ନବଜୋତ ସିଂହ ସିଦ୍ଧୂ ମନରେ ପୁଣି ଥରେ ବାହାରିଲା ପାକିସ୍ତାନ ପାଇଁ ପ୍ରେମ, ଲୋକମାନେ କହିଲେ ‘ସେଠିକୁ ଚାଲି ଯାଅ…’, ଦେଖନ୍ତୁ କଣ କହିଲେ ସିଦ୍ଧୂ

ବର୍ତ୍ତମାନ କିଛି ଦିନ ହେବ ଦେଶରେ ଯାହା ବି କିଛି ଘଟଣାକ୍ରମ ଚାଲୁଛି, ତାହାକୁ ଦେଖି ସମସ୍ତେ ଗୋଟିଏ କଥା କହୁଛନ୍ତି କି ଭାରତ ଲଗାତାର ପାକିସ୍ତାନ ଉପରେ କୂଟନୈତିକ ଚାପ ପକାଇବା ଦରକାର ଏବଂ ଏହା ଭିତରେ ହିଁ ଆମର ବିଜୟ ଲୁଚି ଅଛି । ଭାରତ ସରକାର ଏଥିରେ କେଉଁଠି ନା କେଉଁଠି ସଫଳ ହୋଇଛି ଏବଂ ପିଏମଙ୍କର ବିନା ହସ୍ତକ୍ଷେପରେ ହିଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜେ ସ୍ଟେଟମେଂଟ ଦେଇଥିଲେ କି ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବା ପାଇଁ ସେ ନିଷ୍ପତି ନେଇଛନ୍ତି । କିନ୍ତୁ ଏଥିରେ ନବଜୋତ ସିଂହ ସିଦ୍ଧୂଙ୍କୁ ପାକିସ୍ତାନର ହୃଦୟ ବହୁତ ଭଲ ବୋଲି କହିଛନ୍ତି ।

ନବଜୋତ ସିଂହ ସିଦ୍ଧୂ ଯେତେବେଳେ ଦେଶ ମଧ୍ୟରେ ଯୁଧ୍ୟର ବାତାବରଣ ଥିଲା ଏବଂ ଆମର ୪୦ ଜଣ ଯବାନ ସହିଦ ହୋଇଥିଲେ ଏହି ସମୟରେ ବି ପାକିସ୍ତାନର ପ୍ରଧାନ ମନ୍ତ୍ରୀଙ୍କ କାମ ବିଷୟରେ ବହୁତ ପ୍ରଶଂସା କରିଥିଲେ ।

ଆପଣଙ୍କର ଏହି ନିଷ୍ପତି କୋଟି କୋଟି ଲୋକମାନଙ୍କ ପାଇଁ ସଦ୍ଭାବ ଏବଂ ଖୁସି ନେଇ ଆସିବ, ମୁଁ ଏଥିପାଇଁ ଅଭିନନ୍ଦନର ଅଭିଭାବକଙ୍କୁ ଏବଂ ପ୍ରିୟଜନଙ୍କ ପାଇଁ ବହୁତ ଖୁସି ଅଛି । ନବଜୋତ ସିଂହ ସିଦ୍ଧୂଙ୍କର ବୟାନ ଯେତେବେଳ ସାମନାକୁ ଆସିଲା ତେବେ ଲୋକମାନେ ତାଙ୍କୁ ଗାଳି ଦେବାକୁ ଲାଗିଲେ ଏବଂ ତାଙ୍କୁ କହିଲେ କି ଆପଣଙ୍କୁ ଏତେ ପକ୍ଷପାତ କରିବାର ଇଛା କାହିଁକି ହେଉଛି ? ବର୍ତ୍ତମାନ ପାକିସ୍ତାନ କେବଳ ଇଣ୍ଟରନ୍ୟାସନାଲ ନିୟମ ବା ଜେନିଭା ନିୟମ ଗୁଡିକର ପାଳନ କରୁଅଛି । ଯାହାକୁ ସେ ଯଦି ପାଳନ ନ କରିଥାନ୍ତା ତେବେ ସେ ନିଜେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତା ।

ତେବେ ଏଥିରେ କୌଣସି ବଡ କଥା ନାହିଁ କିନ୍ତୁ ଯେଉଁଭଳି ଭାରେ ଇଣ୍ଡିଆରେ କିଛି ପାକିସ୍ତାନ ଲୋକମାନେ ଏହିଭଳି ଭାବରେ କଥାକୁ ବଢାଇ ଚଢାଇ କହୁଛନ୍ତି । ବର୍ତ୍ତମାନ ସେ କହୁଛନ୍ତି କି ବର୍ତ୍ତମାନ ବି ଲୋକମାନଙ୍କୁ କେତେକ ଜିନିଷ ବିଷୟରେ ବୁଝିବାକୁ ବାକି ଅଛି । ସିଦ୍ଧୂଙ୍କର ଏହି କଥାକୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଲେବୁଲ ଉପରେ ନିଜର ପକ୍ଷକୁ ମଜବୁତ କରିବା ପାଇଁ ଦେଖାଇଥାଏ ଏବଂ ଏହା ବହୁତ ଖରାପ ଅଟେ ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।