ଶ-ବ ସହ ବି ଏମିତି କରିପାରନ୍ତି ଲୋକେ ! ଏହି ଭିଡିଓ ଦେଖିଲେ ଯେ କେହି ବି ରକ୍ତ ଚାଉଳ ଚୋବେଇବେ, ଦେଖନ୍ତୁ video

ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଟାଉନ ଟାଇଗର ଜିପ୍ ର ପଛପଟେ ଠିଆ ହୋଇ ଜିପ୍ ଭିତରେ ଥିବା କୌଣସି ବ୍ୟକ୍ତିଙ୍କୁ 800 ଟଙ୍କା ମାଗୁଛନ୍ତି । ତେବେ ଏହି ଭିଡିଓ ଦେଖି ଆପଣ ଭାବୁଥିବେ ଏହି ବ୍ୟକ୍ତିଜଣକ କାହାକୁ ଓ କଣ ପାଇଁ ଟଙ୍କା ମାଗୁଛନ୍ତି । ତେବେ ଏହି ବ୍ୟକ୍ତି କାହିଁକି ଟଙ୍କା ମାଗୁଛନ୍ତି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଅସଲରେ ଏହି ବ୍ୟକ୍ତିଜଣକ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ଲାଞ୍ଛ ମାଗୁଛନ୍ତି ।

ବାପା ସାମ୍ନାରେ ପୁଅର ଜୀବନ ଚାଲିଯିବା ପରେ ଅ-ପ-ମୃ-ତ୍ୟୁ ହୋଇଥିବାରୁ ପୁଅର ପୋ-ଷ୍ଟ-ମ-ର୍ଟ-ମ କରିବା ପାଇଁ ଡାକ୍ତରଖାନାକୁ ଶବ ଆସିଲା । ହେଲେ ବ୍ୟ-ବ-ଚ୍ଛେ-ଦ କରିବା ପୂର୍ବରୁ ମୂଲଚାଲ କରିବା ସମୟର ଏହି ଭିଡିଓ ଭାଇରାଲ ହେଉଛି । ମୟୂରଭଞ୍ଜର ରାଇରଙ୍ଗ ପୁରରୁ ଆସିଥିବା ଏହି ଭିଡିଓ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ଉପସ୍ଥିତିରେ ଜଣେ ଅସହାୟ ଗରିବ ବାପାଙ୍କୁ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ଲାଞ୍ଛ ମାଗୁଛନ୍ତି ଏହି ବ୍ୟକ୍ତି । ଖାଲି ସେତିକି ନୁହେଁ ବରଂ ଟଙ୍କା ନଦେଲେ ରିପୋର୍ଟ ଦେବେ ନାହିଁ ବୋଲି ଧମକ ମଧ୍ୟ ଦେଉଛନ୍ତି ।

ଅଧା ଟଙ୍କା ଦେଲେ ଅଧା ରିପୋର୍ଟ ଦେବେ କହି ଡାକ୍ତରଖାନାର ଏହି କର୍ମଚାରୀ ଧ-ମ-କ ଦେଉଥିବା ଦେଖିବାକୁ ମିଳିଛି । ପ୍ରଥମେ ସେମାନେ କହିଲେ 300 ଟଙ୍କା ଦିଅ ଔଷଧ କିଣା ହେଲେ ପୋ-ଷ୍ଟ-ମ-ର୍ଟ-ମ ହେବ । 300 ଟଙ୍କା ଦେବା ପରେ ପୋ-ଷ୍ଟ-ମ-ର୍ଟ-ମ ସରିଲା ପରେ ଆହୁରି 800 ଟଙ୍କା ଦେଲେ ଯାଇ ରିପୋର୍ଟ ଦେବେ ବୋଲି କହୁଛନ୍ତି । ମୟୂରଭଞ୍ଜ ମୟୂରଭଞ୍ଜ ମଡଦା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସାବ ବେଦନା ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ ।

ହେଲେ ପିଲା ଜନ୍ମ ହେବାର ଦୁଇ ଦିନ ପରେ ତା’ର ମୃ-ତ୍ୟୁ ହୋଇ ଯାଇଥିଲା । ମେଡିକାଲରେ ଚିକିତ୍ସାରେ ଅବହେଳା ଯୋଗୁଁ ପିଲାର ମୃ-ତ୍ୟୁ ହୋଇଥିବା କଥା ଥାନାରେ ଅଭିଯୋଗ ହେବା ପରେ ମୃ-ତ ଶିଶୁର ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ ବାପାମା’ ମେଡିକାଲରେ ପହଞ୍ଚିଥିଲେ । ହେଲେ ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ 800 ଟଙ୍କା ଦେବକାଉ ପଡିବ ବୋଲି ସେଠାକାର ଜଣେ କର୍ମଚାରୀ କହିଥିଲେ ।

ତେବେ ଏହା ନୂଆ ନୁହେଁ ବରଂ ପୂର୍ବରୁ ମଧ୍ୟ ରାଇରଙ୍ଗପୁର ମେଡିକାଲରେ ଲାଞ୍ଛ ନିଆ ଯାଉଥିବା ଖବର ସାମ୍ନାକୁ ଆସିବା ପରେ ଜଣେ କର୍ମଚାରୀଙ୍କୁ ନିଲମ୍ବନ କରା ଯାଇଥିଲା । ଏବେ ପୁଣି ଥରେ ଜଣେ କୁନି ଶିଶୁର ଶ-ବ ବ୍ୟ-ବ-ଚ୍ଛେ-ଦ ପାଇଁ 800 ଟଙ୍କା ଲାଞ୍ଛ ମଗା ଯାଉଥିବାର ଭିଡିଓ ଭାଇରାଲ ହେଉଛି । ଏବେ ଏହି ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।