ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନ୍ତିମ ଯାତ୍ରା ବେଳେ ମୃ-ତ ବ୍ୟକ୍ତିଙ୍କ ସହ ଯାଉଥିବା ଲୋକମାନେ ରାମନାମ ସତ୍ୟ ହେ ହରି ନାମ ସତ୍ୟ ହେ । ଏପରି ବାରମ୍ବାର କାହିଁକି ଉଚାରଣ କରିଥାନ୍ତି । ଏହା କଣ ଆପଣଙ୍କୁ ଜଣା ଅଛି କି ? ତେବେ ଏହିପବିତ୍ର ଠାକୁରଙ୍କର ରାମ ଓ ହରି ନାମ ଘରର ଅନ୍ୟ କୌଣସି ଶୁଭ ତଥା ଧାର୍ମିକ କାର୍ଯ୍ୟରେ ତ ବ୍ୟବହାର କରାଯାଇନଥାଏ । ହେଲେ ମୃ-ତ୍ୟୁ ଯାତ୍ରା ସମୟରେ ଏହି ନାମ ଉଚାରଣ କରିବାର ଅର୍ଥ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ।
ତେବେ ଶାସ୍ତ୍ରର ମାନ୍ୟତା ଅନୁସାରେ ଏହି ରାମ ଓ ହରି ନାମ ଜପ କରିବାର ପୂଣ୍ୟ ଫଳ ବହୁତ ଅଧିକ ହୋଇଥାଏ । ପ୍ରତ୍ଯେକଟି ବ୍ୟକ୍ତି ଜନ୍ମ ହେବା ସମୟରେ ଏହି ଦୁନିଆକୁ ଏକୁଟିଆ ଆସିଥାଏ । ଯିବା ବେଳେ ମଧ୍ୟ ଏକୁଟିଆ ଯାଇଥାଏ । ସାଙ୍ଗରେ ନିଜର ଅର୍ଜିତ ଧନ, ସମ୍ପତ୍ତି କିଛି ମଧ୍ୟ ନେଇକି ଯାଇନଥାଏ । ତେବେ ଏହି ପାର୍ଥିବ ଶରୀରରୁ ଆତ୍ମା ବାହାରିଯିବା ପରେ ସେହି ଆତ୍ମା ଇଶ୍ଵରଙ୍କ ଅଭିମୁଖେ ନିଜର ମୋହମାୟା ସଂସାରରୁ ତୁଟାଇ ଚାଲି ଯାଇଥାଏ ।
ତେବେ ଏହି ରାମ ନାମ ସତ୍ୟ ଚାଚରଣ ବ୍ୟକ୍ତିର ଅନ୍ତିମ ଯାତ୍ରା ସମୟରେ କରାଯାଇଥାଏ । ସେତେବେଳେ ସମସ୍ତ ଲୋକ ଏହା ଜାଣିବାକୁ ଅଆଇଥାନ୍ତି । ଯେ ଏହି ବ୍ୟକ୍ତି ଆମ ମାନଙ୍କ ଗ୍ରହଣରେ ନାହାନ୍ତି । ସେ ବର୍ତ୍ତମାନ ସମସ୍ତ ମୋହମାୟା ତୁଟାଇ ଏହି ସଂସାର ତ୍ୟାଗ କରିଦେଇଛନ୍ତି । ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ଘଟି ଯାଇଥାଏ । ସେତେବେଳେ ସେହି ମୃ-ତ ବ୍ୟକ୍ତିର ଆତ୍ମୀୟ ପରିଜନ ମାନେ ବହୁତ ଦୁଃଖୀତ ଅବସ୍ଥାରେ ରହିଥାନ୍ତି ।
ଯେତେବେଳେ ଏହି ରାମନାମ ଶବ୍ଦ ଉଚାରଣ କରାଯାଇଥାଏ । ସେତେବେଳେ ସେହି ଦୁଃଖୀତ ଲୋକ ମାନଙ୍କୁ ଏତେ ବଡ ଅସହ୍ୟ ଦୁଃଖକୁ ସହିବାର ଶକ୍ତି ମିଳିଥାଏ । ଏହା ସହିତ ସେମାନଙ୍କୁ କିଛି ମାତ୍ରାରେ ଭଗବାନଙ୍କ ନାମ ଶୁଣି ମାନସିକ ଶାନ୍ତି ପ୍ରାପ୍ତି କରିପାରିଥାନ୍ତି । ଯେତେବେଳେ କୌଣସି ବୃଦ୍ଧ କିମ୍ବା ବୃଦ୍ଧା ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଇଥାଏ ।
ତାପର କିଛି ଦିନ ପରେ ସେହି ଘର ପରିବାରର ସଦସ୍ୟ ସଦସ୍ୟଙ୍କ ମଧ୍ୟରେ ଟଙ୍କା, ଧନ, ସମ୍ପତ୍ତିକୁ ନେଇ କଳିଝଗଡା ଲାଗିବା ଆରମ୍ଭ ହୋଇଯାଇଥାଏ । ତେଣୁ ଏହି ରାମ ନାମ ଶବ୍ଦର ଉଚାରଣ ଦ୍ଵାରା ବ୍ୟକ୍ତି ସେଠାରେ ଏହି ଶବ୍ଦକୁ ଶରଣ କରୁଥିବା ଲୋକ ମାନେ ଜାଣିବାକୁ ପାଇବେ । ଯେ ମୃ-ତ୍ୟୁ ସୁନିଶ୍ଚିତ ଅଟେ । କେହି ମଧ୍ୟ ମୃ-ତ୍ୟୁକୁ ଟାଳି ପାରିବେ ନାହିଁ ।
ତେଣୁ ବଞ୍ଚିଥିବା ସମୟରେ ଏହି କିଛି ଭୌତିକ ସୁଖ ସମ୍ପତ୍ତି ପାଇଁ ନିଜର ବହୁ ମୂଲ୍ୟ ସମ୍ପର୍କ ଅନ୍ୟ ସହିତ ଖରାପ କରିବା ଉଚିତ ହୋଇନଥାଏ । ଏଠି କେବଳ ରାମ ଓ ହରି ନାମ ହିଁ ସତ୍ୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