ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ନାହିଁ ଏହି ସବୁ ଜିନିଷର ସେବନ, ନହେଲେ ପରେ ପସ୍ତେଇବେ- Astrology

ଶସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦ୍ଦେବତା ବୋଲି କୁହା ଯାଏ । ଶନି ଙ୍କୁ କେବେବି ଅଧର୍ମୀ ଓ ମିଛ କୁହିଥିବା କିମ୍ବା ଅନ୍ୟାୟରେ ଲିପ୍ତ ଥିବା ବ୍ୟକ୍ତି ପସନ୍ଦ ନୁହେଁ । ଆପଣ ଜାଡୀ ଶନି ଦେବତାଙ୍କୁ ପୂଜା କରୁଛନ୍ତି କିମ୍ବା ଉପାସକ ଅଟନ୍ତି ଅଥବା ଆପଣଙ୍କ ଶନି ଯଦି ଶଢେସାତ ଦଶା ଚାଲିଛି ତେବେ ଧ୍ୟାନ ରଖନ୍ତୁ କି ଆପଣ କଣ କଣ ଜିନିଷକୁ ବ୍ୟବହାର କରିବେ ଓ କଣ କଣ ଜିନିଷ ବ୍ୟବହାର କରିବେ ନାହିଁ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ।

ଶନି ଦେବତାଙ୍କୁ ପ୍ରସର୍ଣ୍ଣ କରିବା ପାଇଁ ଆପଣଙ୍କୁ କଳା, ଧଳା, ଲାଲୀ, ଖଟା, ଖାଇବା ଥୁ ନିଜକୁ ଦୂରେଇ ରଖିବାକୁ ହେବ । ଏହା ସହ ଆପଣ ଯଦି ତେଲ ଦାନ କରିବେ ତାହା ମଧ୍ୟ ଭଲ ଫଳ ଲାଭ କରିବେ । ଅନ୍ଯଥା ଆପଣଙ୍କୁ ସମସ୍ଯା ବଢିପାରେ । ଆପଣ ଏହି ଦିନ ସକରାତ୍ମକ ଚିନ୍ତା ରଖିବେ । ନିଜକୁ ନିୟତ୍ରଣରେ ରଖିବେ । ଅମିଷ ଭୋଜନ କରିବେ ନାହିଁ ।

ଏହିସବୁ ଯଦି ଆପଣଙ୍କ ସାଢେ ସାତ ସାନି ଚାଲିଛି ତେବେ କରନ୍ତୁ , ଯଦି ଆପଣ ଉପାସକ ବି ଅଟନ୍ତି ତେବେ ବି ଆପଣ ଏହା ମାନି ଚାଲିଲେ ଖୁବ ଶୀଘ୍ର ସାନି କୃପା ପାଇବେ । ଶନିବାର ଶନିଙ୍କ ବାର ଅଟେ । ଏହି ବାରରେ ଆପଣ ମସୁର ଡାଲି କିମ୍ବା ଲଙ୍କାକୁ ମଙ୍ଗଳ ଗ୍ରହ ବୋଲି କୁହା ଯାଉଛି ।

ମଙ୍ଗଳ ଉଗ୍ର ଥିବାରୁ ଏହାକୁ ସେବନ କରୁଥିବା ବ୍ୟକ୍ତିଙ୍କୁ ଉଗ୍ର ବୋଲି କୁହାଯାଏ ତେଣୁ କରି ଆପଣ ଏହି ଦୁଇଟି ସେବନ ନକରିବା ଭଲ , ଏହା ଛଡା ଆପଣ ଦହି ଓ କ୍ଷୀରର ସେବନ ମଧ୍ୟ କରିବା ଉଚିତ ନୁହେଁ ଶନିବାର ଦିନ କାରଣ  କ୍ଷୀର କିମ୍ବା ଏଥିରେ ବାନା ହୋଇଥିବା ଖାଦ୍ୟକୁ ଶୁକ୍ର ଗ୍ରହ ସହ ତୁଳନା କରାଯାଇଛି ।

ଶୁକ୍ର ଭୋଗ ବିଳାସର ଗ୍ରହ ବୋଲି ମାନନ୍ତି। ମାତ୍ର ଶନି ଗ୍ରହଙ୍କୁ ଆଧ୍ୟାତ୍ମିକ ର ପ୍ରତୀକ ବୋଲି କୁହା ଯାଏ । ଯଦି ଅତି ଆବଶ୍ୟକ ପରିସ୍ଥିତି ଅଛି ତେବେ ଏଥିରେ ଅନ୍ୟ କିଛି ମିଶାଇ ଖାଇ ହେବ ।ଶନିବାର ଦିନ ମଦ ପିବା ପାପ ଭଳି ମାନ୍ୟତା ଅଛି । ମଦ ହେଉଛି ମତି ଭ୍ରଷ୍ଟର କାରଣ ତେଣୁ ଏହା ଆପଣଙ୍କ ପାଇଁ ସମସ୍ଯା କରି ପାରେ ।

ଶନିବାର ଦିନ ଲୁହା ଜିନିଷର ଦାନ କରିବା ଭଲ ମାତ୍ର ଏହାକୁ କିଣନ୍ତୁ ନାହିଁ । ଶନିବାର ଦିନ ସକାଳୁ ଉଠି ପ୍ରାତଃ ସ୍ନାନ ସାରି ଓସ୍ତ ଗଛ ମୂଳରେ ଦୀପ ଜାଳି ପ୍ରଣାମ କରନ୍ତୁ । ଦୀପକୁ  ସୋରିଷ ତେଲରେ ଜାଳିବେ ।ଏହା ପରେ ଶନି ଦେବଙ୍କୁ ଧ୍ୟାନ କରନ୍ତୁ ଓ ଏହି ମନ୍ତ୍ର ର ଜାପ କରନ୍ତୁ। ” ଓମ ସଂ ଶନିଶ୍ଚରାୟ ନମଃ ” ଏହାକୁ ଜପି ନିଜ କାମନା ପ୍ରକାଶ କରନ୍ତୁ।

ଦୋଷ ନିବାରଣ ପାଇଁ ଏହି ମନ୍ତ୍ର ମାନ ଜପନ୍ତୁ “ଓମ ସତ୍ରୋଦେବୀରଭିଷ୍ଟୟ ଆପୋ ଭବନ୍ତୁ ପିତ୍ଯୋପି “ଏହି ମନ୍ତ୍ର ଜପିବା ଦ୍ଵାରା ଆପଣ ଶୁଭ ଫଳ ଲାଭ କରିବେ । ବନ୍ଧୁଗଣ ଯଦି ଆପଣଙ୍କୁ ଆମ ବିବରଣୀ ଭଲ ଲାଗେ ତେବେ ଏହି ପେଜ କୁ ଲାଇକ କରନ୍ତୁ।

ଜଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ ଏବଂ ପେଜ୍କୁ ଲାଇକ୍ କରନ୍ତୁ ।