ସାଥି ହୋଇ ଚାଲିଗଲେ ସ୍ଵାମୀ ସ୍ତ୍ରୀ, ବାପା ମାଆଙ୍କୁ ମନେ ପକାଇ ବାହୁନି କାନ୍ଦୁଛନ୍ତି ପିଲା… ଦେଖିଲେ ଆପଣଙ୍କ ଆଖିବୀ ଲୁହରେ ଭିଜିଯିବ 

ନମସ୍କାର ବନ୍ଧୁଗଣ, ସାତ ଜନ୍ମ ପାଇଁ ସାଥି ହେବେ ବୋଲି କଥା ଦେଇଥିଲେ । ସେଥିପାଇଁ ସାଥି ହୋଇ ସଂସାର ଛାଡି ଚାଲିଗଲେ ସ୍ଵାମୀ ସ୍ତ୍ରୀ । ଏବେ ଏବେ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସି ପହଞ୍ଚିଛି କି ପିଲା ଛୁଆଙ୍କୁ ଶୋକର ସାଗରରେ ଏକା ଭସାଇ ଦେଇ ସଡକ ଦୁର୍ଘଟଣାରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ କିଭଳି ଏଭଳି ଏକ ମର୍ମନ୍ତୁକ ଘଟଣାଟି ଘଟିଛି ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଡଡିହ ଗାଁର ଉଲାସ ସାହୁ ଏବଂ ତାଙ୍କ ପତ୍ନୀ ମମତା ସାହୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଉଭୟ ବାଇକରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମନରେ କେତେ ଆଶା ନେଇ ଘରକୁ ଫେରୁଥିଲେ ହେଲେ କିଏ ଜାଣିଥିଲା ଆର ପାରିକୁ ଚାଲିଯିବେ ।

ଟାଙ୍ଗୀ ମେଡିକାଲରେ ପହଞ୍ଚି ନିଜ ମାଆ ବାପାଙ୍କର ଏପରି ଅବସ୍ତା ଦେଖି ପିଲାମାନେ ଛାତି ଫଟାଇ କାନ୍ଦୁଛନ୍ତି । ପିଲା ମାନଙ୍କୁ ଅନାଥ କରିଦେଇ ବାପା ମାଆ ସବୁଦିନ ପାଇଁ ତାଙ୍କ ହାତ ଛାଡି ଦେଇ ଚାଲିଯାଇଛନ୍ତି । ବାପା ମାଆ ଛେଉଣ୍ଡ ପିଲାଙ୍କ ଦୁଃଖ କାନ୍ଦକୁ ଦେଖି କେହି ମଧ୍ୟ ନିଜ ଛାତିର କୋହକୁ ଅଟକାଇ ପାରୁନାହାନ୍ତି । ଭଗବାନ କାହିଁକି ଆମ ସହ ଏହି ଅନ୍ୟାୟ କରିଲ ବୋଲି ଚିତ୍କାର ଛାଡି କାନ୍ଦି ଉଠୁଛନ୍ତି ବାପା ମାଆ ଛେଉଣ୍ଡ ପିଲାମାନେ ।

ଜୀବନରେ ଉଚିତ ବାଟ ଦେଖାଇବା ପାଇଁ ଆଉ ଆମ ସହ କେହି ରହିବେ ନାହିଁ । କିଏ ଆଉ ଆମ ନା ଧରି ଆମକୁ ଡାକିବ । କିଏ ଆଉ ଆମ ଭଲ ମନ୍ଦରେ ଆମ ସାଙ୍ଗରେ ଛାଇ ହୋଇ ଠିଆ ହେବ ଏଭଳି କଥା କହି କୋହ ଭାର କଣ୍ଠରେ ଚିତ୍କାର କରି କାନ୍ଦି ଉଠୁଛନ୍ତି ପିଲାମାନେ । ସତରେ ଭଗବାନ ତାଙ୍କ ପାଇଁ ଏ କି କଷ୍ଟ ଦାୟକ ଦୁଃଖ ଆଣିଦେଲେ ।

ଭଗବାନଙ୍କ ନିକଟରେ ପ୍ରାଥନା କରୁଛୁ ଭଗବାନ ସେହି ପିଲା ମାନଙ୍କୁ ଭଲରେ ରହିବା ପାଇଁ ସାହାର୍ଯ୍ୟ କରିବେ । ଭଗବାନ ହିଁ ତାଙ୍କୁ ସମସ୍ତ ପରିସ୍ଥିତିରେ ସାହା ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।