Breaking News- SBI ଗ୍ରାହକଙ୍କ ପାଇ ବଡ ଖବର, July 1 ରୁ ବଦଳିଯିବ ଏହି ସବୁ ନିୟମ, ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ବଡ ଖବର ନେଇ ଆସିଛୁ । ଜୁଲାଇ ମାସ ୧ ରୁ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ନୂଆ ପରିବର୍ତ୍ତନ କର ଯାଇଛି । ନୂଆ ପରିବର୍ତ୍ତନ ଅନୁଯାୟୀ ଏଟିଏମରୁ ଟଙ୍କା ଉଠେଇବା, ଖାତାରୁ ନଗତ ଟଙ୍କା ଉଠାଣ ଓ ଚେକ ବୁକ ଇସୁ ଇଦ୍ଯାଡି ଏଥିରେ ସାମିଲ କରା ଯାଇଛି ।

ଏବେ ଟଙ୍କା ଉଠେଇବା ପରେ ଅଧିକ ଚାର୍ଜ ଲାଗୁ କରାଯିବ । ବେଶିକ ସେଭିଙ୍ଗ ଓ ବ୍ଯାଙ୍କ ଡିପୋଜିତ ଆକାଉଣ୍ଟ ଧାରୀ ମାନଙ୍କ ପାଇଁ ଏହି ନୂତନ ପରିବର୍ତ୍ତନ କରା ଯାଇଛି । ତେବେ ଆସନ୍ତୁ ଜାଣିବା ଏସବିଆଇ ଗ୍ରାହକ ମାନଙ୍କ ପାଇଁ କଣ ସବୁ ନୂଆ ନିୟମ ଲାଗୁ କରିଛି । ଏସବିଆଇର ବେଶିକ ସେଭିଙ୍ଗ ବ୍ଯାଙ୍କ ଡିପୋଜିତ ଆକାଉଣ୍ଟ ସମାଜର ଗରିବ ଶ୍ରେଣୀଙ୍କ ପାଇଁ ଉଦିଷ୍ଟ ଅଟେ । ଯେଉଁ ମାନେ ବିନା କୌଣସି ଶୁଳ୍କରେ ଆକାଉଣ୍ଟ ଖୋଲି ପାରିବେ । ଏହି ଆକାଉଣ୍ଟକୁ ଜିରୋ ସେଭିଙ୍ଗ ଆକାଉଣ୍ଟ ମଧ୍ୟ କୁହାଯାଏ । ଯେଉଁ ବ୍ୟକ୍ତି ପାଖରେ KYC ଡକୁମେଣ୍ଟ ରହିଥିବ ସେମାନେ ଏହି ନୂଆ ନିୟମ ଅନୁଯାୟୀ ଏସବିଆଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ ।

ଏହି ନୂଆ ନିୟମ ଅନୁଯାୟୀ ଖାତାଧାରୀ ମାନେ ମାସରେ ମାତ୍ର ୪ ଥର ମାଗଣା ଟଙ୍କା ଉଠାଇ ପାରିବେ । ଏଥିରେ ଏଟିଏମ ୱିଥଡ୍ରାଲ ମଧ୍ୟ ସାମିଲ କରା ଯାଇଛି । ତେବେ ଫ୍ରୀ ଲିମିଟ ସେସ ବା ୪ ଥର ଟଙ୍କା ଉଠାଇବା ପରେ ଟ୍ରାଞ୍ଜାକ୍ସନ ପାଇଁ ୧୫ ଟଙ୍କା ଚାର୍ଜ ଲାଗିବ । ଅସବିଆଇ ସେଭିଙ୍ଗ ବ୍ଯାଙ୍କ ଡିପୋଜିତ ଗୋଟିଏ ଆକାଉଣ୍ଟ ଧାରୀଙ୍କୁ ବର୍ଷରେ ୧୦ଟି ଚେକ କପି ଦିଆ ଯାଇଥାଏ ।

ବର୍ତ୍ତମାନ ନୂଆ ନିୟମ ଅନୁସାରେ ବ୍ଯାଙ୍କ ଏହି ଚେକ ବୁକ ପାଇଁ ଅଧିକ ଟଙ୍କା ଚାର୍ଜ କରିବ । ଏହି ଚେକ ବୁକ ପାଇଁ ବ୍ଯାଙ୍କ ୪୦ ଅଟଙ୍କା ଚାର୍ଜ କରିବା ସହ ଜିଏସଟି ଚାର୍ଜ କରିବ । ସେହିପରି ଜରୁରୀକାଳିନ ଚେକ ବୁକ ପାଇଁ ୫୦ ଟଙ୍କା ସହ ଜିଏସଟି ଚାର୍ଜ ମଧ୍ୟ ଲାଗୁ କରାଯିବ । ଏହି ସବୁ ନୂଆ ନିୟମ ସହ ଏଟିଏମରୁ ନୂଆ ନିୟମରେ ପରିବର୍ତ୍ତନ କରା ଯାଇଛି ।

ଚେକ ମାଧ୍ୟମରେ ଟଙ୍କା ଉଠାଇବା ସୀମାକୁ ଅଧିକ ବଢାଇ ଦେଇଛି । ଗୋଟିଏ ଦିନରେ ଗ୍ରାହକ ମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତନ କରି ପାରିବେ । ସେହିପରି ୱିଥଡ୍ରାଲ ଫରମାଲରେ ଏକ ସେଭିଙ୍ଗ ବ୍ୟାଙ୍କରେ ଟଙ୍କା ଉଠାଣ ସୀମାକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।