Vastu Shastra- ଶନିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 3 ଟି ଜିନିଷ, ସାରା ଜୀବନ ପାଇଁ ଦରିଦ୍ର ହୋଇ ରହିଯିବେ

ଆପଣ ମାନେ ଜାଣିଥିବେକୀ ଶନିବାର ଦିନ ର ଆଧିପତ୍ୟ  ଦେବତା ହେଉଛନ୍ତି ଶନି ଦେବ ଅର୍ଥାତ ଶନି ଗ୍ରହ ଅଟେ । ଶନି ଦେବ ସବୁ ଗ୍ରହମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଉଗ୍ର ଓ ମହତ୍ବପୂର୍ଣ ମାନନ୍ତି । ଶନିକୁ ପାପ ଗ୍ରହ କୁହାଯାଏ । ଶନି ଙ୍କ ଦ୍ରୁଷ୍ଟି ଯେଉ ବ୍ୟକ୍ତି ଉପରେ ପଡିଥାଏ ସେ ଜୀବନରେ ବହୁତ ସମସ୍ୟା ରେ ପଡିଥାଏ । ଏଥିପାଇଁ ଶନିଙ୍କ ନାମ ଶୁଣିଲେ  ସମସ୍ତେ ଭୟ କରନ୍ତି । ଶନି ର ଅର୍ଥ ଦୁଖ ,କଷ୍ଟ , ସମସ୍ଯା , ଅଶୁଭ ଏହା ମନୁଷ୍ୟର ବ୍ୟକ୍ତିଗତ ମତ ହୋଇଥାଏ ।

କିନ୍ତୁ ଯଦି ଆପଣ ନ୍ୟାୟପୂର୍ଣ କାର୍ଯ୍ୟ କରନ୍ତି ତେବେ ବିଲକୁଲ ଭୟ କରନ୍ତୁ ନାହିଁ । କାହିଁକି ନା ଶନି ଦେବ ନିଷ୍ପାପ , ନ୍ୟାୟପୂର୍ଣ ବ୍ୟକ୍ତିକୁ କେବେ ଦଣ୍ଡ ଦିଅନ୍ତି ନାହିଁ । ଏହାସହ ଶନି ଦେବଙ୍କ ପ୍ରଭାବ ସବୁ ରାଶି ଊପରେ ଅଲଗା ଅଲଗା ପ୍ରଭାବ ପଡିଥାଏ । ଏହି ଭଳି ଭାବରେ ଶନିଦେବଙ୍କ ଶୁଭ ଅଶୁଭ ପ୍ରଭାବ ପଡିଥାଏ ।

ଶନିଦେବଙ୍କ ସାଢେଷାତି ଥାଏ ତ ଆମକୁ ଏହାର ଦୁଷ୍ପରିଣାମ ଭୋଗିବାକୁ ହୋଇଥାଏ । କିନ୍ତୁ ଏହି ସମୟରେ ଆପଣଙ୍କୁ ସହନଶୀଳ  ହେବା ସହ ଯଦି ଆପଣ ଆପଣଙ୍କ ମନକୁ , କର୍ମକୁ ଓ ବ୍ୟବହାରକୁ ସ୍ଵଚ୍ଛ ରଖିବେ ଓ ନ୍ୟାୟ ଓ ସତ୍ୟ ସହ ରହିବେତ ଏହି ସାଡ଼େଷାତିର କୌଣସି ପ୍ରଭାବ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ କଥାର ବିଶେଷ ଭାବରେ ଧ୍ୟାନ ଦେବା ଉଚିତ ।

