ନମସ୍କାର ବନ୍ଧୁଗଣ । ଓଡିଆ ଅଭିନେତା ମନୋଜ ମିଶ୍ର ଙ୍କୁ ନେଇ କହିଲେ ବଲିଉଡ ଅଭିନେତା ୟଶପାଲ ଶର୍ମା । ୟଶପାଲ ମନୋଜ ମିଶ୍ରଙ୍କର ଅନେକ ପ୍ରଶଂସା କରିବା ସହ ସେ କେମିତି କାମ କରନ୍ତି ତାହା ମଧ୍ୟ ଗଣମାଧ୍ୟମରେ ବୟାନ ଦେଇଛନ୍ତି । କିଭଳି ମନୋଜ ଙ୍କ ପାଖରେ ଦକ୍ଷତା ରହିଛି କିଭଳି ଟ୍ଯାଲେଣ୍ଟେଡ ଲୋକ । ସୋସିଆଲ ମିଡିଆରେ ୟଶପାଲ ଶର୍ମା ଙ୍କର ଏଭଳି ଭିଡିଓ ଭାଇରାଲ ହେଲା ପରେ ପୁଣି ମନୋଜ ମିଶ୍ର କହିଥିବା କଥାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ମନୋଜ ମିଶ୍ର କହିଛନ୍ତି କେମିତି ଅନୁଭବ ମହାନ୍ତି ଓ ଅରିନ୍ଦମ ତାଙ୍କ ଫୋନ ଉଠାଉ ନାହାନ୍ତି । କିନ୍ତୁ ବଲିଉଡ ଷ୍ଟାର ଙ୍କୁ ଫୋନ କରିଥିଲେ ସେ ଫୋନ ରିସିଭ କରନ୍ତି । ତାଙ୍କ ଫୋନ ଉଠାନ୍ତୁ ଓ ଭିଡିଓ କଲ ରେ ଲୋକଙ୍କ ସହ କଥା ମଧ୍ୟ ହୁଅନ୍ତି ମନୋଜ ମିଶ୍ର । ବଲିଉଡ ରେ ଅଭିନେତା ୟଶପାଲ ଶର୍ମା ଅନେକ ଫିଲ୍ମ ରେ ଭିଲିୟନ ଚରିତ୍ରରେ ନଜର ଆସିଥାନ୍ତି । ତାଙ୍କୁ ସାରା ଦେଶ ଜାଣିଛି ।
ୟଶପାଲ ଶର୍ମା ସୋସିଆଲ ମିଡିଆରେ ମନୋଜ ମିଶ୍ରଙ୍କ ବିଷୟରେ କିଛି ଏଭଳି କହିଛନ୍ତି । ମନୋଜ ମିଶ୍ରଙ୍କର “ମାଇଣ୍ଡ ଗେମ” ଫିଲ୍ମ କୁ ନେଇ ଏଭଳି କହିଛନ୍ତି ୟଶପାଲ ଶର୍ମା ଆଉ କହିଛନ୍ତି ଏହି ଫିଲ୍ମ ଟି ବହୁତ ଭଲ ହୋଇଛି । ଏହି ଡିଲମରେ ସେ ବି କୁଆଡେ ଅଛନ୍ତି । ଆଉ ଏହି ଫିଲ୍ମ କୁ ଦର୍ଶକ ମାନେ ଦେଖିବାକୁ ୟଶପାଲ ଶର୍ମା ନିବେଦନ କରିଛନ୍ତି । ଏହି ଓଡିଆ ଫିଲ୍ମ ସାରା ଦେଶରେ ଭାଇରାଲ ହେଉଛି ।
ଏହି ଫିଲ୍ମ ଆଇଲ୍ୟାଣ୍ଡ ରେ ମଧ୍ୟ ରିଲିଜ ହେବାକୁ ଯାଉଛି । ଆଉ ସେଥିପାଇଁ ୟଶପାଲ ଶର୍ମା ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ଓଡିଆ ମାନଙ୍କୁ ଆଇଲ୍ୟାଣ୍ଡ ରେ ପଡିଥିବା ସିନେମା ହଲ ରେ ଯାଇ ଏହି ଫିଲ୍ମ ଦେଖିବାକୁ କହିଛନ୍ତି । ଅନ୍ୟ ପଟେ ମନୋଜ ମିଶ୍ର କହିଛନ୍ତି ଅନୁଭବ ଓ ଅରିନ୍ଦମ ତାଙ୍କ ଫୋନ ନ ଉଠାଉ ଥିବା ବେଳେ ବଲିଉଡ ର ବଡ ବଡ କଳାକାର ମାନେ ତାଙ୍କ ଫୋନ ଉଠାଇ କଥା ହେଉଥିଲେ ।
ତାଙ୍କୁ ଉତ୍ତର ଦେଉଥିଲେ । ଅନୁଭବ ମନୋଜ ମିଶ୍ର ଙ୍କୁ ହାଇ ଭାଇ ଡାକନ୍ତି ସତ କିନ୍ତୁ ତାଙ୍କ ଫୋନ ଉଠାନ୍ତି ନାହିଁ । ଯାହା ପାଇଁ ମନୋଜ ମିଶ୍ର କିଛି ଏମିତି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି । ଓଡିଆ ଇଣ୍ଡଷ୍ଟ୍ରି ରେ ଏବେ ଯେଉଁ ବିବାଦ ଦେଖା ଯାଇଛି ମନୋଜ ମିଶ୍ର ଙ୍କୁ ନେଇ ତାହାର ସମାଧାନ କେବେ ହେଉଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।