ନମସ୍କାର ବନ୍ଧୁଗଣ, ଆଜିର ଏ ଦୁନିଆରେ ପଇସାରେ ଇଜ୍ଜତ କିଣା ବିକା ହେବା ମଧ୍ୟ ଆରମ୍ଭ ହୋଇସାରିଲାଣି । ଏମିତି ବହୁତ କେସ ଏବେ ସାମ୍ନାକୁ ଆସିଲାଣି । କେଉଁଠି ଯୁବକ ଯୁବତୀକୁ ଧୋକା ଦେଲାଣି ତ କେଉଁଠି ଯୁବତୀ ଯୁବକଙ୍କୁ । ସେହିଭଳି ଗୋଟିଏ କେସ ଆମ ସାମ୍ନାକୁ ଆସିଛି ଯେଉଁଠାରେ ସବୁ ସାରିଲା ପରେ ଯୁବକ ଜଣଙ୍କ ୧୦,୦୦୦ ହଜାର ଦେଇ ତାଙ୍କ ଜୀବନରୁ କାଢିଦେବାକୁ ଚାହୁଛନ୍ତି ତେବେ ଆସନ୍ତୁ ଏବେ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ ।
ଯୁବଙ୍କ ଘର ଲୋକ ଆସି ଯୁବତୀଙ୍କ ସହ ବାହାଘର ଠିକ କରିଥିଲେ । ଯୁବକ ଜଣଙ୍କ ମଧ୍ୟ ଏହି ପ୍ରସ୍ତାବରେ ରାଜି ଥିଲେ । ଏହା ପରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସାରିଥିଲା । ନିର୍ବନ୍ଧ ପରେ ଉଭୟ ଯୁବକ ଓ ଯୁବତୀ ବୁଲା ବୁଲି କରନ୍ତି । ନିର୍ବନ୍ଧ ସରୁ ସରୁ ଶୋଇବା ପାଇଁ ଡାକିଲା ଏବଂ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ମଧ୍ୟ ଥିଲା ।
ଏହି ସବୁ କରିସାରିବା ପରେ ଏବେ ଯୁବକ ଜଣଙ୍କ ଯୁବତୀ ଜଣଙ୍କୁ ଧମକ ଦେଉଛନ୍ତି କି ମୁ ଆଉ ତୋ ସହ ରହିବାକୁ ଚାହୁଁନି । ତେଣୁ ତୁ ଦଶ ହଜାର ଟଙ୍କା ନେଇ ମୋ ଜୀବନରୁ ବାହାରିଯା । ଏବଂ ଏହା ମଧ୍ୟ ଧମକ ଦେଉଛନ୍ତି କି ଯଦି ତୁ ନ ଯାଉ ତାହାଲେ ମୁ ତତେ ଜୀବନରୁ ମାରିଦେବି । ଯୁବତୀ ଜଣଙ୍କ କହିବା କଥା ହେଉଛି ସେ ଯୁବକ ଜଣଙ୍କ ଟଙ୍କା ଇଜ୍ଜତ ସହ ଖେଳିଥିବାର ଯେଉଁ ଭୁଲ କରିଛନ୍ତି ତାଙ୍କୁ ତାହାର ଦଣ୍ଡ ମିଳୁ ।
ଏବଂ ଏଥିପାଇଁ ସେ ମହିଳା ଥାନାର ଦ୍ଵାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି । ତେବେ ସେହି ଯୁବତୀ ଜଣଙ୍କ ତାଙ୍କୁ ଆଉ ବିବାହ କରିବା ପାଇଁ ମଧ୍ୟ ଚାହୁଁ ନାହାନ୍ତି । ଯୁବତୀ ଜଣଙ୍କ ମନରେ ଭୟ ରହିଛି ହୁଏତ ଜୋର ଜବରଦସ୍ତ ବିବାହ ପରେ ସେ ତାଙ୍କର ହତ୍ୟା ମଧ୍ୟ କରିଦେଇପାରନ୍ତି । ସମାଜରେ ଏହି ସବୁ ଦୁର୍ନୀତି ବଢିବାରେ ଲାଗିଛି ।
ସବୁଆଡେ ଏହିସବୁ କଥାର ହିଁ ଚର୍ଚା ଚାଲିଛି । ତେଣୁ ଏହିସବୁ ପ୍ରତି କୌଣସି ଦୃଢ କାର୍ଯ୍ୟନୁଷ୍ଠାନ ନେବା ମଧ୍ୟ ଉଚିତ । ତେବେ ଦର୍ଶକବନ୍ଧୁ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।