ଶିର କମଜୋର, ମୁଣ୍ଡ ବୁଲେଇବା ଏବଂ ବ୍ଲକେଜ ସମସ୍ୟା ଥିଲେ ଆଜି ହିଁ କରି ଦେଖନ୍ତୁ ଏହି ଘରୋଇ ଉପଚାର, ଚମତ୍କାରୀ ଔଷଧ ଭଳି କାମ ଦେବ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଘରେ ଘରେ ରୋଗ । ତେଣୁ ସମସ୍ତେ ଚିନ୍ତାରେ । ଏବଂ ଭଲ କରିବା ପାଇଁ ବହୁ ଡାକ୍ତରଙ୍କୁ ଦେଖେଇସାରିବେଣି । ବହୁତ ଔଷଧ ମଧ୍ୟ ଖାଇ କିଛି ଫାଇଦା ନ ପାଇ ଥକି ସାରିବେଣି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଏଭଳି ଏକ ଉପାୟ ବିଷୟରେ ଯାହାକୁ କରିବାଦ୍ଵାରା ପଣଙ୍କର ସମସ୍ତ ରୋଗ ଦୂର ହେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ଉପାୟଟିକୁ ବନେଇବା ପାଇଁ ପ୍ରଥମେ କିଛି ଅଳସୀ ମଞ୍ଜି ନିଅନ୍ତୁ ଏବଂ ଏହାକୁ ପ୍ୟାନରେ 4 ରୁ 5 ଚାମଚ ପକାନ୍ତୁ । ଗ୍ୟାସକି କମ ଆଞ୍ଚରେ ରାଖୀ ହାଲକ ଭାଜି ଦିଅନ୍ତୁ । ଏହା ହେବା ପରେ ଧୀରେ ଧୀରେ ଫୁଟିବ ଏବଂ ଆପଣ ଜାଣିବେ ଏହା ହୋଇସାରିଲାଣି ବୋଲି । ଏହାପରେ ଏହାକୁ ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏବଂ ତାହାର ପାଉଡର ବନେଇ ଦିଅନ୍ତୁ ।

ଏହାପରେ ଏଥିରେ ଅଧ ଚାମଚ ଶୁଣ୍ଡି ପାଉଡର ମିଶାଇ ଦିଅନ୍ତୁ । ତାପରେ ସେଥିରେ ଅଧ ଚାମଚର ଅଧା ଡାଲଚିନିର ଗୁଣ୍ଡ ମିଶାନ୍ତୁ । ଏବଂ ଏହାପରେ ସେଥିରେ ଅଧ ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ସବୁବେଳେ ଗୋଟା ହଲଦିକୁ ଘରେ ଆଣି ପେଶୀ ମିଶାନ୍ତୁ । ଏହାପରେ ସମସ୍ତ ପାଉଡରକୁ ଭଲ ଭାବେ ମିଶାଇ ଦିଅନ୍ତୁ ।

ଏହି ପାଉଡରକୁ କ୍ଷୀର ସହ ବା ଗରମ ପାଣିରେ, ବା ନଡିଆ କ୍ଷୀରରେ ମଧ୍ୟ ମିଶେଇ ପିଇପାରିବେ । ଏବେ ଜାଣନ୍ତୁ କେତେ ମାତ୍ରାରେ ମିଶାଇବା ଜରୁରୀ । ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ପାଉଡର ପକାନ୍ତୁ । ଏବଂ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ । ଏହାକୁ ଆପଣଙ୍କୁ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ସେବନ କରିବାକୁ ପଡିବ ।

ତାପରେ ଯାଇ ଆପଣଙ୍କର ଆଣ୍ଠୁ ଗଣ୍ଡିର କଷ୍ଟ ଦୂର ହୋଇଯିବ । ଶିରରେ ଥିବା ବ୍ଲକେଜ ଦୂର ହେବା । କୋଲେଷ୍ଟ୍ରଲ ରିଡିଉସ ମଧ୍ୟ ହୋଇଯିବ । ନିଜ ଦୈନନ୍ଦିନ ଜୀବନରେ ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ । ସବୁବେଳେ ଜଳିଅ ଅଂଶ ଥିବା ଖାଦ୍ୟ ସେବନ କରନ୍ତୁ ।

ଯଦି ଆପଣଙ୍କର ଶିର ପ୍ରଶିରା ବାହାରକୁ ଦେଖା ଯାଉଛି ଅତ୍ୟଧିକ ମାତ୍ରାରେ ତେବେ ଅଲିଭ ଅଏଲ କୁ ଟିକେ ଗରମ କରି  ସେହି ସ୍ଥାନକୁ ମାଲିସ କରନ୍ତୁ ୫ରୁ ୭ ମିନିଟ ପର୍ଯ୍ୟନ୍ତ । ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ । ତେବ ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲନ୍ତୁନି । ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।