Jyotish Shastra- ଶନିଦେବଙ୍କ କୃପାରୁ ବନୁଛି ମହାସଂଯୋଗ, ଏହି 5 ଟି ରାଶି ହେଇଯିବେ କୋଟିପତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରଙ୍କ ସ୍ଥାନ ପରିବର୍ତ୍ତନ ହୋଇଥାଏ । ଯାହା ପାଇଁ ସବୁ ରାଶି ଉପରେ କିଛି ନ କିଛି ପ୍ରଭାବ ପଡିଥାଏ । ଜ୍ୟୋତିଷଙ୍କ ଗଣନା ଅନୁସାରେ ଯଦି କୌଣସି ଲୋକର ରାଶିରେ ଗ୍ରହ ନକ୍ଷତ୍ରର ସ୍ଥିତି  ଠିକ ରହେ ସେଥି ପାଇଁ ଜୀବନରେ ଭଲ ଫଳ ମିଳିଥାଏ । ରାଶିମାନଙ୍କର ସ୍ଥିତି ଠିକ ନ ଥିଲେ ବହୁତ କଠିନ ସମସ୍ୟା ହୋଇଥାଏ । ପରିବର୍ତ୍ତନ ପ୍ରକୂତିର ନିୟମ ଅଟେ ଓ ଏହା ସବୁବେଳେ ଲାଗି ରହେ ଏହାକୁ ରୋକିବା ମନୁଷ୍ୟଙ୍କ ହାତରେ ନ ଥାଏ ।

ଜ୍ୟୋତିଷ ଗଣନା ଅନୁସାରେ କିଛି ଲୋକଙ୍କର ଜାତକରେ ଗ୍ରହ ନକ୍ଷତ୍ରଙ୍କର ସ୍ଥିତି ଠିକ ରହିଥାଏ । ଏହି ରାଶିର ଲୋକମାନଙ୍କ ଜାତକରେ କୌଣସି ଶୁଭ  ସମୟରେ ଭଲ ଫଳ ମିଳିଥାଏ । ଶନିଦେବଙ୍କ କୃପାରୁ ଧନ ଓ ବେପାରରେ ଭଲ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଏମାନଙ୍କ ଭିତରୁ କେଉଁମାନେ ଭାଗ୍ୟଶାଳୀ ଅଟନ୍ତି ।

ଶନିଦେବଙ୍କର କେଉଁ ରାଶି ଉପରେ ରହିବା କୃପା ଦ୍ରୁଷ୍ଟି

ବୃଷ ରାଶି

ବୃଷ ରାଶିର ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ । ରାଜନୀତିରେ ଥିବା ଲୋକମାନଙ୍କୁ ଅଧିକ ସଫଳତା ମିଳିବାର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ନୂଆ ପଦ ଓ ପ୍ରତିଷ୍ଠା ମିଳିବାର ଯୋଗ ଅଛି । ପ୍ରଭାବଶାଳୀ ଲୋକଙ୍କ ସହ ନୂଆ ସମ୍ଭନ୍ଧ ସୃଷ୍ଟି ହେବ । ସନ୍ତାନର ଉନ୍ନତିରେ ବିକାଶ ଘଟିବ । ନିଜ ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ଘଟିବ । ରୋଜଗାରର ନୂଆ ଉପାୟ ମିଳିବ । ପୂଜାପାଠରେ ଅଧିକ ମାନ ଲାଗିବ ।

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ସମୟଟି ଅତି ଉତ୍ତମ ଅଟେ । ଆପଣଙ୍କ ସମସ୍ତ କାମ ସଫଳ ହେବ । ଧନର ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବ । ଆପଣଙ୍କ ଯୋଜନା ସଫଳ ହେବ । ଆପଣ ବେପାର ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି । ଆପଣଙ୍କ ଯାତ୍ରା ଶୁଭ ରହିବ । ବ୍ୟୟ କରିଥିବା ଲାଭର ଆପଣଙ୍କୁ ଭଲ ଲାଭ ମିଳିବ । କିଛି ଜଣାଶୁଣା ଲୋକଙ୍କ ସହ ସମ୍ପର୍କ ବଢିବ । ଭାଗ୍ୟ ଆପଣଙ୍କ ସାଥିରେ ରହିବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ ।

