Siddhanta Mahapatra ଓ Rachana ଙ୍କର ଝଗଡା ଲାଗିଲେ, ମୁଁ ତାଙ୍କ ମଧ୍ୟରେ ସବୁକିଛି ବୁଝାମଣା କରିନିଏ…

ମୁନ୍ନା ଭାଇ ଠାରୁ ରଚନା ଋଷିଲେ, ମୁଁ ତାଙ୍କ ମଧ୍ୟରେ ମଧ୍ୟସ୍ଥି ହୁଏ । ହଁ ଆଜ୍ଞା ନିକଟରେ ଗତ କାଲି ବୈରାଗୀଙ୍କ ଫାଷ୍ଟଫୁଡ୍ ସେଣ୍ଟରରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ତଥା ମୁନ୍ନା ଭାଇ ପହଞ୍ଚିଥିଲେ । ଯାହାଙ୍କୁ ଦେଖିଲା ପରେ ବୈରାଗୀ ସଂପୂର୍ଣ୍ଣ ଭାବରେ ବିହ୍ଵଳ ହୋଇଯାଇଥିଲେ । କାରଣ ସେହି ନବେ ଦଶକର ପୁରୁଣା ଦିନ ମାନଙ୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କଳାକାର ମାନଙ୍କ ମଧ୍ୟରେ ଏଭଳି ଏକ ସମ୍ପର୍କ ରହିଥିଲା । ଯେ ଆଜି ଯେଉଁ ଲୋକ ଯେଉଁଠାରେ ରହିଥାନ୍ତୁ ।

ହେଲେ ସମସ୍ତଙ୍କ ମନରେ ସମସ୍ତଙ୍କ ପ୍ରତି ଭଲ ପାଇବା ସେମିତି ରହିଛି । ତେବେ ମୁନ୍ନା ଭାଇ ବୈରାଗୀଙ୍କ ପାଖକୁ ଆସି ତାଙ୍କୁ ଦେଖା କରିବା ସହ ଅନ୍ୟ କିଛି ତାଙ୍କର ପୁରୁଣା ବନ୍ଧୁ ମାନଙ୍କ ସହ ଦେଖା କରିବାକୁ ମଧ୍ୟ ଇଛା କରିଥିଲେ । ତେଣୁ ମୁନ୍ନା ଭାଇ ଅନ୍ୟ କିଛି ସାଥିଙ୍କ ମଧ୍ୟ ଯୋଗାଯୋଗ କରି ବୈରାଗୀଙ୍କ ଦୋକାନ ପାଖକୁ ଆଣିଥିଲେ । ତେବେ ସେଠାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କର ଏକ ପୁରୁଣା ବନ୍ଧୁ ଗଣ ମାଧ୍ୟମ ସାମ୍ନାରେ ମୁନ୍ନା ଭାଇଙ୍କୁ ନେଇ ପ୍ରତିକ୍ରିୟା ରଖିଥିଲେ । ଯେଉଁଥିରେ ସେ କହିଥିଲେ ।

ଯେ ସେହି ସମୟରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ରଚନା ବାନାର୍ଜୀଙ୍କ ଫିଲ୍ମ ହିଁ ଆସୁଥିଲା , କାରଣ ସିଦ୍ଧାନ୍ତ ଓ ରଚନା ଙ୍କ ଯୋଡି ଫିଲ୍ମକୁ ଲୋକଙ୍କର ସେ ସମୟରେ ବହୁତ ସାରା ଭଲ ପାଇବା ମିଳୁଥିଲା । ତେଣୁ ଯେତେବେଳେ ସୁଟିଙ୍ଗ ସେଟ୍ ରେ କୌଣସି କାରଣ ବଶତଃ ସିଦ୍ଧାନ୍ତଙ୍କ ସହ ରଚନାଙ୍କର କଳି ଲାଗିଯାଉଥିଲା । ସିଦ୍ଧାନ୍ତଙ୍କ ଠାରୁ ରଚନା ରୁଷି ଯାଉଥିଲେ । ସେତେବେଳେ ମୁଁ ତାଙ୍କ ମଧ୍ୟରେ ମଧ୍ୟସ୍ଥି କାମଟି କରେ ।

ତେବେ ଓଡିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଅନେକ ଗୁଡିଏ ଫିଲ୍ମ ଆସୁଥାଉ । ଏଥିସହ ମୁନ୍ନା ଏହିଭଳି ନିଜର ଚମତ୍କାର ଅଭିନୟ ଦ୍ଵାରା ସମସ୍ତଙ୍କର ମନୋରଞ୍ଜନ କରାଉଥାନ୍ତୁ ବୋଲି ଆମେ ମଧ୍ୟ ନିହାତି ଆଶା କରିବୁ । ତେବେ ଆପଣଙ୍କୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀଙ୍କର ଯୋଡି କିପରି ଲାଗେ ? ଆପଣଙ୍କର ମତ ଆମକୁ କମେଣ୍ଟ କରିକି ନିହାତି ଜଣାନ୍ତୁ । ଧନ୍ୟବାଦ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