ଶିବ ଚତୁର୍ଦ୍ଦଶୀରେ ଶିବଲିଙ୍ଗ ଉପରେ ଚଢାଇଦିଅନ୍ତୁ ଏହି ଗୋଟିଏ ଜିନିଷ, ସବୁ ମନସ୍କାମନା ହେବ ପୂର୍ଣ୍ଣ -Jyotish Shastra

ନମସ୍କାର, ଆମ ହିନ୍ଦୁ ଶାସ୍ତ୍ରରେ ଲିଖିତ ପ୍ରାୟତଃ ସମସ୍ତ କଥା ସତ୍ୟ ପ୍ରମାଣିତ ହୋଇଥାଏ । ଏଥିରେ କିଛି ଏପରି ଲେଖା ହୋଇଥାଏ ଯାହାକୁ ପଢିବା ଓ ଜାଣିବା ଦ୍ଵାରା ଲୋକମାନେ ବହୁତ ହୋଇଥାନ୍ତି । ଏହାକୁ ଜାଣିବା ଦ୍ଵାରା ଲୋକ ମାନେ ସର୍ବଦା ସତର୍କ ହୋଇ ରହିଥାନ୍ତି । ନିଜର ଖରାପ ସମୟ ଆସିବା ପୂର୍ବରୁ ସେମାନେ କିଛି ସଂକେତ ପାଇଁ ଯାଇ ଥାଆନ୍ତି । ଶାସ୍ତ୍ର ରେ କିଛି ଜିନିଷ କୁ କରିବାକୁ ବାରଣ କରାଯାଇଛି ।

କିନ୍ତୁ ଆପଣ ଯଦି ଏହାକୁ ନ ମାନି କରି ଚଳନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବହୁତ ବଡ଼ ସଙ୍କଟ ଦେଖା ଦେଇଥାଏ । ଭଗବାନ ଶିବଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ରରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ ହୋଇଥାଏ । ଯେଉଁ ମାନେ ଏହାକୁ ମାନିକରି ଚାଲିଥାନ୍ତି ସେମାନେ ଭବିଷ୍ୟତରେ ବହୁତ ଖୁସି ରେ ଓ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି ।

ତେବେ ଆଜି ଆମେ ଆପଣଂକୁ ଏପରି କିଛି ରୋଚକ କଥା କହିବାକୁ ଯାଉଛୁ ଯାହା କୁ ଜାଣିବା ଦ୍ୱାରା ଆପଣ ନିକଟ ଭବିଷ୍ୟତରେ ଅନେକ ସଫଳତା ହାସଲ କରିବେ । ତେବେ ଆସନ୍ତୁ ଜାଣିବା ସେହି ରୋଚକ ତଥ୍ୟ ବିଷୟରେ ବହୁତ କିଛି ଅଜଣା ଓ ଅଶୁଣା କଥା ।  ଶାସ୍ତ୍ର ଅନୁସାରେ ପୌଷ ମାସଟି ବହୁତ ଧାର୍ମିକ ମାସ ହୋଇଥାଏ । ଏହି ମାସରେ ସୂର୍ଯ୍ୟ ଦେବତା ଓ ଭଗବାନ ଶିବଶଙ୍କର ଙ୍କୁ ଆରାଧନା କରାଯାଇଥାଏ । ଭଗବାନ ସୂର୍ଯ୍ୟ ଓ ଶିବଙ୍କୁ ପୂଜା କରିବା ଦ୍ୱାରା ଅନେକ ମଙ୍ଗଳ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ଶିବଙ୍କୁ ପୂଜା କରିବା ଦ୍ୱାରା ନିଜର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତଙ୍କର ସବୁ ପ୍ରକାର ସୁଖ ଶାନ୍ତି ଘରକୁ ଫେରି ଆସିଥାଏ । ପୌଷ ମାସର ସୋମବାର ଦିନ ଶିବ ମନ୍ଦିର ଯିବା ଉଚିତ । କାରଣ ଏହି ଦିନ ଶିବ ମନ୍ଦିର ଯାଇ ପୂଜା କରିବା ଦ୍ୱାରା ଭଗବାନ ଶିବ ଭକ୍ତ ଙ୍କର ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି । ଭଗବାନ ଶିବ ବହୁତ ଶୀଘ୍ର ଭକ୍ତର କଥା ଶୁଣିଥାନ୍ତି । ଶିବହିଁ ଏ ସଂସାରର ସବୁ କିଛି ହୋଇଥାନ୍ତି । ଏମିତି କୌଣସି ସମସ୍ୟା ନାହିଁ ଯାହାକି ଭଗବାନ ଶିବଙ୍କୁ ସ୍ମରଣ କରିବା ଦ୍ୱାରା ଦୁର ହୋଇ ନଥାଏ । ଏ ସଂସାରରେ ଆଦି ଓ ଅନନ୍ତ ସବୁ କିଛି ଭଗବାନ ଶିବ ଅଟନ୍ତି । ଭଗବାନ ଶିବଙ୍କ ବିନା ଏ ଶ୍ରୁଷ୍ଟି ରେ କିଛି ରହିବ ନାହିଁ । ଭକ୍ତଙ୍କ ମନକଥାକୁ ବହୁତ ଶୀଘ୍ର ଭଗବାନ ଶିବ ଶଙ୍କର ବୁଝି ପାରିଥାନ୍ତି ।

