ଝିଅଟି ଶୋଇଥିବା ବେଳେ ହଠାତ ଖତ ତଳୁ ବାହାରି କାମୁଡି ଦେଲା ଏକ ଭୟଙ୍କର ବିଷଧର ସାପ (Common krait), ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ଚିତି ବା କ୍ରେଟ ଏପରି ଏକ ପ୍ରଜାତିର ସାପ ଅଟେ, ଯାହା ଭାରତୀୟ ଉପ ମହାଦ୍ଵୀପ ଜଙ୍ଗଲରେ ଅଧିକ ଦେଖାଯାନ୍ତି । ଏହି ସାପ ଅତ୍ୟନ୍ତ ବି-ଷ-ଧ-ର ହୋଇଥାଏ । କ୍ରେଟ ହେଉଛି ଭାରତର ସବୁଠୁ ଭୟଙ୍କର ବି-ଷ-ଧ-ର ସାପ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ପ୍ରଜାତିର ସାପ ମାନେ ଅଧିକତର ରାତି ସମୟରେ ହିଁ ବାହାରକୁ ବାହାରିଥାନ୍ତି । ରାତିରେ ବ୍ୟକ୍ତି ଶୋଇବା ପରେ ଏମାନେ ଚୁପଚାପ ବିଛଣାରେ ପଶିଯାନ୍ତି ଓ ବ୍ୟକ୍ତିଙ୍କୁ କା-ମୁ-ଡି ଦିଅନ୍ତି ।

ଏମାନଙ୍କର ଦାନ୍ତ ଏତେ ପତଳା ହୋଇଥାଏ ଯେ ଶୋଇଥିବା ବେଳେ ଆମକୁ ଏହା ଜଣା ମଧ୍ୟ ପଡେ ନାହିଁ । ଆଉ ଜଣା ପଡିବା ବେଳକୁ ମୃ-ତ୍ୟୁ ହୋଇଯାଏ । ଏହି ସାପ କା-ମୁ-ଡି-ଲେ ତୁରନ୍ତ ଚିକିତ୍ସା କରିବା ନିହାତି ଜରୁରୀ ଅଟେ । ନଚେତ ଏହି ସାପର ବି-ଷ ଏତେ ଭୟଙ୍କର ଯେ ଅଳ୍ପ ସମୟ ମଧ୍ୟରେ ହିଁ ମଣିଷ ମୃ-ତ୍ୟୁ-ବ-ର-ଣ କରିବାରେ କିମ୍ବା କୋ-ମା ମଧ୍ୟ ହୋଇଯାଇ ପାରେ । ଭଦ୍ରକର ଏକ ଗ୍ରାମରେ ଏହିପରି ଏକ କ୍ରେଟ ସାପ ଜଣେ ଯୁବତୀଙ୍କୁ କା-ମୁ-ଡି-ବା ଫଳରେ ତାଙ୍କ ଅବସ୍ଥା ଗମ୍ଭୀର ହୋଇ ଯାଇଥିଲା ।

ଯୁବତୀ ଜଣଙ୍କ ରାତିରେ ଶୋଇଥିବା ସମୟରେ ଏକ କ୍ରେଟ ସାପ ତାଙ୍କ ହାତକୁ କା-ମୁ-ଡି ଦେଇଥିଲା । ସୌଭାଗ୍ୟବଶତଃ ସେ ଏହା ଅନୁଭବ କରି ପାରିଥିଲେ ଓ ସାଙ୍ଗେ ସାଙ୍ଗେ ଘର ଲୋକଙ୍କୁ ଉଠାଇ ଥିଲେ । ତାଙ୍କ ହାତ ଆଙ୍ଗୁଠିରେ କା-ମୁ-ଡା ଚିହ୍ନ ଦେଖି ଘର ଲୋକେ ସାପକୁ ଖୋଜା କରି କରିଥିଲେ ।

ତାର ଫଟୋ ଉଠାଇବା ସହ ଏକ ଚଟେଇ ସହ ବସ୍ତାରେ ତାଙ୍କୁ ବା-ନ୍ଧି କରି ମଧ୍ୟ ରଖିଥିଲେ । ଯୁବତୀଙ୍କୁ ହସ୍ପିଟାଲ ନେଇ ତୁରନ୍ତ ତାଙ୍କର ଚିକିତ୍ସା କରାଯାଇ ଥିଲା । ଆଣ୍ଟିଭେନିନ ନେବା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା । ତେବେ ତାଙ୍କୁ ବହୁତ ଦୁର୍ବଳ ଲାଗୁଥିବା ଏବଂ ଆଖିକୁ ସ୍ପଷ୍ଟ ଦେଖାଯାଉ ନଥିବା ସେ କହିଥିଲେ । ସକାଳେ ଘରଲୋକ ସାପଧରାଳିଙ୍କୁ ଡ଼ାକିଥିଲେ ସାପକୁ ଉଦ୍ଧାର କରିନେବା ପାଇଁ । କିନ୍ତୁ ବା-ନ୍ଧି ରଖିଥିବା ବସ୍ତା ମଧ୍ୟରେ ସାପ ନଥିଲା ।

ଠିକ ଭାବେ ନ ବା-ନ୍ଧି-ବା-ରୁ ସାପ ଖସି ପଳାଇଥିବା ଅନୁମାନ କରାଯାଉଛି । ଆପଣ ମଧ୍ୟ ସର୍ବଦା ସଚେତନ ରୁହନ୍ତୁ ଓ ସାପ କା-ମୁ-ଡି-ବା ମାତ୍ରେ ଅବହେଳା ନକରି ତୁରନ୍ତ ଚିକିତ୍ସା କରାନ୍ତୁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।