ଜାଣନ୍ତୁ ବର୍ଷରେ କେତେ ଥର କରିବା ଆବଶ୍ୟକ ସତ୍ୟନାରାୟଣ ପୂଜା, କଣ ଅଟେ ଏହାର ଲାଭ ?

ପ୍ରତ୍ୟେକ ମଣିଷ ଏହା ଚାହିଁଥାଏ କି ତାର ପରିବାର ସର୍ବଦା ଖୁସିରେ ରହୁ ଓ ତାଙ୍କ ଲାଇଫରେ କୌଣସି ସମସ୍ୟା ବା ଦୁଃଖ ନ ଆସୁ । କିନ୍ତୁ ଏହା ବିଧିର ବିଧାନ ଅଟେ କି ମଣିଷ ଜୀବନରେ ସର୍ବଦା ଦୁଃଖ ଓ ସୁଖ ଲାଗି ରହିଥାଏ । ଯେତେବେଳେ ଜୀବନରେ ଦୁଃଖର ସମୟ ଆସିଥାଏ ତେବେ ଆମେ ଭଗବାନଙ୍କ ଶରଣରେ ଯାଇଥାଉ । ଏହା ବ୍ୟତୀତ ଯଦି ଆମେ କୌଣସି ମନୋକାମନା ପୂର୍ଣ୍ଣ କରିବାକୁ ଚାହିଁଥାଉ ତେବେ ଏଥିପାଇଁ ଭଗବାଙ୍କୁ ପୂଜା କରିଥାଉ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ ଯଦି ଆପଣ ଏହାକୁ କରନ୍ତି ତେବେ ଆପଣଙ୍କ ଜୀବନରେ କେବେ ବି ଦୁଃଖ ଓ ସମସ୍ୟା ଆସିବ ନାହିଁ ।

ପ୍ରକୃତରେ ଆପଣ ସମସ୍ତଙ୍କୁ ନିଜ ଘରେ ସତ୍ୟନାରାୟଣ ପୂଜା କରିବା ଆବଶ୍ୟକ । ଘରେ ସତ୍ୟନାରାୟଣ ପୂଜା କରିବାର ବହୁତ ଲାଭ ଥାଏ । ଯେତେବେଳେ ଏହି ପୂଜା ହୋଇଥାଏ ତେବେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜ୍ଜାର ନାଶ ହୋଇଥାଏ ତା ସହିତ ପଜିଟିଭ ଏନର୍ଜି ଆସିଥାଏ । ଏମିତି କି ଧନର ଦେବୀ ମା’ ଲକ୍ଷ୍ମୀ ବି ତାଙ୍କରି ଘରକୁ ପ୍ରବେଶ କରନ୍ତି ଯେଉଁଠି ପଜିଟିଭ ଏନର୍ଜି ସ୍ତର ଅଧିକ ଥାଏ ।

ଏଥିପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଓ ଧନ ଲାଭ ପାଇଁ ସତ୍ୟନାରାୟଣ ପାଲା ଲାଭକାରୀ ହୋଇଥାଏ । ଏହା ବ୍ୟତୀତ ଯଦି ଆପଣଙ୍କ ଘରେ କୌଣସି ଖରାପ ଶକ୍ତି ଯେମିତି ଭୁତ ପ୍ରେତର ସାୟା ଥାଏ ତାହା ବି ଏହି ପୂଜା ମାଧ୍ୟମରେ ଦୂର ହୋଇଯିବ ।

ବର୍ଷରେ କେତେ ଥର କରିବା ଦରକାର ସତ୍ୟନାରାୟଣ ପୂଜା

ଯେତେବେଳେ ଆପଣ ଘରେ ଏହି ପୂଜା କରାନ୍ତି ତେବେ ତାର ପଜିଟିଭ ଉର୍ଜ୍ଜା କିଛି ମାସ ପାଇଁ ଘରେ ରହିଥାଏ । ଏଥିପାଇଁ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରହିବା ପାଇଁ ଏହା ଜରୁରୀ ଅଟେ କି ଆପଣ ବର୍ଷରେ ଅତି କମରେ ତିନି ଥର ସାତ୍ୟନାରାୟଣ ପୂଜା କରାନ୍ତୁ, ଆପଣ ଚାହିଁଲେ ଅଧିକ ଥର ମଧ୍ୟ କରି ପାରନ୍ତି । ଏହା ଦ୍ଵାରା ଘରେ ସକାରାତ୍ମକ ଉର୍ଜ୍ଜାର ଲେଭଲ ଠିକ ରହିଥାଏ ଓ ନେଗେଟିଭ ଏନର୍ଜି ଆମର କିଛି ବି କରି ପାରେ ନାହିଁ ।

ଆଉ ଏକ କଥାର ଧ୍ୟାନ ରଖିବେ କି ଏହାକୁ କରିବା ସମୟରେ ସେଠାରେ ବସିଥିବା ବନ୍ଧୁ ମାନଙ୍କୁ ପ୍ରସାଦ ସେବନ ଅବଶ୍ୟ କରାନ୍ତୁ । ଏହା ଦ୍ଵାରା ଭଲ ସମ୍ପର୍କ ବଢିଥାଏ ଓ ଭଲ ଉର୍ଜ୍ଜା ଆସିଥାଏ ।

ତେବେ ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଲା ତେବେ ଏହାକୁ ଅନ୍ୟମାନଙ୍କ ସହ ସେୟାର ଅବଶ୍ୟ କରନ୍ତୁ । ଆପଣଙ୍କର ଗୋଟିଏ ସେୟାର ଦ୍ଵାରା ବହୁତ ଲୋକ ଏହାର ଲାଭ ଉଠାଇ ପାରିବେ ଓ ଏମିତି ଅନେକ ପୋଷ୍ଟ ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।