ଷଣ୍ଢ କୁକୁର ବି ଏମିତି ମାତିବେନି ଯେମିତି ଭାଉଜମାନେ ମାତିଛନ୍ତି, Gyana ଭାଇଙ୍କ କଥା ଶୁଣିଲେ ଆପଣ କାନରେ ହାତ ଦେଇଦେବେ, ଦେଖନ୍ତୁ video

ଆଜିର ସମାଜରେ ପ୍ରେମ ପ୍ରତାରଣା, ବିବାହ ବିଚ୍ଛେଦ ଓ ପରକୀୟାପ୍ରୀତି ଆଦି ମାମଲା ବଢି ବଢି ଚାଲିଛି । ପ୍ରତିଦିନ ଏହିଭଳି ବିଭିନ୍ନ ଖବରଗୁଡିକ ସବୁପ୍ରକାର ଗଣମାଧ୍ୟମରେ ଦେଖିବାକୁ ବା ଶୁଣିବାକୁ ମିଳୁଛି । ପୂର୍ବରୁ ମଧ୍ୟ ଅନେକ ଟପିକ୍ ଉପରେ ଓଡିଶାବାସୀଙ୍କ ପାଇଁ ନିଜ ମତ ଦେଇଥିବା ଜ୍ଞାନ ଭାଇ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି । ଜ୍ଞାନ ଭାଇ କହିଛନ୍ତି ଆଜିର ସମାଜରେ ପୁରୁଷ ଓ ନାରୀ ଉଭୟ ଖରାପ ଦିଗକୁ ଗତି କରିବାରେ ଲାଗିଛନ୍ତି ।

ସୋସିଆଲ ମିଡିଆରୁ ଦେଖା ସାକ୍ଷାତ ହୋଇ କେଉଁଠି ଟିକେ ବସିକି ଖାଇଦେଲେ କଥା ହେଇଗଲେ ପ୍ରେମ ହୋଇଯାଉଛି । ଆଉ ତା’ପରେ ନୀରୀ ନିଜ ଇଜ୍ଜତକୁ ପରପୁରୁଷ ହାତରେ ଦେବାକୁ ପଛାଉନାହିଁ । ପୁରୁଷ ମଧ୍ୟ କିଛି କମ୍ ନୁହନ୍ତି ନାରୀଙ୍କ ମାୟାରେ ପଡିବାରେ । ଯିଏ ଯାହା ପାଖରେ ପାରୁଛି ରାତିରେ ଯାଇ ଶୋଇପଡୁଛି । ଏନେଇ ସେ ଭୁବନେଶ୍ବରରେ ଘଟୁଥିବା ଘଟଣା ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

ଖାସ୍ କରି ଭୁବନେଶ୍ବରରେ ଭାଉଜମାନେ ଯେପରି ମାତିଛନ୍ତି ସେନେଇ କହିଛନ୍ତି ଜ୍ଞାନ ଭାଇ । ସ୍ଵାମୀମାନେ ଦିନସାରା ଘରେ ରହୁନାହାନ୍ତି ନିଜ କାମରେ ଯାଉଛନ୍ତି । ଆଉ କେହି କେହି ତ ଏକଦମ ବାହାରେ ରହୁଛନ୍ତି । ଭାଉଜମାନେ ଏହାର ଫାଇଦା ଉଠାଇ ଟୋକାମାନଙ୍କୁ ଆଣି ଘରେ ପୁରାଉଛନ୍ତି । ଭାଉଜମାନେ ଯେମିତି ମାତିଛନ୍ତି ଏମିତି ଷଣ୍ଢ କି କୁକୁର  ବି ମାତିବେନି ବୋଲି ଜ୍ଞାନ ଭାଇ କହିଛନ୍ତି ।

ଜ୍ଞାନ ଭାଇଙ୍କ କଥା ଶୁଣିବାକୁ ଯେତେ ମଜାଳିଆ ହୋଇଛି କଥାରେ ସେତେ ମର୍ମ ମଧ୍ୟ ରହିଛି । ଭାଉଜମାନେ ଦିଅରମାନଙ୍କୁ ପଥଭ୍ରଷ୍ଟ କରି ସାରିଲେଣି । ପୁଅ ମାନେ ବି କେତେ ସମ୍ଭାଳିବେ ! ଆଜିକାଲି ଝିଅମାନେ ଠିକ ବରପାତ୍ର ବାଛି ପାରୁନାହାନ୍ତି କି କାହାସହ ଶାରୀରିକ ସମ୍ପର୍କ ବନେଇବା ପୂର୍ବରୁ ଭଲରେ ଚିନ୍ତା ମଧ୍ୟ କରୁନାହାନ୍ତି । ଫଳରେ ଆଜିକାଲି ତପସ୍ଵିନୀ ଓ ଦୀପିକା ଭଳି ମାମଲା ବଢିଚାଲିଛି ।

ଅନେକ ନିଜ ଜୀବନ ମଧ୍ୟ ହାରି ଦେଉଛନ୍ତି । ଏବେ ଯେଉଁ ସମୟ ହେଲାଣି ପ୍ରେମ କଲେ ବି ମଣିଷକୁ ପସ୍ତେଇବାକୁ ପଡୁଛି ଆଉ ଆରେଞ୍ଜ ମ୍ୟାରେଜ ହେଲେ ବି ପସ୍ତେଇବାକୁ ପଡୁଛି । ତେବେ ଜ୍ଞାନ ଭାଇଙ୍କ ଏ ପ୍ରକାର ମନ୍ତବ୍ୟ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।