ଜ୍ବାଇଁକୁ ଗୋଡେଇ ଗୋଡେଇ ନିସ୍ତୁକ ପି-ଟି-ଲେ ସ୍ତ୍ରୀ, ଶ୍ବଶୁର ଓ ଶାଶୁ, କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କୁ ନେଇ ପ୍ରତି ଦିନ କିଛି ନା କିଛି ଘ-ଟ-ଣା ଘଟୁଛି । ନାରୀ ମାନଙ୍କୁ ଅ-ପ-ମା-ନ ହେଲା ଭଳି ଘ-ଟ-ଣା ଆଜିକାଲି ସାଧାରଣ ହୋଇ ଗଲାଣି ।

ଏହା ଛଡା ଗୋଟେ ଯୁବକ ଦୁଇ ଦୁଇଟି ବିବାହ କରିବା ଏକ ସାଧାରାଣ କଥା ହୋଇ ଗଲାଣି । ଆଜିର ଆମର ଏହି ଲେଖାରେ ଏପରି କିଛି ଘ-ଟ-ଣା ରହିଛି । ଯେଉଁଠାରେ ଜଣେ ଯୁବକ ବିବାହିତ ହୋଇ ଆଉ ଥରେ ଦିତୀୟ ବିବାହ କରିବାକୁ ଯାଉଥିବା ବେଳେ ତାଙ୍କ ସ୍ତ୍ରୀ, ଶାଶୁ ଓ ଶଶୁର ନି-ସ୍ତୁ-କ ମା-ଡ ମା-ରି-ଛ-ନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ଟି ସ୍ଵର ବ୍ଲକ ବାଳଙ୍ଗ ଗ୍ରାମରେ ଯେଉଁଠାରେ ଦିପୁ ଧଳ ସ୍ଵର ପୌରପାଳିକା ଅଡଙ୍ଗ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ବର୍ଷକ ତଳେ ବିବାହ କରିଥିଲେ । ବିବାହ ପରେ ଦିପୁ ସବୁ ସମୟରେ ମ-ଦ୍ୟ-ପା-ନ କରି ନିଜ ସ୍ତ୍ରୀଙ୍କୁ ମା-ର-ପି-ଟ କରୁଥିବାରୁ ତାଙ୍କ ସ୍ତ୍ରୀ ନିଜ ବାପ ଘରକୁ ପଳାଇ ଆସିଥିଲେ । ଦିପୁଙ୍କ ସ୍ତ୍ରୀ ବାପା ଘରକୁ ଆସି ରହୁଥିବାରୁ ଏହି ସୁଯୋଗର ଫାଇଦା ଉଠାଇ ଦିପୁ ଦିତୀୟ ବିବାହ କରିବା ପାଇଁ ଯୋଜନା କରୁଥିଲେ । ଗତ ମଙ୍ଗଳବାର ଦିନ ଦିପୁ ନିଜ ଶଶୁର ଘର ଅଡଙ୍ଗକୁ ଆସିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ତ୍ରୀ, ଶାଶୁ ଓ ଶଶୁର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ କିପରି ଦିପୁଙ୍କୁ ଉଚିତ ଶିକ୍ଷା ଦେଇ ପାରିବେ ।

ଏହା ପରେ ତିନି ଜଣ ମିଶି ଦିପୁଙ୍କର ହା-ତ ଗୋ-ଡ ବା-ନ୍ଧି ଦ-ଉ-ଡି-ରେ ଦେଇ ନି-ସ୍ତୁ-କ ମା-ଡ ମା-ରି-ଥି-ଲେ । ସୂଚନା ଅନୁସାରେ କେଉଁ କାରଣରୁ ଦିପୁଙ୍କ ସ୍ତ୍ରୀ, ଶାଶୁ ଓ ଶଶୁର ତାଙ୍କୁ ମା-ରି-ଛ-ନ୍ତି ତାହା ଜଣା ପଡି ନାହି । ସୂଚନା ଅନୁସାରେ ଦିପୁ ଦିତୀୟ ବିବାହ କରିବା ପାଇଁ ଯାଉଛନ୍ତି ବୋଲି ତାଙ୍କ ସ୍ତ୍ରୀ ଅ-ଭି-ଯୋ-ଗ କରିଛନ୍ତି । ଏହି ଘ-ଟ-ଣା କୁ ନେଇ କେହି ବି ପୋ-ଲି-ସ-ରେ ମା-ମ-ଲା ରୁ-ଜୁ କରି ନାହାନ୍ତି ।

ଏହି ଭିଡିଓ ରୁ ସ୍ପଷ୍ଟ ଜଣା ପଡୁଛି ଯେ ଦିପୁଙ୍କ ସ୍ତ୍ରୀ ଓ ଶଶୁର ଘର ଲୋକେ ବହୁତ ରା-ଗି ଯାଇ ତାଙ୍କ ସହ ଏପରି ଆ-ଚ-ର-ଣ କରିଛନ୍ତି । ଶେଷରେ ଏତିକି କୁହାଯାଇ ପରେ ଯେ ଦିପୁ ଯେଉଁ କାମ କରିଛନ୍ତି ତାହା ଆମ ସମାଜ ପାଇଁ ଲ-ଜ୍ୟା-ଜ-ନ-କ ଘ-ଟ-ଣା ଅଟେ । ଗୋଟେ ସ୍ତ୍ରୀ ଥାଉ ଥାଉ ଆଉ ଗୋଟେ ବିବାହ କରିବା ଆଇନଗତ ଅ-ପ-ରା-ଧ ଅଟେ ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।