‘ଗାଁ ମଶାଣି ନୁହେଁ ମୋତେ ସ୍ୱର୍ଗଦ୍ୱାର ନେବ’ ଆତ୍ମହତ୍ୟା କରିବା ପୂର୍ବରୁ Video କରି ଯୁବକ ଜଣକ କହିଗଲେ ନିଜର ଶେଷ ଇଚ୍ଛା, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ସମାଜର ବିଧି ବ୍ଯବସ୍ଥା ଓ ରକ୍ଷଣଶୀଳ ମା-ନ-ସି-କ-ତା-କୁ ଦ୍ଵା-ହି ଦେଇ ଅ-କା-ଳ-ରେ ଜୀବନ ହା-ରି ଦେ-ଇ-ଛ-ନ୍ତି ଜଣେ ମେଧାବୀ ଛାତ୍ରୀ । ଆ-ତ୍ମ-ହ-ତ୍ୟା ପୂର୍ବରୁ ଏକ ଭି-ଡି-ଓ ବନେଇଛନ୍ତି ଛାତ୍ର ଜଣକ । ଯାହାର ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ସେ ନିଜ ଭିଡିଓରେ କହିଛନ୍ତି, “ମୋ ଶ-ବ ସଂ-ସ୍କା-ର କରିବାକୁ ଗାଁ’କୁ ନେବ ନାହିଁ, ମୋତେ ପୁରୀ ସ୍ଵର୍ଗଦ୍ଵାର ହିଁ ନେବ। ମୁଁ ଚାହୁଛି ମୋ ଶେଷ ଦିନ ସେ ପାଖରେ ରହୁ । ତା’ର କିଛି ଭୁଲ ନାହିଁ ।

ଆମ ସମାଜ ପାଇ ହିଁ ଆମେ ଯା-ତ-ନା ପାଉଛୁ । ମୋର ବହୁତ ଇଚ୍ଛା ଥିଲା ଯାହାକୁ ଭଲ ପାଉଛି ତାକୁ ନେଇ ପୁରୀ ଯିବି । ମୁଁ ମ-ଲା ପରେ କାହାକୁ ଦୋ-ଷ ଦେବନି । ସବୁ ଭୁଲ ମୋର ।” ଏହିପରି ଅନେକ କଥା ନିଜ ଶେଷ ଭି-ଡି-ଓ-ରେ କହିଛନ୍ତି ଛାତ୍ର ଜଣକ । ତେବେ ଏହି ଛାତ୍ର ଜଣକ ଜଗତସିଂପୁର ଜିଲ୍ଲା ପାରାଦ୍ଵୀପ ଅଞ୍ଚଳ ନୂଆଁ ଗାଁ ର ଭାସ୍କର ସ୍ଵାଇଁଙ୍କ ପୁଅ ଶ୍ରୀତମ ସ୍ଵାଇଁ ବୋଲି ଜଣାପଡିଛି । ସେ ଦେଖିବାକୁ ଯେମିତି ପାଠରେ ମଧ୍ୟ ଠିକ ସେମିତି । ଗୁଣପୁର GIET ରେ ତୃତୀୟ ବର୍ଷରେ ପାଠ ପଢୁଥିବା ଶ୍ରୀତମ ଜଣେ ମେଧାବୀ ଛାତ୍ର ଥିଲେ ।

ଏହା ସହ ସେ ନିଜର ଏକ ପବ୍ଲିଶି॰ ଏଜେନ୍ସି କରି ଶହେରୁ ଉର୍ଦ୍ଧ୍ଵ ବହି ଆମାଜନ ଓ ଫ୍ଲିପକାର୍ଟ ଜରିଆରେ ବିକ୍ରି ମଧ୍ୟ କରୁଥିଲେ । ଭବିଷ୍ୟତରେ ବହୁତ କିଛି କରିବାକୁ ସ୍ଵପ୍ନ ଦେଖିଥିବା ଶ୍ରୀତମ ସ୍ଵପ୍ନ ପୁରା ଆଗରୁ ହିଁ ଦୁନିଆ ଛାଡି ଦେଇଛନ୍ତି । କାରଣ ମା-ନ-ସି-କ ସ୍ତରରେ ଭା-ଙ୍ଗି ପଡିଥିଲେ ଶ୍ରୀତମ । ତାଙ୍କ କହିବା ଅନୁଯାୟୀ ସମାଜର ରକ୍ଷଣଶୀଳ ଚିନ୍ତାଧାରା ତାଙ୍କୁ ମ-ରି-ବା-କୁ ବାଧ୍ୟ କରିଥିଲା । ଏଥିପାଇଁ ସେ ବହୁତ କ-ଷ୍ଟ ସ-ହି-ଥି-ଲେ ।

ସେଥିପାଇଁ ଗତ ଗୁରୁବାର ଦିନ କଟକର ଏକ ହୋଟେଲ ରୁମରେ ନିଜକୁ ଶେ-ଷ କରିଦେବାର ପ୍ରତିଜ୍ଞା ନେଇଥିଲେ ଶ୍ରୀତମ । ମୃ-ତ୍ୟୁ ପୂର୍ବରୁ ସେ ଏକ ଭି-ଡି-ଓ ମଧ୍ୟ ବନେଇଥିଲେ । ଯେଉଁଥିରେ ସେ ନିଜ ଶେଷ କଥା କହିବା ସହ କୌଣସି ଏକ ବି-ଷା-କ୍ତ ପ-ଦା-ର୍ଥ ପି-ଇ ଦେଇଥିଲେ । ମୁ-ର୍ମୁ-ଷ ଅବସ୍ଥାରେ ପ୍ରଥମେ ତାଙ୍କୁ ବଡ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ତା’ପରେ ଅବସ୍ଥା ଗୁ-ରୁ-ତ-ର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା ।

ଶେଷରେ ଶୁକ୍ରବାର ଦିନ ସକାଳୁ ଆଖି ବୁଜି ଦେଇଥିଲେ ଶ୍ରୀତମ । କିନ୍ତୁ ମୃ-ତ୍ୟୁ ପୂର୍ବରୁ ବନେଇଥିବା ଭି-ଡି-ଓ-ରେ ସେ ନିଜ ମୃ-ତ୍ୟୁ ପାଇଁ କାହାକୁ ମଧ୍ୟ ଦୋ-ଷ ଦେଇ ନାହାନ୍ତି । କେବଳ ସମାଜକୁ ଦୋ-ଷ ଦେଇ ଦୁନିଆ ଛାଡି ଚାଲି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।