ଗଙ୍ଗା ନଦୀରେ ଏକ ଭାସୁଥିବା ସିନ୍ଧୁକ ଭିତରୁ ମିଳିଲା 21 ଦିନର ଶିଶୁ, ସିନ୍ଧୁକ ରେ ଲାଗିଥିଲା ଦେବୀ ଦେବତାଙ୍କ ଫଟୋ, ସତ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ

ଝିଅ ମାନେ ଘରର ଲକ୍ଷ୍ମୀ ଅଟନ୍ତି । ଆଜୀବି ଆମ ଦେଶରେ କିଛି ଲୋକମାନେ କୁହନ୍ତି କି ଝିଅ ମାନେ ଘରକୁ ଆସିଲେ ସେମମାନେ ଖୁବ ଭଲ କାମ କରନ୍ତି । ତେବେ କିଛି ଲୋକମାନେ ଜିଆ ମାନଙ୍କ ଯତ୍ନ ପୁଅ ମାନଙ୍କ ଅପେକ୍ଷା ଅଧିକ ନିଅନ୍ତି ।

ଏହା ସହ କିଛି ଏଭଳି ଲୋକମାନେ ଅଛନ୍ତି ଯେଉଁ ମାନେ ପୂ ଝିଅ ଙ୍କ ଭିତରେ ପାର୍ଥକ୍ଯ କରି ଥାନ୍ତି । ସେମାନେ ଗୋଟେ ଗର୍ଭ ବତୀ ମହିଳା ଠାରୁ ପୁଅ ଆସା କରି ଥାନ୍ତି  ଯଦି ଗୋଟେ ଝିଅ ଜଣ ହୋଇ ଯାଏ ତ ସେମାନେ ଦୁଃଖ ଅନୁଭବ କରନ୍ତି । କିଛି ଲୋକ ମାନଙ୍କୁ ଏମାନେ ବୋଝ ଭଳି ଲାଗୀ ଥାନ୍ତି । ତେବେ କିଛି ଲୋକମାନେ ଏମାନଙ୍କୁ ଜନ୍ମ ଦେବା ପରେ ମା-ରି-ବା ପାଇଁ ଛାଡି ଦେଇ ଥାନ୍ତି ।

ଏଭଳି କିଛି ଭେଦ ଭାବ କରୁଥିବା ବାପା ମା ମାନେ ନିଜ ପିଲାକୁ ଜନ୍ମ ହେବା ପରେ ମାରିବା ପାଇଁ ରାସ୍ତା କଡ଼ରେ ନଇ କୂଳରେ ଛାଡି ଦେଇ ଥାନ୍ତି କିନ୍ତୁ କୁହା ଯାଏ କି ଯାହା କୁ ଭଗବାନ ରାଖୀ ଥାନ୍ତି ତାଙ୍କୁ କେହି ବି ମା-ରି ପାରି ନଥାନ୍ତି । ଏହି ଭଳି କିଛି ଘ-ଟ-ନା ଘ-ଟି-ଛି ଉତ୍ତର ପ୍ରଦେଶର ଗାଜି ପୁରା ଜିଲାର ଘ-ଟ-ଣା କୁ ନିଅନ୍ତୁ । ଏକ ନବଜାତ ଶିଶୁ ଯିଏ କି ମାତ୍ର ୨୧ ଦିନର ତାକୁ ମା-ରି-ବା ପାଇଁ ଛାଡି  ଦେଇ ଥିଲେ ତାର ବାପା ମା ।

ସେମାନେ ଏକ ବାକ୍ସ ରେ ତାକୁ ରାଖୀ ଏହାକୁ ଗଙ୍ଗା ନଦୀ ରେ ଭସେଇ ଦେଇଥିଲେ । ମାତତ୍ର କୁହା ଯାଏ କି ଯାହାକୁ ଭଗବାନ ରଖିବେ ତାକୁ କେହି ମା-ରି ପାରିବେନି । ସେ ପଟେ ଏକ ନାଉରିଆ ଡଙ୍ଗା ଚଳେଇକି ଯାଉଥିବା ସମୟରେ ଏକ ପିଲାର କାନ୍ଦର ଆବାଜ ଶୁଣିକି ଏହାକୁ ଖୋଲିବା ବେଳେ ତାକୁ ଏକ କନ୍ୟା ସନ୍ତାନ ମିଳିଥିଲା । ଆଶ୍ଚର୍ଯ୍ୟର ଘଟଣା କି ଏହି ବାକ୍ସ ମଧ୍ୟରେ ଦେବୀ ଦେବତା ତାଙ୍କ ଫଟ ଥିଲା ଓ ଏହା ସହ ସେହି ଝିଅର ଜାତକ ମଧ୍ୟ ଥିଲା ।

ଏହି ପିଲାକୁ ନାଉରିଆର ଘର ଲୋକମାନେ ପାଳିବା ପାଇଁ ଚାହୁଁ ଥିଲେ ମାତ୍ର ପୋ-ଲି-ସ କୁ କେହି ଖବର ଦେଇ ଥିବାରୁ ପୋ-ଲି-ସ ଆସିକି ଘ-ଟ-ଣା ବିଷୟରେ ଜାଣିଲା ଓ ପିଲା ଟିକୁ ଆସା ଜ୍ଯୋତି କେନ୍ଦ୍ର କୁ ନେଇ ଯାଇଥିଲା । ସବୁ ଠାରୁ ଭଲ କ୍ଷ୍ହାବାର ଏହି କି ଯେ ପିଲା ର ମାତା ପିତା ଦୁଇ ଜଣ ତାକୁ ବାକ୍ସ ରେ ବନ୍ଦ କରିବା ପରେ ମଧ୍ୟ ସେ ସୁରକ୍ଷିତ ଥିଲା ।

ଏହାର ଯତ୍ନ ଏବେ ଖୁବ ଭଲ ଭାବେ ନିଆ ଯାଉଛି । ଏହା ସହ କହିବା ପାଇଁ ଗଲେ ପୋ-ଲି-ସ ଏହି ପିଲାର ବାପା ଓ ମା କୁ ଖୋଜିବାରେ  ଲାଗିଛି । ତେବେ କିଛି ଲୋକ ମାନେ ଏହାକୁ ତୀବ୍ର ଭାବେ ନିନ୍ଦା କରିଛନ୍ତି ଓ କହିଛନ୍ତି କି ଏହା ପାଇଁ  ପ୍ରଶାସନ କୁ ଏହା  ପାଇଁ କିଛି କଡା ପଦକ୍ଷେପ ନେବାକୁ ପଡିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।