ଶୋଇବା ସମୟରେ ଜମାବି କରନ୍ତୁ ନହିଁ ଏହି ୪ଟି ଭୁଲ, ନହେଲେ ଜୀବନ ସାରା ପସ୍ତେଇବେ 

ବନ୍ଧୁଗଣ ନିଦ ଆମ ଜୀବନର ସବୁଠୁ ଭଲ ଅଭ୍ୟାସ ଅଟେ ଯାହାବିନା ଆମେ ବଞ୍ଚି ପାରିବା ନାହିଁ । ନିଦ ଆମ ଶରୀରକୁ ରିକଭର କାରିଥାଏ ଓ ଚାର୍ଜ କରିଥାଏ ଓ ଆମର ଥକାପଣକୁବି ଦୂର କରିଥାଏ । ସେଥିପାଇଁ ନୀଦର ବହୁତ ଆବଶ୍ୟକ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ ନିଦ ଯେତିକି ଆରାମ ଦିଏ ସେତିକି କ୍ଷତି ମଧ୍ୟ କରିଥାଏ । ଯଦି ଆପଣ ଭଲ ନିଦରେ ବା ଆରାମରେ ସୋଉଛନ୍ତି ଆପଣଙ୍କୁ ବହୁତ ଫାଇଦା ହୋଇପାରେ । ଯଦି ଆପଣ ଅଧା ଓ ଭୁଲ ତରିକାରେ ସୋଉଛନ୍ତି ତ ଇଏ ଆପଣଙ୍କୁ କ୍ଷତିବି ପହଞ୍ଚାଇ ପାରେ ।

ଏହାର ଗୋଟେ ଉଦାହରଣ ଦେଉଛୁ ଯଦି କେବେ ଆପଣ ଶୋଇକି ଉଠୁଛନ୍ତି ଆପଣଙ୍କର ମୁଣ୍ଡ ବିନ୍ଧା ଓ ଦେହ ଦରଜ ଲାଗୁଛି, କେବେ କେବେ ଶୋଇବା ପରେ ମଧ୍ୟ ଥକା ଅନୁଭବ କରୁଛନ୍ତି । ଏହା ସବୁ ଏଥିପାଇଁ ହେଉଛି କି ଆପଣ ଭୁଲ ତରିକାରେ ସୋଉଛନ୍ତି । ଭୁଲ ଢଙ୍ଗରେ ସୋଇଲେ ପୁରା ଦିନ ଖରାପ ହୋଇଯାଏ । ଠିକ ଢଙ୍ଗରେ ଶୋଇଲେ ପୁରା ଦିନର ଥକାପଣ ଦୂର କରିଥାଏ । କେବେ କେବେ ଅଜାଣତରେ ଆମେ ଭୁଲ ଢଙ୍ଗରେ ସୋଇଥାଉ ଓ ତାପରେ ଅସୁସ୍ଥ ହୋଇପଡୁ ।

Image Courtesy: Google

ଆମକୁ ଅତିକମରେ ୬ ରୁ ୮ ଘଣ୍ଟା ଶୋଇବାା ଉଚିତ କେବଳ ରାତିରେ । ରାତି ନିଦରୁ ଆମକୁ ବହୁତ ଲାଭ ମିଳିଥାଏ । ଯେତେ ଶୀଘ୍ର ସୋଇ ସେତେ ଶୀଘ୍ର ଉଠିଲେ ଆପଣଙ୍କୁ ବହୁତ ଫାଇଦା ହେବ । ମାନେ ରାତିରେ ଡେରିରେ ସୋଇଲେ କିଛି ଲାଭ ହେବନି, ଓଲଟା କ୍ଷତି ହିଁ ହୋଇଥାଏ । ୧୦ଟା କି ୧୧ ଟା ଭିତରେ ସୋଇ ଜଲ୍ଦି ଉଠନ୍ତୁ । ଏଥିରେ ଆପଣ ଦିନଭରି ତାଜା ଓ ବହୁତ ଭଲ ଅନୁଭବ କରିବେ । ଶୋଇବା ପୂର୍ବରୁ ହାଲକା କପଡା ପିନ୍ଧି ସୁଅନ୍ତୁ । ଏବେ ଶୋଇବାର କିଛି ଭୁଲ ଢଙ୍ଗ ବିଷୟରେ ଆଲୋଚନା କରିବା ।

