ସବୁଠୁ ବଡ ଖବର ! ଅଲଗା ହୋଇଯିବେ ଶିଳ୍ପା-ରାଜ ! ରାଜଙ୍କ ଡ଼ାର୍ଟି ପିକଚର ଲିଙ୍କ ନେଇ ମର୍ମାହତ Shilpa Shetty କହିଲେ କିଛି ଏମିତି…

ଗତ ଜୁଲାଇ ମାସ ୧୯ ତାରିଖରେ ଅ-ଶ୍ଳୀ-ଳ ଫି-ଲ୍ମ ବନାଇବା ଓ ସେଗୁଡିକୁ ଆପ୍ ରେ ରିଲିଜ କରିବା ମାମଲାରେ ଶିଳ୍ପପତି ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଗି-ର-ଫ କରିଥିଲା ମୁମ୍ବାଇ ପୋଲିସ । ରାଜ କୁନ୍ଦ୍ରା ଏବେ ମଧ୍ୟ ଜେ-ଲରେ ଅଛନ୍ତି ଓ ଜା-ମି-ନ ପାଇବା ପାଇଁ ଲଗାତର ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ସ୍ଵାମୀ ରାଜ କୁନ୍ଦ୍ରାଙ୍କ ମାମଲା ସାମନାକୁ ଆସିବା ପରେ ଏହାର ପ୍ରଭାବ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଓ ପ୍ରଫେଶନାଲ ଜୀବନରେ ମଧ୍ୟ ପଡିଥିଲା ।

ଅନେକ ସମୟ ଧରି ସେ ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସର-୪’ ରେ ନଯା ଆସୁ ନଥିଲେ ଓ ରିପୋର୍ଟ ଅନୁଯାୟୀ ତାଙ୍କ ହାତରୁ ଅନେକ ବଡ ବ୍ରାଣ୍ଡ ମଧ୍ୟ ଚାଲିଗଲା । ତେବେ ସ୍ବାମୀଙ୍କର ଏହିପରି କ-ଳା କା-ର-ନା-ମା-ରେ ମ-ର୍ମା-ହ-ତ ହୋଇ ବର୍ତ୍ତମାନ ଶିଳ୍ପା ସେଟ୍ଟୀ ଛୁଆଙ୍କୁ ନେଇ ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ପ୍ଳାନ କରୁଥିବା ଖବର ସାମନାକୁ ଆସିଛି । ପ-ର୍ଣ୍ଣ ରା-କେ-ଟ ମାମଲାରେ ଗି-ର-ଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି ।

ସ୍ବାମୀଙ୍କ ପାଇଁ ଶିଳ୍ପା ସେଟ୍ଟୀ ମଧ୍ୟ ବଦନାମ ହେବା ସହ ପୋଲିସ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଫସିଲେ । ଏଥିରୁ ତାଙ୍କ ଭଉଣୀ ସମିତା ସେଟ୍ଟୀ ମଧ୍ୟ ବାଦ୍ ପଡି ନଥିଲେ । କିନ୍ତୁ ଶୁଣିବାକୁ ମିଳୁଛି ଶିଳ୍ପା ସେଟ୍ଟୀ କାଳେ ସ୍ବାମୀଙ୍କ ଠାରୁ ଭିନ୍ନ ହେବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ-ର୍ଣ୍ଣ ରା-କେ-ଟ ମାମଲା ଶିଳ୍ପାଙ୍କ ନେମ୍ ଓ ଫେମ୍ ସହ ତାଙ୍କ କ୍ଯାରିଅରକୁ ମଧ୍ୟ ବେଶ୍ ପ୍ରଭାବିତ କରିଛି ।

ଏନେଇ ଶିଳ୍ପାଙ୍କ ଜଣେ ଘନିଷ୍ଠ ବନ୍ଧୁ ଖୁଲାସା କରି କହିଛନ୍ତି, ହୀରା ଗହଣା, ଡୁପ୍ଲେକ୍ସ ଓ ନାମିଦାମୀ ଗିଫ୍ଟ ଯାହା ଆସୁଛି ସେସବୁ ପ-ର୍ଣ୍ଣୋ-ଗ୍ରା-ଫି ରାକେଟ ଟଙ୍କାରୁ ଆସୁଥିଲା ବୋଲି ଶିଳ୍ପା ଆଦୌ ଜାଣି ନଥିଲେ । ତେଣୁ ବର୍ତ୍ତମାନ ଶିଳ୍ପା ତାଙ୍କର ଦୁଇ ପିଲାଙ୍କୁ ଭୁଲ ବାଟରେ ଉପାର୍ଜିତ ଧନରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ।

ରିୟାଲିଟି ଶୋ ରୁ ଯେତିକି ଟଙ୍କା ଆସିବ ଓ ଆଗକୁ ଅଧିକରୁ ଫିଲ୍ମରେ କମ କରି ପିଲାଙ୍କୁ ପୋଷିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଶିଳ୍ପା । ଅନ୍ୟପଟେ ଏନେଇ ଶିଳ୍ପା ଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।