନଙ୍କୁ କରାଯାଇ ଥିବା ଏକ ସର୍ଭେରେ ୪୩ ପ୍ରତିଶତ ପାଇଲଟ ମାନେ ମାନିଥିଲେ କି ପ୍ଳେନ ଉଡାଇବା ସମୟରେ ସେମାନେ ଅନେକ ଥର ଢୁଳାନ୍ତି । ଆପଣ ପ୍ଳେନରେ ଥିବା ବ୍ଲାକ ବକ୍ସ ବିଷୟରେ ଶୁଣିଥିବେ । ଏହା ଫ୍ଲାଇଟ ଡାଟା ରେକର୍ଡର ଡିଭାଇସ ହୋଇଥାଏ । ସେଥିରେ ଯେକୌଣସି ପ୍ରକାର ଦୁ-ର୍ଘ-ଟ-ଣା-ର ସୂଚନା ରେକର୍ଡ ହୋଇଥାଏ । ଡିଭାଇସର ନାମ ବ୍ଲାକ ବକ୍ସ ହୋଇଥିଲେ ମଧ୍ୟ ଏହା ଦେଖିବାକୁ କମଳା ରଙ୍ଗର ହୋଇଥାଏ ।

ଏହା ଫାୟାର ରେଜିଷ୍ଟାନ୍ସ ହୋଇଥାଏ ଓ ଏହାର ଉଜ୍ଵଳ ରଙ୍ଗ ଯୋଗୁଁ ଏହାକୁ ଖୋଜିବାକୁ ମଧ୍ୟ ସୁବିଧା ହୋଇଥାଏ । ମରୁଭୂମି ପରି ଶୁଷ୍କ ସ୍ଥାନରୁ ପବନରୁ ମଧ୍ୟ ଅଧିକ ଶୁଷ୍କ ହୋଇଥାଏ ଏୟାରପ୍ଳେନ ଭିତରର ପବନ । ଏକ ସର୍ଭେରୁ ଜଣାପଡିଛି ଏୟାରପ୍ଳେନରେ ଥିବା ପାଣି ବୋତଲରୁ ଭାରି ମାତ୍ରାରେ ବ୍ୟାକ୍ଟେରିଆ ମିଳିଥାଏ । ଦୁନିଆର ସବୁଠୁ ବଡ ଯାତ୍ରୀ ଉଡାଜାହାଜ ହେଉଛି ଏୟାରବସ୍ ଏ୩୮୦ । ଏହା ଏକ ଡବଲ ଡେକର ଜାହାଜ ଅଟେ । ୧୦୨୦କିମି ପ୍ରତି ଘଣ୍ଟା ଏହି ଉଡାଜାହାଜର ବେଗ ଅଟେ ।

ଏହି ଉଡାଜାହାଜ ୨୭ ଏପ୍ରିଲ ୨୦୦୫ରେ ପ୍ରଥମ ଉଡାଣ ଭରିଥିଲା । ୧୯୭୭ରେ ଉଡାଜାହାଜର ସବୁଠୁ ବଡ ଦୁର୍ଘଟଣା ଘଟିଥିଲା । ଏହି ଦୁ-ର୍ଘ-ଟ-ଣା ଦୁଇଟି ଉଡାଜାହାଜ ସାମନା ସାମନି ଧ-କ୍କା ହେବା ହେତୁ ହୋଇଥିଲା । ଏହି ଦୁ-ର୍ଘ-ଟ-ଣା-ରେ ୫୦୦ ଯାତ୍ରୀ ମୃ-ତ୍ୟୁ-ବ-ର-ଣ କରିଥିଲେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଅଲଗିଥିଲେ ଅବ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।