ଐଶ୍ବର୍ୟା ରାୟ ଙ୍କ ହମସକଲ ସ୍ନେହା ଉଲ୍ଲାଲ ସାମନାକୁ ଆଣିଲେ ସଲମାନ ଖାନ ଙ୍କ ରାଜ୍..!

ବଲୀଉଡ ରେ କାମ କରିବା ସମସ୍ତଙ୍କୁ ମିଳେ ନାହିଁ । କିଛି ଲୋକମାନେ ନିଜ ଦମରେ ବଲୀଉଡ ରେ ନିଜ ପରିଚୟ ବନେଇ ପାରନ୍ତି । ପ୍ରାୟତଃ ଲୋକମାନଙ୍କୁ ବଲୀଉଡ ରେ ପଶିବା ପାଇଁ କାହାର ନା କାହାର ସାହାର୍ଯ୍ୟ ଦରକାର । କିଛି ପୁରୁଣା ଅଭିନେତା ଏବଂ ଅଭିନେତ୍ରୀ ନୂଆ ଲୋକମାନଙ୍କର ଭଗବାନ ହୁନନ୍ତି ଏବଂ ସେମାନଙ୍କୁ ବଲୀଉଡ ରେ ଏଣ୍ଟ୍ରି ଦିଅନ୍ତି ।

ନିଜର ଚେହେରା ପାଇଁ ଚର୍ଚାର ବିଷୟ ବନିଲେ ସ୍ନେହା

ସ୍ନେହା ଉଲ୍ଲାଲ ବିଷୟରେ ଆପଣ ଜାଣିଥିବେ , ସେ ‘ଲକୀ : ନୋଂ ଟାଇମ ଫର ଲୱ’ ଫିଲ୍ମ ରେ ଅଭିନେତ୍ରୀ ହୋଇଥିଲେ, ପ୍ରଥମ ଥର ସଲମାନ ଖାନ ସହିତ ଫିଲ୍ମ ଜଗତରେ ଗୋଡ ରଖିଲେ । ସେ ଐଶ୍ୱର୍ୟା ରାୟ ପରି ଦେଖାଯାନ୍ତି । ଆଜି ସେ ୨୯ ବର୍ଷ ର ହେଯାଇଛନ୍ତି । ଆପଣ ଜାଣନ୍ତି ଯେ ସଲମାନ ଖାନ ବହୁତ ଅଭିନେତ୍ରୀ ଙ୍କ ଏଣ୍ଟ୍ରି ବଲୀଉଡ ରେ ନିଜ ଦମ ରେ କରିଥିଲେ ଏବଂ ସେମାନଙ୍କୁ ସଫଳ ମଧ୍ୟ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ସ୍ନେହା ଅଟନ୍ତି , ଯାହାର କୈରିୟର ର ଆରମ୍ଭ କରିବା ପାଇଁ ସଲମାନ ଖାନ ହିଁ ସାହାର୍ଯ୍ୟ କରିଥିଲେ ।

ବଲୀଉଡ ରେ ଅଧିକା ଦିନ ରହିପାରିଲେନି :

ସ୍ନେହା ଲକି ଫିଲ୍ମ ପରେ ବଲୀଉଡ ରୁ ଦୂରେଇ ହୋଇଗଲେ । ଫିଲ୍ମ ବେଶି ଚାଲି ପାରିଲା ନାହିଁ , ଏବଂ ଦର୍ଶକ ଏହାକୁ ପୂରାପୂରି ଭୁଲି ଗଲେ । ଏହା ପରେ ସେ ବଲୀଉଡ ଠାରୁ ନିଜକୁ ଦୂରେଇ ନେଲେ । ଏକ ଇଣ୍ଟରଭିୟୁ ରେ ସେ କହିଥିଲେ କି କିଛି ବି ହେଇଯାଉ ସେ ସଲମାନ ଖାନ ପାଖକୁ କାମ ମାଗିଆକୁ ଯିବେ ନାହିଁ ।

ସଲମାନ ଖାନ ହେଉଛନ୍ତି ଏକ ଭଲ ମଣିଷ

ସ୍ନେହା କହିଲେ କି ସଲମାନ ବହୁତ ଭଲ ମଣିଷ ଅଟନ୍ତି । ସମସ୍ତେ ମୋତେ ଏହି ରାୟ ଦିଅନ୍ତି ଯେ, କାମ ବିଷୟରେ ସଲମାନ ସହ କଥା ହେବା ପାଇଁ , କିନ୍ତୁ ମୁଁ ତାଙ୍କ ସହିତ କେବେ ବି କାମ ବିଷୟରେ କଥା ହୁଏନାହିଁ । ସଲମାନ ଏବଂ ମୋର ସମ୍ପର୍କ କାମ ଠାରୁ ମଧ୍ୟ ବଡ ଅଟେ । ସ୍ନେହା ଆଗକୁ କହିଲେ କି ତାଙ୍କ ମା କୁ କ୍ୟାନ୍ସର ହୋଇଯାଇଥିଲା । ସେହି ସମୟରେ ସଲମାନ ଖାନ ତାଙ୍କ ଘରକୁ ଆସିଥିଲେ ତାଙ୍କୁ ସାନ୍ତ୍ଵନା ଦବା ସହ ହିମତ ରଖିବାକୁ କହିଲେ ।

ସଳମାନ କରିଥିଲେ ବହୁତ ସାହାର୍ଯ୍ୟ

ସେ କହିଥିଲେ କି ଡାକ୍ତର ବିଷୟରେ ଚିନ୍ତା ନ କରିବା ପାଇଁ । ସେ ଯାହା ମୋ ପାଇଁ କରିଛନ୍ତି , ତାହା କୌଣସି ଫିଲ୍ମ ରେ କାମ କରିବା ଠାରୁ ମଧ୍ୟ ବଡ । ସେ ସେତେବେଳେ ମୋ ପାଇଁ ବହୁତ ସାହାର୍ଯ୍ୟ କରିଥିଲେ । ତାଙ୍କର ଏହି ସାହାର୍ଯ୍ୟ କୁ ମୁ କେବେ ବି ଭୁଲି ନାହିଁ ।