ତୁଳା ରାଶି

ତୁଳା ରାଶି ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ । ଆପଣଙ୍କ ସମୟ ଅତି ଉତ୍ତମ ରହିବ । ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଫଳ ମିଳିବ । .ଘରର ସମସ୍ତ ଲୋକ ଆପଣଙ୍କୁ ସମର୍ଥନ କରିବେ । ପରିବାରର ସମସ୍ତ ସଦସ୍ୟ ଅତି ଆନନ୍ଦରେ ରହିବେ । ଯଦି ଆପଣ କାହାକୁ ପଇସା ଧାର ଦେଇଥିବେ ତେବେ ଆପଣ ସେ ପଇସା ଫେରି ପାଇବେ । ପିତାଙ୍କ ସମ୍ପତିରୁ ଆପଣ ଲାଭବାନ ହେବେ । ରୋଜଗାର ବଢିବ । ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଆପଣଙ୍କ ଭୂମିକା ସର୍ବୋଚ୍ଚ ରହିବ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କର ସମୟ ଭଲ ରହିବ । ଶନିଦେବଙ୍କର କୃପାରୁ ଭଲ ଲାଭ ମିଳିପାରେ । କୋର୍ଟ କଚେରୀ ମାମଲାରେ ହାର ଜିତ ଲାଗି ରହିବ । ଯାନବାହାନର  ଯୋଗ ରହିଛି । ଆପଣ ଆପଣଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିବେ । ବିପରୀତ ପରିସ୍ଥିତିର ଆପଣ ସାମ୍ନା କରିପାରିବେ । କୌଣସି ଯାତ୍ରାରେ ଲାଭ ମିଳିପାରେ । ପ୍ରେମ ଜୀବନରେ ଉନ୍ନତି ଘଟିବ । ପ୍ରେମ ବିବାହର ଯୋଗ ରହିଛି ।   ଆର୍ଥିକ ସ୍ଥିତି ଭଲ ରହିବ ।  କୌଣସି କ୍ଷେତ୍ରରୁ ଧନର ଯୋଗ ରହିଛି । ବ୍ୟୟରୁ ଅଧିକ ଲାଭ ମିଳିବ ।

ମୀନ ରାଶି

ମୀନ ରାଶିର ଲୋକମାନଙ୍କର ମାନସିକ ଚିନ୍ତା ଦୂର ହେବ । ଆପଣଙ୍କ ସମସ୍ତ କାମ ସଫଳ ହେବ । ଆପଣଙ୍କ ସମସ୍ତ ପଇସା ଆପଣ ଫେରିପାଇବେ । ଭାଇ ଭଉଣୀଙ୍କା ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନରେ ସୁଖ ଲାଭ ହେବ । ପ୍ରେମ ଜୀବନରେ ଚାଲିଥିବା ମନାନ୍ତର ଶେଷ ହେବ । ଆପଣଙ୍କ ଅଧୁର ଇଚ୍ଛା ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ଆପଣଙ୍କ ମାନ ଲାଗି ରହିବ । ମା ବାପାଙ୍କ ସାଥିରେ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି । ଆବଶ୍ୟକ ଲୋକଙ୍କ  ସହ ଭେଟ ହୋଇପାରେ ।

ମେଷ ରାଶି

ମେଷ ରାଶି ଲୋକମାନେ ଟିକେ ଦେଖିକି ରହିବେ । କାରଣ ଆପଣ ଆପଣଙ୍କ କାମରେ ସଫଳତା ପାଇପାରିବେ ନାହି ।   ଚାକିରି କ୍ଷେତ୍ରରେ ଅଶୁଭ ରହିବ । ବଡ ଲୋକଙ୍କ ସହ କୌଣସି କଥାରେ ଝଗଡା ହୋଇପାରେ । ସନ୍ତାନ ଯୋଗୁ ଆପଣ ଆଧିକ ଚିନ୍ତାରେ ରହିବେ । ପିତା ମାତାଙ୍କର ସହଯୋଗ ମିଳିବ । ଆପଣ ଆପଣଙ୍କ ବାକି ରହିଥିବା କାମକୁ ପୁରା କରିବାକୁ ଚେଷ୍ଟା କରିପାରିବେ । ସାଙ୍ଗସାଥିଙ୍କ ସାଥିରେ ଭଲ ସମୟ ଅତିବାହିତ କରିପାରିବେ ।

ମିଥୁନ ରାଶି

ଏହି ସମୟଟି ମିଥୁନ ରାଶିର ଲୋକଙ୍କ ପାଇଁ ମିଶ୍ରିତ ଫଳ ପ୍ରାପ୍ତି ହେବ । ପରିବାରର ସଦସ୍ୟଙ୍କ ସହ କୌଣସି ମାଙ୍ଗଳିକ କାମରେ ଯୋଗ ଦେବେ ଯାହା ପାଇଁ ଆପଣଙ୍କ ମନକୁ ଶାନ୍ତି ମିଳିବ । ଆପଣଙ୍କ ଜରୁରୀ ଜିନିଷକୁ ସମ୍ଭାଳିକି ରଖନ୍ତୁ ନ ହେଲେ ଚୋରୀ କିମ୍ବା ହଜିଯାଇପାରେ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିଲେ ବି ସଫଳତା ମିଳିବାର ଯୋଗ ରହିଛି । ନିଜ ମନରେ କୌଣସି ଖରାପ ଚିନ୍ତାଧାରା ଆଣିବେ ନାହିଁ । ଜୀବନସାଥିଙ୍କ ସହଯୋଗ ମିଳିବ ।  ଆପଣ ଆପଣଙ୍କ ଜୀବନସାଥୀ ସହ କୌଣସି ସ୍ଥାନକୁ  ଯାତ୍ରା କରିପାରିବେ ।