ଶିବଙ୍କୁ ପ୍ରସନ୍ନ କରିବାକୁ ବହୁତ କମ ସମୟ ଲାଗିଥାଏ । ଶିବଶଙ୍କର ନିଜ ଭକ୍ତଙ୍କର ସବୁ କାର୍ଯ୍ୟରେ ସାଥ ଦେଇଥାନ୍ତି । ଭଗବାନ ଶିବ ଶଙ୍କରଙ୍କୁ ଭକ୍ତଟିଏ ପ୍ରସନ୍ନ କରିବାର ଖୁବ ସମୟ ମଧ୍ୟରେ ଶିବ ଶମ୍ଭୁ ପ୍ରସନ୍ନ ହୋଇଥାନ୍ତି । ତେବେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସଠିକ ବିଧି ମଧ୍ୟ ରହିଛି ଯିଏ ସେହି ବିଧି ଅନୁଶାରେ ଭଗବାନ ଶିବଙ୍କୁ ପୂଜା କରିଥାଏ ଭଗବାନ ଶିବତାଙ୍କ ର ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି । ଭଗବାନ ଶିବଙ୍କର ଦୁଦୁରା ଫୁଲ ବହୁତ ପ୍ରିୟ ହୋଇଥାଏ । ତେଣୁ ପୌଷ ମାସର ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ଏହି ଫୁଲ ଅର୍ପଣ କରିବା ଉଚିତ ଯାହା ଦ୍ୱାରା ଆପଣଙ୍କ ର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

ଏହା ଛଡା ଶିବଙ୍କୁ ପୂଜା କରିବା ସମୟରେଗଞ୍ଜେଇ, ଭାଙ୍ଗବେଲପତ୍ର ଇତ୍ୟାଦି ମଧ୍ୟ ଅର୍ପଣ କରିବା ଉଚିତ ଏହିସବୁ ଜିନିଷ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ବହୁତ ସନ୍ତୁଷ୍ଟ ହୋଇଥାନ୍ତି ଇ ଭକ୍ତର ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି । କିନ୍ତୁ ଭଗବାନ ଶିବଙ୍କୁ ପୂଜା ସମୟରେ ହଳଦୀ କେବେ ଅର୍ପଣ କରିବେ ନାହିଁ । ଏହା ପୂଜା ବିଧିର ନିୟମ ବିରୋଧ ରେ ହୋଇଥାଏ । ତେବେ ଏହି ସବୁ ନିୟମ ମାନି ଭଗବାନ ଶିବଙ୍କୁ ପୂଜା କଲେ ସେ ଆପଣଙ୍କ ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରିବେ । ତେବେ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।