Aryan Khan ଙ୍କ ଗିରଫ ପରେ ବର୍ବାଦ ହେବାରେ ଲାଗିଛନ୍ତି Shahrukh Khan, ଶାହରୁଖଙ୍କର କେତେ କୋଟି ଟଙ୍କାର କ୍ଷତି ହୋଇଛି ଶୁଣି ଚମକି ପଡିବେ ଆପଣ !

ପୁଅ ଆର୍ୟନ ଖାନ ଆ-ରେ-ଷ୍ଟ ହେବା ପରେ ପିତା ଶାହାରୁଖ ଖାନଙ୍କୁ ବହୁତ ଅ-ପ-ବା-ଦ-ର ସାମ୍ନା କରିବାକୁ ପଡୁଛି । ଧୀରେ ଧୀରେ ସବୁ ସ୍ଥାନାରେ ଶାହାରୁଖ ଖାନଙ୍କ କ୍ରେଜ କମିବାରେ ଲାଗିଛି । ଶାହାରୁଖ ଖାନଙ୍କୁ ନାନା ପ୍ରକାରର ଲୋକମାନେ ନାନା କଥା କହୁଛନ୍ତି । କୁହାଯାଉଛି କି ଶାହାରୁଖ ଖାନଙ୍କୁ ବିଭିନ୍ନ ପ୍ରକାରର ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡୁଛି । ଡ୍ର-ଗ୍ସ ମାମଲାରେ ଆର୍ୟନ ଖାନ ଗି-ର-ଫ ହେବା ପରେ ଶାହାରୁଖ ଖାନଙ୍କ ବ୍ରାଣ୍ଡ ମୂଲ୍ୟ କମ ହେବାରେ ଲାଗିଛି ।

ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଲୋକମାନେ ଶାହାରୁଖ ଖାନଙ୍କୁ ଟ୍ରୋ-ଲ କରିବା ଆରମ୍ଭ କରି ଦେଇଛନ୍ତି । ଅନ୍ୟ କିଛି ଲୋକମାନେ ଶାହାରୁଖ ଖାନ ଯେଉଁ ସବୁ ବ୍ରାଣ୍ଡର ବିଜ୍ଞାପନରେ ନଜର ଆସୁଥିଲେ ତାକୁ ସବୁ ବ-ୟ-କ-ଟ କରିବା ପାଇଁ କହୁଛନ୍ତି । ପ୍ରଶ୍ନ ଉଠୁଛି କି ନିଜ ପୁଅ ଡ୍ର-ଗ୍ସ ମାମଲାର ଫ-ସି ଥିବା ସମୟରେ ସେ ନିଜର ପ୍ରଶଂସକମାନଙ୍କୁ କେମିତି ପ୍ରେରିତ କରିବେ । ବଲୀଉଡର କିଙ୍ଗ ଖାନ ଶାହାରୁଖ ଖାନଙ୍କ ବ୍ରାଣ୍ଡ ମୂଲ୍ୟ ପାଖାପାଖି ୩୭୮ କୋଟି ଟଙ୍କା ଅଟେ ।

ଆସନ୍ତା ଦିନରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ ବୋଲି କୁହାଯାଉଛି । ସମୟରେ ଶାହାରୁଖ ଖାନ ପାଖାପାଖି ୪୦ ଟି ବ୍ରାଣ୍ଡର ମାର୍କେଟିଙ୍ଗ କରୁଛନ୍ତି । ଯେଉଁଥିରେ ଶିକ୍ଷା ସମ୍ବନ୍ଧିତ କିଛି କମ୍ପାନୀ ମଧ୍ୟ ଅଛି । କିନ୍ତୁ ଯେଉଁ ସମୟରୁ ତାଙ୍କର ପୁଅ ଆର୍ୟନ ଖାନ ଗି-ର-ଫ ହୋଇଛି ସେହି ସମୟରୁ ହିଁ ତାଙ୍କର ସବୁ ବିଜନେସ ପ୍ରଭାବିତ ହେଉଛି ।

୨୦୨୦ ବ୍ରାଣ୍ଡ ମୂଲ୍ୟ ଅନୁସାରେ କ୍ରିକେଟର ବିରାଟ କୋହଲି, ସୁପର ଷ୍ଟାର ଅକ୍ଷୟ କୁମାର ଓ ଅଭିନେତା ରଣବୀର ସିଂହଙ୍କ ପରେ ଶାହାରୁଖ ଖାନଙ୍କ ସ୍ଥାନ ଚତୁର୍ଥ ସ୍ଥାନରେ ଥିଲେ । ଫୋର୍ସ ମାଗାଜିନ ଅନୁସାରେ ପୁରା ବିଶ୍ଵରେ ସର୍ବାଧିକ ଆୟ କରୁଥିବା ଶ୍ରେଷ୍ଠ ୧୦ ଅଭିନେତାମାନଙ୍କ ମଧ୍ୟରେ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ଶାହାରୁଖ ଖାନଙ୍କ ନାଁ ଅଛି । ସମୟରେ ଶାହାରୁଖ ଖାନଙ୍କ ପାଖରେ ୫୧୧୬ କୋଟି ଟଙ୍କାର ସମ୍ପତ୍ତି ଅଛି । କୁହାଯାଏ କି ସେ ଦୁନିଆର ତୃତୀୟ ସବୁଠୁ ଧନୀ ଅଭିନେତା ଅଟନ୍ତି ଶାହରୁଖ ଖାନ ।

ଫିଲ୍ମ, ବ୍ରାଣ୍ଡର ପ୍ରମୋସନ, ରେଡ ଚିଲି ପ୍ରଡକ୍ଶନ ହାଉସ, ଭିଏଫଏକ୍ସ ଓ ଆଇପିଏଲ ଟିମ ଭଳି ବିଭିନ୍ନ ପ୍ରକାର ବ୍ୟବସାୟ କରି ସେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ଗୋଟିଏ ଦିନରେ ଗୋଟିଏ ବିଜ୍ଞାପନ ଶୁ-ଟି-ଙ୍ଗ ପାଇଁ ସେ ୪ କୋଟି ଟଙ୍କାରୁ ବି ଅଧିକ ଟଙ୍କା ନିଅନ୍ତି । ବାଏଜୁସ ଏପ ଶିକ୍ଷା ସଂସ୍ଥାର ପ୍ରମୋଶନରେ ବି ସେ ଅଛନ୍ତି । କିନ୍ତୁ ଶାହାରୁଖ ଖାନଙ୍କୁ ନେଇ ବାଏଜୁସ ଏପ ଉପରେ ଲୋକମାନେ ପ୍ରଶ୍ନ କରୁଛନ୍ତି । ଯାହାକୁ ନେଇ ଏହି ମାମଳାକୁ ନେଇ ବାଏଜୁସ ଏପ ପୁନର ବିଚାର କରିବ । ଆର୍ୟନ ଖାନ ଗି-ର-ଫ ହେବା ପରେ ଶାହାରୁଖ ଖାନ ବିବାଦ ମଧ୍ୟ ଚାଲି ଆସିବା ସହ ତାଙ୍କୁ ଆର୍ଥିୟ ରୂପରେ ବି କ୍ଷତି ହୋଇପାରେ ।