ସ୍କୁଟିରେ ଫଁ ଫଁ ଗର୍ଜନ କରି ଫଣା ଟେକି ଠିଆ ହେଇଗଲା ଏକ ଭୟଙ୍କର ନାଗ ସାପ, ଆଉ ତା’ ପରେ ଝିଅଟି ସହ ଯାହା ହେଲା…ଦେଖନ୍ତୁ Video

ଆମ ଦେଶରେ ସାପ ଦଂଶନରେ ପ୍ରତିବର୍ଷ ଅନେକ ଲୋକ ମୃ-ତ୍ୟୁ-ବ-ର-ଣ କରନ୍ତି । ରିପୋର୍ଟ ଅନୁଯାୟୀ ସାରା ପୃଥିବୀରେ ଯେତେ ଲୋକଙ୍କର ସାପ କା-ମୁ-ଡା-ରେ ମୃ-ତ୍ୟୁ ହୁଏ, ସେଥିରୁ ୪୮ ପ୍ରତିଶତ ମୃ-ତ୍ୟୁ କେବଳ ଭାରତରେ ହୁଏ । ଖାଦ୍ଯ ସନ୍ଧାନରେ କିମ୍ବା ଛୁଆ ଦେବା ପାଇଁ ଅନେକ ସମୟରେ ସାପ ଜନବସତି ସ୍ଥାନକୁ କିମ୍ବା ଘର ଭିତରକୁ ପଶି ଆସନ୍ତି । ଗାତ, ସନ୍ଧି, ବଣବୂଦା ଆଦି ସ୍ଥାନରେ ଲୁଚି ରହିବା ହେତୁ ସାମାନ୍ଯ ଅନ୍ଯମନସ୍କ ହେଲେ ସାପ କା-ମୁ-ଡା-ର ଶି-କା-ର ହେବାକୁ ପଡେ ।

ଅନେକ ସାପଙ୍କ ବି-ଷ ସେତେଟା କା-ଟୁ କରେ ନାହିଁ । କିନ୍ତୁ ନାଗ, ଅହିରାଜ, ଚିତି, ତମ୍ପ ଆଦି ସାପ କା-ମୁ-ଡି-ଲେ ସଠିକ ସମୟରେ ଚିକିତ୍ସା ନକଲେ ବ୍ୟକ୍ତିଙ୍କ ଜୀବନ ଚାଲିଯାଏ । ଆଉ କିଛି ସାପଙ୍କ ବି-ଷ ଏତେ ଭୟଙ୍କର ଅଟେ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ସମୟରେ ହିଁ ସେମାନେ ପ୍ରାଣ ହରେଇ ଦେଇଥାନ୍ତି । ସୁଲତାନପୁରରେ ଜଣେ ସ୍କୁଲ ଛାତ୍ରୀଙ୍କ ସ୍କୁଟି ହେଡଲାଇଟ ଭିତରେ ଏକ ସାପ ପଶି ରହିଥିବା ସାମନାକୁ ଆସିଛି । ଭାଗ୍ୟବଶତଃ ସମୟ ଥାଉ ଥାଉ ସେ ସ୍କୁଟି ଭିତରେ ସାପ ଥିବା କଥା ଜାଣି ପଡ଼ିଥିଲେ ।

ଝିଅଟି ଟ୍ଯୁସନ ଯିବା ପାଇଁ ସ୍କୁଟି ବାହାର କରିବା ସମୟରେ ଫଁ ଫଁ ଶବ୍ଦ ଶୁଣି ଡ-ରି ଯାଇଥିଲେ । ଭଲଭାବେ ଦେଖିବାରୁ ଜାଣି ପଡ଼ିଥିଲେ କି ସାପ ଟିଏ ହେଡଲାଇଟ ଭିତରେ ପଶି ରହିଛି ଓ ରାଗରେ ଫଁ ଫଁ ହେଉଛି । ତୁରନ୍ତ ସେମାନେ ସ୍ଥାନୀୟ ସାପଧରାଳିଙ୍କୁ ଖବର ଦେଇଥିଲେ ।

ଖବର ପାଇ ସେ ତୁରନ୍ତ ଆସିଥିଲେ ଓ ସାବଧାନତାର ସହ ସାପକୁ ସୁରକ୍ଷିତ ଭାବେ ହେଡଲାଇଟ ଭିତରୁ ବାହାର କରିବାରେ ସକ୍ଷମ ହୋଇଥିଲେ । ଏହା ଏକ ବି-ଷ-ଧ-ର ନାଗ ସାପ ଥିଲା । ସ୍କୁଟି ଭିତରେ ଫ-ସି ଯାଇଥିବାରୁ ସେ ରାଗରେ ଫଁ ଫଁ ହେଉଥିଲା । ସାପଟିକୁ ସୁରକ୍ଷିତ ଭାବେ ବାହାର କରି ଡବାରେ ପୁରେଇ ଦେଇଥିଲେ ସାପଧରାଳି । ବିଶେଷ କରି ବର୍ଷା ଦିନେ ସାପ ଗାତରେ ପାଣି ପଶି ଯିବାରୁ ସେ ଗାତରୁ ବାହାରି ଆସି ରହିବା ପାଇଁ ସୁରକ୍ଷିତ ସ୍ଥାନ ଖୋଜିଥାନ୍ତି ।

ସେଥିପାଇଁ ଆପଣ ମଧ୍ୟ ଯେକୌଣସି ଜିନିଷ ଛୁଇଁବା ଆଗରୁ ବା ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ପରଖି ନେବା ଆପଣଙ୍କ ପାଇଁ ଉଚିତ ହେବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।