ସିଂହ ରାଶି

ସିଂହ ରାଶିର ଲୋକମାନଙ୍କ ପାଇଁ ଏହି ସମୟଟି କଠିନ ଅଟେ ।   କାମ ଯୋଗୁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ କାମରେ କିଛି କାମ କରିବାକୁ ଚେଷ୍ଟା କରିବେ । ଯେଉଁମାନେ ଚାକିରି ଖୋଜୁଥିବେ ସେମାନଙ୍କୁ ଚାକିରି ମିଳିପାରେ । ଗୁପ୍ତ ଶତ୍ରୁଙ୍କଠାରୁ ଦୂରେଇକି ରହିବେ । କାରଣ ସେମାନେ ଆପଣଙ୍କ କାମକୁ ବିଗାଡି ଦେଇପାରନ୍ତି । ନିଜ ବଚନ ଉପରେ ଧ୍ୟାନ ଦିଅନ୍ତୁ । କୋର୍ଟ ମାମଲାରେ ସମ୍ଭାଳି ରୁହନ୍ତୁ । ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । କୌଣସି ଜରୁରୀ କାମରେ ଅଧିକ ଧନ ଖରଚ ହେବ ।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କୁ ମିଶ୍ରିତ  ଫଳ ମିଳିବ ରୋଜଗାର ବଢିବ । ସନ୍ତାନଙ୍କଠାରୁ କୌଣସି ଶୁଭ ସମ୍ବାଦ ମିଳିବ । କୌଣସି ମାଲୀ ମୋକଦମ୍ମା ଚାଲିଥିଲେ ସେଥିରେ ସଫଳତା ମିଳିବ । ପୂଜା ପଥରେ ମନ ଲାଗିବ । ଧାର୍ମିକ କାମରେ ଅଧିକ ଧନ ଖରଚ ହେବ । ଆପଣ କୌଣସି ବ୍ୟୟ କରିବା ପୂର୍ବରୁ ସାବଧାନ ରହିବେ ।

ବିଛା ରାଶି

ବିଛା ରାଶିର ଲୋକମାନଙ୍କ ପାଇଁ ମାଧ୍ୟମ ଧରଣର ଫଳ ମିଳିବ । ଶାରୀରିକ ସମସ୍ୟା ଯୋଗୁ ଚିନ୍ତାରେ ରହିବେ । ରୋଗ ପାଇଁ ଅଧିକ ଧନ ବ୍ୟୟ ହେବ । ବାହାର ଖାଦ୍ୟକୁ ବ । ରଣ କରିବେ । ପାରିବାରିକ ବାତାବରଣ ଭଲ ରହିବ । ବେପାର ଆରମ୍ଭ କରିବାକୁ ଚାହୁନଥିଲେ ଭାବିଛିନ୍ତି କରନ୍ତୁ ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ସମୟତି ଉଚା ନୀଚ ରହିବ । ସାମାଜିକ ଓ ରାଜନୀତିରେ ସମୟ ଭଲ ରହିବା । ଆର୍ଥିକ କାମରେ ଧନ ବ୍ୟୟ ହେବ । ଅଧୁରା  କାମଟି ପୁରା ହେବ । ସାଥିଙ୍କ ସହଯୋଗ ମିଳିବ । ନିଜ ଖରଚ ଉପରେ ଧ୍ୟାନ ଦିଅନ୍ତୁ । ଦୂର ସଞ୍ଚାରରୁ ସମାଚାର ପାଇ ଚିନ୍ତ । ରେ ରହିବେ । ଭାଇ ଭଉଣୀଙ୍କ ସହ ଝଗଡା ହେଇପାରେ । ନିଜର ରାଗ ଓ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର ରାଶି

ମକର ରାଶି ଲୋକମାନେ ନିଜ ମା ବାପାଙ୍କର ଧ୍ୟାନ ରଖିବେ । ପରିବାରରେ କାହା ସହ ଝଗଡା ହୋଇପାରେ । ଚାକିରି ଯୋଗୁ ଶାରୀରିକ ପୀଡା ପାଇବେ । ନିଜ ଭାଗ୍ୟଠାରୁ ପରିଶ୍ରମ ଉପରେ ବିଶ୍ବାସ କରନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଜୀବନସାଥୀ ଆପଣଙ୍କ ଉପରେ ରାଗି ପାରନ୍ତି । ଏମିତି କୌଣସି କଥା କହିବେନି ଯାହା ପାଇଁ ଜୀବନସାଥିଙ୍କ ମନରେ କଷ୍ଟ ହେବ । ଶଶୁର ଘରୁ ଧନ ଲାଭର ଆଶା ଅଛି ।

ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହ ଯୋଡି ହେଇ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।