ପେଟମାଡି ଶୋଇବା :-

ବହୁତ ଲୋକଙ୍କୁ ପେଟ ମାଡି ଶୋଇବା ବହୁତ ଭଲ ଲାଗେ । କିନ୍ତୁ କହିବାକୁ ଯାଉଛୁ ଏମିତି ଶୋଇବା ଦ୍ଵାରା ହୃଦୟ ଓ ଲିଭର ଦବି ଯାଏ । ଯେମିତିକି ସେ ଭଲରେ କାମ କରିପାରେ ନାହିଁ ଓ ରକ୍ତ ସଂଚାଳନ ଠିକସେ ହୁଏନାହିଁ ଓ ଭୋଜନ ବି ଠିକ ସେ ହଜମ ହୁଏ ନାହିଁ । ଯାହାପାଇଁ ଆପଣ ଅସୁସ୍ଥ ଅନୁଭବ କରନ୍ତି ।

Image Courtesy: Google

ଡାହାଣପଟ ମାଡି ଶୋଇବା :-

ଡାହାଣ ପଟ ମାଡି ଶୋଇବା ବି ବହୁତ ଖରାପ ଢଙ୍ଗ ଅଟେ । କାରଣ ଯେତେବେଳେ ଆମେ ରାତିରେ ଖାଇକି ସୋଇପଡୁ ସେତେବେଳେ ଆମ ପାଚନ ତନ୍ତ୍ର ଖାଦ୍ୟକୁ ହଜମ କରିବାର କ୍ରିୟାକୁ ଜାରି ରଖିଥାଏ । ଆପଣ ଜାଣିଥିବେ ଆମର ପାଚନ ତନ୍ତ୍ର ପେଟର ବାଁ ପାଖରେ ଥାଏ  ନାଁ କି ଡାହାଣ ପାଖରେ , ଯେବେ ଆପଣ ଡାହାଣ ପାଟ ମାଡି ସୋଇଥାନ୍ତି ତସବୁ ଖାଦ୍ୟ ଡାହାଣ ପାଖକୁ ଓହଳି ପଡେ ଯାହାଦ୍ୱାରା ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ସେଥିପାଇଁ ସବୁବେଳେ ବାଁ ପାଟରେ ଶୋଇବା ଆବଶ୍ୟକ । ଯାହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ ଓ ଆପଣ ହାଲୁକା ଅନୁଭବ କରିବେ ।

Image Courtesy: Google

ଗୋଡ ଜାକିକି ଶୋଇବା :-

ବହୁତ ଲୋକ ଗୋଡ ଜାକିକି ଶୋଇବାାକୁ ପସନ୍ଦ କରନ୍ତି । ଯେବେ ଆପଣ ଗୋଡ ଜାକିକି ସୁଅନ୍ତି ସେବେ ଗୋଡରେ ଘର୍ଷଣ ହୋଇଥାଏ । ଯାହାଦ୍ୱାରା ଗୋଡର ସମସ୍ୟା ଉପୁଜିପାରେ, ସେଥି ପାଇଁ ଗୋଡ ଜାକିକି ଶୋଇବା ଅନୁଚିତ । ଯଦି ଆପଣଙ୍କୁ ଗୋଡ ଜାକିକି ଶୋଇବା ପାଇଁ ଚହୁଁଛନ୍ତି ଗୋଡର ମଝିରେ ତକିଆ ଦେଇ ସୁଅନ୍ତୁ । ଏଥିରେ ଅସୁବିଧା ହେବନି ।

Image Courtesy: Google

ସିଧା ଶୋଇବା :-

ସିଧା ଶୋଇବା ଭଲ କଥା ଅଟେ କିନ୍ତୁ ଏଥିରେ ମେରୁଦଣ୍ଡ ସିଧା ଓ ସୁସ୍ଥ ରହିଥାଏ । ଯେବେ ଆପଣ ତକିଆ ଲଗେଇ ସିଧା ସୁଅନ୍ତି ଏହାଦ୍ଵାରା ମେରୁଦଣ୍ଡ ବଙ୍କା ହୋଇଯାଏ । ସେଥିପାଇଁ କେବେ ବି ତକିଆ ଲଗେଇ ସିଧା ଶୁଅନ୍ତୁ ନାହିଁ । ଯଦି ତକିଆ ଦେଇ ଶୋଇବାକୁ ଚାହୁଞ୍ଚନ୍ତି ତ ଗୋଟେ ପାଖ ଦେଇ ଶୁଅନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।