ଦୁନିଆରା ସବୁଠୁ ବଡ ପାପ କଣ ? ଅଜାଣତରେ ହେଉ ପଛେ ଏହି 5 ଟି ପାପ କରୁଥିବା ବ୍ୟକ୍ତି ସାରା ଜୀବନ ରୁହେ ଦରିଦ୍ର (shiv puran)

ହିନ୍ଦୁଧର୍ମରେ ସମୁଦାୟ ୧୮ଟି ପୁରାଣ ରହିଛି । ଏଥିମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଅଟେ ଯେଉଁଥିରେ ମନୁଷ୍ୟ ଜୀବନଙ୍କୁ ସୁଖମୟ କରିବା ପାଇଁ ଅନେକ ମନ୍ତ୍ର ବର୍ଣ୍ଣନ ରହିଛି । ଶିବ ପୁରାଣରେ ୫ଟି ଏଭଳି ପାପର ବର୍ଣ୍ଣନ କରାଯାଇଛି ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ଏହାର ଦଣ୍ଡଭୋଗ କରିଥାଏ । ଶିବ ପୁରାଣ ଅନୁଯାୟୀ ମନୁଷ୍ୟକୁ ଏପରି ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ଏପରି ପାପ କରିବା ଦ୍ଵାରା ଭଗବାନ ଶିବ କେବେ ମଧ୍ୟ କୃପା କରନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ସେହି ପାପସବୁ ।

ସର୍ବପ୍ରଥମେ ହେଉଛି ମାନସିକ ପାପ । ଶିବ ପୁରାଣ ଅନୁଯାୟୀ କଳିଯୁଗ ମଣିଷ ପ୍ରତି ମୁହୂର୍ତ୍ତରେ ମାନସିକ ପାପ କରିଥାଏ । ନିଜ ମନରେ ଅନ୍ୟ ପ୍ରତି ମ-ନ୍ଦ ଚିନ୍ତା ଓ ବିଚାର ଆଣିବା ହିଁ ମା-ନ-ସି-କ ପା-ପ ଅଟେ । ପର ସ୍ତ୍ରୀକୁ ଦେଖି ହେଉ ବା ଅନ୍ୟ କାହାର ଉନ୍ନତି ଏବଂ ସୌନ୍ଦର୍ଯ୍ୟକୁ ଦେଖି ହେଉ, ମନରେ କୌଣସି ପ୍ରକାର କା-ମ-ଭାବନା, ହିଂ-ସା ଏବଂ ଈ-ର୍ଷା ଭାବନା ଆଣିବା ହିଁ ମା-ନ-ସି-କ ପା-ପ ଅଟେ । ଅନ୍ୟକାହାର ମ-ନ୍ଦ ଚିନ୍ତା କରିବା ବା ପ୍ରାର୍ଥନା କରିବା ମଧ୍ୟ ମାନସିକ ପା-ପ ଅନ୍ତର୍ଭୁକ୍ତ ଅଟେ । ଏପରି ପାପ କରିବାରୁ ବଞ୍ଚିତ ରୁହନ୍ତୁ ।

ଦ୍ବିତୀୟରେ ହେଉଛି ବାଚିକ ପାପ। ଶିବ ପୁରାଣ ଅନୁଯାୟୀ ମୁଖରେ କାହାକୁ ଖରାପ କହିବା କିମ୍ବା କାହାକୁ ଦୁଃ-ଖ ଦେବା ପାଇଁ ପାଟିର ବ୍ଯବହାର କରିବା ମଧ୍ୟ ଏକ ବଡ ପା-ପ ଅଟେ । ମନୁଷ୍ୟକୁ ସର୍ବଦା ମୁଖରେ ସତ୍ୟଭାଷା ଏବଂ ମଧୁର ବାଣୀ କହିବା ଉଚିତ । ମିଥ୍ୟା କହୁଥିବା ଏବଂ କ-ଟୁ-ଶବ୍ଦରେ ଅନ୍ୟର ଅପ-ମା-ନ କରିବା ବହୁତ ବଡ ପା-ପ ଅଟେ । ଏପରି ଲୋକ ଜୀବନରେ ସର୍ବଦା ଗରିବ ରୁହନ୍ତି ।

ତୃତୀୟରେ ହେଉଛି ଶା-ରୀ-ରି-କ ପା-ପ । ଶିବ ପୁରାଣରେ ପ୍ରକୃତିକୁ ଈଶ୍ବରୀୟ ରୂପ ବୋଲି ମାନାଯାଏ । ଅର୍ଥାତ ଆକାରଣରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ପା-ପ ବୋଲି ବିବେଚନା କରାଯାଏ । ଗଛପତ୍ର କା-ଟି-ବା ପଶୁପକ୍ଷୀଙ୍କ ହ-ତ-ୟା କରିବା, ଗୋଡ ତଳେ ଛୋଟ ଜୀବଜନ୍ତୁଙ୍କୁ ଦ-ଳି-ବା ଆଦି ଶା-ରୀ-ରି-କ ପା-ପ-ର ଶ୍ରେଣୀରେ ଆସେ ।

ଚତୁର୍ଥରେ ହେଉଛି ନି-ନ୍ଦା କରିବା । ଶିବ ପୁରାଣରେ କଳିଯୁଗର ସବୁଠୁ ଭୟଙ୍କର ପା-ପ ମଧ୍ୟରୁ ଗୋଟିଏ ହେଉଛି ନି-ନ୍ଦା କରିବା । ମନୁଷ୍ୟକୁ ଅନ୍ୟର ନି-ନ୍ଦା କରିବା ଉଚିତ ନୁହେଁ । ବ୍ୟକ୍ତିଜଣକ ନି-ନ୍ଦା-ପାତ୍ର ଅଟନ୍ତି କି ନାହିଁ ଏହା ଅବଶ୍ୟ ଚିନ୍ତା କରିବା ଆବଶ୍ୟକ । ଗୁରୁଜନ, ଗୁରୁ ଏବଂ ପିତାମାତାଙ୍କ ନି-ନ୍ଦା କରିବା ସବୁଠୁ ବଡ ପା-ପ ଅଟେ । ସେଥିପାଇଁ ଭୁଲରେ ବି କାହାର ନି-ନ୍ଦା କରନ୍ତୁ ନାହିଁ ।

ପଞ୍ଚମରେ ହେଉଛି କୁ-ସ-ଙ୍ଗତରେ ରହିବା । ଶିବ ପୁରାଣ ଅନୁସାରେ ଚୋ-ରି, ହ-ତ-ୟା ଆଦି କରିବା ଭୟଙ୍କର ପା-ପ ଅଟେ । ଠିକ ସେହିପରି ଏହି ଲୋକଙ୍କ ସଙ୍ଗତରେ ରହିବା, ସେମାନଙ୍କୁ ଶର-ଣ ଦେବା ଅଥବା ସେମାନଙ୍କ କୌଣସି କାର୍ଯ୍ୟରେ ସହାୟତା କରିବା ମଧ୍ୟ ବଡ ପା-ପ ଅଟେ । ଜଣେ ସଭ୍ଯ ମନୁଷ୍ୟ ଏହିସବୁରୁ ବଞ୍ଚିତ ରହିବା ଉଚିତ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।