ଏହି ବ୍ୟକ୍ତିଙ୍କ ଘରେ ଆସିଥାଏ ଟ୍ରକ ଭରାହୋଇ ଟଙ୍କା, ସାଙ୍ଗ ମାନଙ୍କ ଉପରେ ଉଡାଇଥାନ୍ତି କୋଟି କୋଟି ଟଙ୍କା, ଜାଣନ୍ତୁ ତାଙ୍କ ବିଷୟରେ

ଅଧିକରୁ ଅଧିକ ଟଙ୍କା ଆୟ କରିବା ସମସ୍ତଙ୍କର ସ୍ଵପ୍ନ ହୋଇଥାଏ । ସମସ୍ତେ କୋଟି କୋଟି ଟଙ୍କା ଆୟ କରି ନିଜର ଏକ ଅଲଗା ଲାଇଫ ଷ୍ଟାଇଲରେ ରଖିବାକୁ ଚାହାନ୍ତି । କିନ୍ତୁ କୋଟି କୋଟି ଟଙ୍କାର କଥା କେବଳ ସ୍ଵପ୍ନରେ ହିଁ ପୁରା ହୋଇ ପାରିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ନିଜର ବନ୍ଧୁମାନଙ୍କ ସହ ପାର୍ଟି କରି କୋଟି କୋଟି ଟଙ୍କା ଖର୍ଚ କରି ଦିଅନ୍ତି । ତେବେ ଚାଲନ୍ତୁ ଜାଣିବା ଆମେ ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ଏହି ବ୍ୟକ୍ତିର ନାମ ଫ୍ଲୟେଡ ମେବେଦର ଅଟେ, ଯାହା ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । ଫ୍ଲୟେଡଙ୍କ ପାଖରେ ଏତେ ଟଙ୍କା ଅଛି କି ସେହି ଟଙ୍କାରେ କେତେକ ପରିବାର ନିଜର ପୁରା ଜୀବନ ଚଳାଇ ପାରିବେ । ଫ୍ଲୟେଡ ଟଙ୍କାକୁ ବହୁତ ଭଲ ପାଆନ୍ତି ଏବଂ ଯେଉଁ କାରଣରୁ ସେ ଟଙ୍କା ବିଛାଇ ତାହା ଉପରେ ଶୋଇ ଥାନ୍ତି । ଏହି ବ୍ୟକ୍ତି ପାଖରେ ଟଙ୍କାର ପାହାଡ ଅଛି, ଯାହାକୁ ସେ ଯେତେ ଖର୍ଚ କରନ୍ତି, ତାହାର କେତେ ଗୁଣା ପୁଣି ବଢିଯାଏ ।

ପାଖରେ ରହିଥାଏ ସବୁବେଳେ କୋଟି କୋଟି ଟଙ୍କା

ଅଲ୍ଟୀମେଟ ଫାଇଟିଂଗର ଅନଡିସପ୍ଯୂଟେଡ କିଙ୍ଗ ଫ୍ଲୟେଡ ମେବେଦର ପାଖରେ ସବୁବେଳେ କୋଟି କୋଟି ଟଙ୍କା ରହିଥାଏ । ଏବଂ ସେ କେବେ ବି ନିଜ ଠାରୁ ଟଙ୍କାକୁ ଅଲଗା କରନ୍ତି ନାହିଁ । ଏହାର ପ୍ରମାଣ ଏହା ଅଟେ କି ଯେତେବେଳେ ସେ ଶୋଇ ଥାନ୍ତି, ତେବେ ତାଙ୍କର ବିଛଣାରେ ଚାଦର ବଦଳରେ ଟଙ୍କା ବିଛାଇ ହୋଇଥାଏ । ସେ ନିଜ ଜୀବନରେ ଟଙ୍କା ଏବଂ ବନ୍ଧୁମାନଙ୍କୁ ଅଧିକ ଭଲ ପାଆନ୍ତି । ଏହି କାରଣରୁ ନିଜ ବନ୍ଧୁମାନଙ୍କ ଉପରେ ବହୁତ ଟଙ୍କା ଉଡାଇ ଥାନ୍ତି ।

ଟ୍ରକରେ ଆସିଥାଏ ଟଙ୍କା

ଫ୍ଲୟେଡ ମେବେଦର ବ୍ୟାଙ୍କରୁ ଟ୍ରକ ଭର୍ତ୍ତି ଟଙ୍କା ଘରକୁ ଆସିଥାଏ । ତାଙ୍କ ପାଖରେ ଯେତେ ଟଙ୍କା ଅଛି ତାହା ଠାରୁ ଅଧିକ ତାଙ୍କର ବ୍ୟାଙ୍କ ବ୍ୟାଲେନ୍ସ ଅଛି । କହିଦେଉଛୁ ଯେ ସେ ଏକ ମୁକ୍କେବାଜ ଅଟନ୍ତି, ଯିଏକି ନିଜର କ୍ୟାରିୟରରେ ବହୁତ ମ୍ୟାଚ ଖେଳିଛନ୍ତି ଏବଂ ସେଥିରେ ତାଙ୍କୁ ସବୁଥିରେ ବିଜୟ ହାସଲ ହୋଇଛି । ଆଜି ତାଙ୍କ ପାଖରେ ଯେଉଁ ଟଙ୍କା ଅଛି, ତାହାକୁ ସେ ବହୁତ ପରିଶ୍ରମ କରି ଆୟ କରିଛନ୍ତି ଏବଂ କେତେ ଥର ସେ ଜୁଆ ବି ଖେଳନ୍ତି । ସେ ଟଙ୍କା ଯେମିତି ଆୟ କରନ୍ତି, ସେମିତି ତାକୁ ଖର୍ଚ କରିବାକୁ ବି ଭଲ ପାଆନ୍ତି ।

ବନ୍ଧୁମାନଙ୍କ ସହିତ ଉଡାଇ ଥାନ୍ତି କୋଟି କୋଟି ଟଙ୍କା

ଫ୍ଲୟେଡ ମେବେଦରଙ୍କୁ ନିଜ ବନ୍ଧୁ ମାନଙ୍କ ସହ ମସ୍ତି କରିବା ପାଇଁ ବହୁତ ପସନ୍ଦ ଲାଗେ ଏବଂ ତାହା ପାଇଁ ସେ ନିଜର ବନ୍ଧୁମାନଙ୍କ ସହ ଖୁବ ପାର୍ଟି ବି କରିଥାନ୍ତି ଏବଂ ଏହି ସବୁ ପାର୍ଟିରେ କୋଟି କୋଟି ଟଙ୍କା ଖର୍ଚ କରିଥାନ୍ତି । କହି ଦେଉଛୁ ଯେ ସେ ନିଜ କ୍ୟାରିୟରରେ କେବଳ ଟଙ୍କା ଆୟ କରିବାର ଶିଖିଛନ୍ତି ଏବଂ ତାହାକୁ ନିଜ ହିସାବରେ ଖର୍ଚ କରିଥାନ୍ତି ।

ପୋଷ୍ଟଟି ଭଲ ଲାଗିଲେ ସେଆର କରିବେ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।