ଶବ ଭିତରେ ନିଜ ସ୍ବାମୀର ଗୋଡ ଆଙ୍ଗୁଠି ଦେଖି ଚିତ୍କାର କରିଲା ସ୍ତ୍ରୀ, ଆଉ କହିଲା ଏ ମୃତ ଦେହ ମୋ…. ଦେଖନ୍ତୁ Video

ସେଦିନ ସ୍ବାମୀର ମୃତ ଦେହ ଖୋଜୁଥିବା ସ୍ତ୍ରୀ ଟି ହଠାତ ଦେଖିଥିଲା ତା ସ୍ଵାମୀର ଆଙ୍ଗୁଠି । ହଁ ଦର୍ଶକ ବନ୍ଧୁ ଧଳା ଚଦର ଉପରେ ଘୋଡା ହୋଇଥିବା ପରଦା ଉପରୁ ଚାଦର ହଟି ଯାଇଥିଲା । ଆଉ ଦେଖିଥିଲା ତା ସ୍ବାମୀର ଆଙ୍ଗୁଠି । ଆଉ ଚିତ୍କାର କରିଥିଲା ଏ ହେଉଛି ମୋ ସ୍ବାମୀର ମୃତ ଦେହ ଓ ଏ ହେଉଛି ମୋ ସ୍ଵାମୀ ଶବ । ଗୋଡ ଆଙ୍ଗୁଠି ରୁ ଚିହ୍ନି ଦେଇଛି ଟା ସ୍ବାମୀର ମୃତ ଦେହ ଟା ସ୍ତ୍ରୀ ।

ଗୋଡ ର ଏକ ଅସ୍ଵାଭାବିକ ଆଙ୍ଗୁଠି କୁ ଦେଖି ମହିଳା ଜଣକ ନିଜ ସ୍ବାମୀର ମୃତ ଦେହକୁ ଚିହ୍ନଟ କରିଛନ୍ତି । ଆଉ ତା ପରେ ଯେଉଁ ଭଳି ଭାବେ ସେ କାନ୍ଦିଲେ ତାହା କରୁଣଦାୟକ ସ୍ଥିତି ସୃଷ୍ଟି କରିଥିଲା ଏମ୍ସ ପରିବେଶରେ । ବର୍ଷକ ର ଝିଅକୁ କୋଳରେ ଧରି କଣ୍ଟେନ ରେ ଥିବା ମୃତ ଦେହ ଭିତରୁ ନିଜ ସ୍ବାମୀର ମୃତ ଦେହକୁ ଚିହ୍ନଟ କରିଛି ସ୍ତ୍ରୀ । ଆଉ ଭୋ ଭୋ ହୋଇ କାନ୍ଦି ଉଠିଛି ।

ଗୋଡ ର ଆଙ୍ଗୁଠି କୁ ଦେଖି ଚିହ୍ନିବା ପରେ କୋଳରେ ଝିଅ କୁ ଧରି ଯେଉଁ ଭଳି ଭାବେ କାନ୍ଦ କାନ୍ଦୁ ଥିଲେ ସତରେ ସେ ପରିଶେଷ ଅତି ବିକଳ ହୋଇ ଉଠିଥିଲା । ତଥାଇ ତାଙ୍କୁ ସ୍ବାମୀଙ୍କର ମୃତ ଦେହ ହସ୍ତାନ୍ତର କରାଯାଇ ନାହିଁ । ଯେହେତୁ ମୃତ ଦେହକୁ ଚିହ୍ନି ହେଉ ନାହିଁ ସେଥିପାଇଁ DNA ଯାଞ୍ଚ ପରେ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି କୁହା ଯାଇଛି ।

ପ୍ରଶାସନର ଏଭଳି ନିସ୍ପତି ମହିଳାଙ୍କ ପାଇଁ ବଡ ବେଦନା ଦାୟକ ହୋଇପାରେ କିନ୍ତୁ ଦର୍ଶକ ବନ୍ଧୁ ଯେଉଁ ସମୟରେ ଟଙ୍କା ପାଇଁ ସ୍ବାମୀଙ୍କୁ ବି ମାରି ଦିଆଯାଇ ପାରେ ଏଥିପାଇଁ ଏ DNA ଟେଷ୍ଟ ହେବାର ଜରୁରତ ଅଛି । ଏ ସବୁ ଭିତରେ ସ୍ବାମୀର ମୃତ ଦେହ ମିଳିବା ତାଙ୍କ ପାଇଁ ବହୁତ ବଡ କଥା ।

ଏ କୌଣସି ଟେଷ୍ଟ ହେଉ ସ୍ଵାମୀ ମୋର କାରଣ ତାଙ୍କ ଆଙ୍ଗୁଠି ଟି ହିଁ ମୁଁ ଚିହ୍ନି ପାରିଛି । ବାଲେଶ୍ବରର ରମାମନି ବେହେରା ଙ୍କ ଏଭଳି ଅବସ୍ଥା ଆଜି ଭୁବନେଶ୍ଵର ଏମ୍ସ ରେ ଆଜି ବେସ ଚହଳ ପକାଇଛି । ରମାମଣି ଙ୍କ ସ୍ଵାମୀ କାର୍ତ୍ତିକ ବେହେରା ଯାହାଙ୍କର ବୟସ 37 ବର୍ଷ । ସେ ଏକ ହୋଟେଲରେ କାମ କରୁଥିଲେ ।

ସବୁ ଦିନ ପରି ସେ ଶୁକ୍ରବାର ସନ୍ଧ୍ୟାରେ ଯଶୋବନ୍ତପୁର ହାୱଡା ଏକ୍ସପ୍ରେସ ରେ କଟକ ରୁ ବାଲେଶ୍ଵର ଆସୁଥିଲେ । ଆଉ ବାହାନଗା ଷ୍ଟେସନ ରେ ମାତ୍ର 15 ମିନିଟ ରେ ସେ ବାଲେଶ୍ଵର ଟ୍ରେନ ରୁ ଓଲହାଇ ଥାନ୍ତେ ଆଉ ନିଜ ଘରକୁ ଯାଇଥାନ୍ତେ । ହେଲେ ସେ ଟ୍ରେନ ଦୁର୍ଘଟଣା ର ଶିକାର ହେଲେ । ଆଉ ଏବେ ସ୍ତ୍ରୀ ମେଡିକାଲ ରେ ଛୋଟ ଝିଅ କୁ ଧରି ସ୍ବାମୀର ମୃତ ଦେହକୁ ଚିହ୍ନଟ କରିଛି । ସତରେ ଏ ଦୃଶ୍ୟ ହୃଦୟ ବିଦାରକ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।