ସର୍ବ ପ୍ରଥମେ ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ଦର୍ଶନ କରି ସିନ୍ଦୁର ଓ ଅନ୍ୟ ପୂଜା ସାମଗ୍ରୀ ପ୍ରଦାନ କରନ୍ତୁ । ଶନି ଦୋଷକୁ ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ହନୁମାନ ଚାଳିଶା ପାଠ କରନ୍ତୁ । ଦୀପ ଜାଳନ୍ତୁ ଓ ଶନିଶ୍ଚରାୟ ମନ୍ତ୍ର ପାଠ କରନ୍ତୁ । ଦ୍ଵିତୀୟ ରେ ଶନି ପ୍ରଭାବ ଦୂର କରିବା ପାଇଁ ଶନିବାର ଦିନ ଓସ୍ତ ଗଛକୁ ପ୍ରଦୀକ୍ଷଣ କରନ୍ତୁ ଓ ସବୁ ଦିନ ଓସ୍ତ ଗଛ ମୂଳରେ ଦୀପ ଜାଳନ୍ତୁ ।

ତୃତୀଯରେ ଶନିବାର ଦିନ ସନୀମନ୍ଦିରରେ ଶନି ଦେବଙ୍କ ଉପରେ ଲୁହା ପାତ୍ରରେ ତେଲ ଅର୍ପଣ କରନ୍ତୁ । ଚତୁର୍ଥରେ ଶନିବାର ଦିନ ଶନି ଦେବଙ୍କ ମନ୍ତ୍ର ବା ଶନି ସ୍ତୋତ୍ର ପାଠ କରିବା ଉଚିତ । ପଞ୍ଚମରେ ଶନିଦେବଙ୍କ ମନ୍ଦିରକୁ ଯାଇ ବିରି ଡାଲି , ରାଶି , କଳା ରାଶି ଓ ଅନ୍ୟ କୌଣସି କଳା ବସ୍ତୁର ଦାନ କରନ୍ତୁ । ଏହା ସହ କଳା ରଙ୍ଗର ଜୋତା ବି ଦାନ କରନ୍ତୁ ।

ଆପଣନାକ ସବୁ କାର୍ଯ୍ୟରେ ସଫଳତା ମିଳିବ । ଷଷ୍ଠ କଥା ଘରର ଗୁରୁଜନଙ୍କ ସେବା କରିବା ଉଚିତ ଓ ତାଙ୍କୁ ଙ୍କୌଣସି ଖରାପ କଥା କହିବ ଉଚିତ ନୁହେଁ । ଏହା ଦ୍ଵାରା ଶନି ଦେବ ପ୍ରସନ୍ନ ହୋଇଥାନ୍ତି । କୁଣ୍ଡଳୀରେ ଶନି ଦୋଷ ଥିଲେ ନିଲମ ରତ୍ନ ପିନ୍ଧିବା ଦ୍ଵାରା ଶନି ଦେବଙ୍କ କୁଦୃଷ୍ଟି ପଡେ ନାହିଂ । ଜୋତିଶ ଶାସ୍ତ୍ର ଅନୁସାରେ ଶନିବାର ଦିନ ମଶୁର ଡାଲି ଖାଇବା ଉଚିତ ନୁହେଁ । କାହିଁକି ନା ଏହାର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ହୋଇଥାଏ ।

ଏହା ଲାଲ ରଙ୍ଗର ହୋଇଥାଏ , ଶନି ଓ ମଙ୍ଗଲ ଗ୍ରହ ର ସ୍ଵଭାବ କ୍ରୋଧୀ ହୋଇଥାଏ , ଏମିତିରେ ଶନିବାର ଦିନ ମଶୁର ଡାଲି ଖାଇବା ଦ୍ଵାରା ବ୍ୟକ୍ତିର ସ୍ଵଭାବ କ୍ରୋଧୀ ହୋଇପାରେ । ଶନିବାର ଦିନ ଲାଲ ଲଙ୍କା ଖାଇବା ଉଚିତ ନୁହେଁ । ଲାଲ ଓ ରାଗ ଜିନିଷ ଶନି ଦେବଙ୍କୁ ପସନ୍ଦ ନୁହେଁ , ଶନିବାର ଦିନ ଦହି ଖାଇବା ଉଚିତ ନୁହେଁ ଏହାର ସମ୍ବନ୍ଧ ଶୁକ୍ର ଗ୍ରହ ସହ ହୋଇଥାଏ । ଶନିବାର ଦିନ ଆଚାର  ଜିନିଷ ଖାଇବା ଉଚିତ ନୁହେଁ ।

ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।