ଏହି 7 ପ୍ରକାରର ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନ ନେବା ଉଚିତ ନୁହେଁ, ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ -Health Tips

କରୋନା ଭାଇରସ ପୁରା ଦେଶରେ ବହୁତ ଜୋରସୋରରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସମୟରେ କରୋନା ଭାଇରସ ଦେଶ ପାଇଁ ଚିନ୍ତାର ବିଷୟ ହୋଇଗଲାଣି । କିଛି ଲୋକମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ତ ଆଉ କେତେ ଲୋକମାନେ କରୋନାରେ ନିଜର ପ୍ରା-ଣ ହରାଇ ସାରିଲେଣି । ଏହି ମହାମାରୀକୁ ରୋକିବା ପାଇଁ ଭରତ ସରକାର ଅନେକ ନିୟମ ଲାଗୁ କରିଛନ୍ତି । ସେଥି ପାଇଁ କରୋନା ଭ୍ଯାକସିନ ବାହାରିଛି ।

ମେ ମାସ ୧ରୁ ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନ ଦିଆଯିବ । ଏହି ଭ୍ୟାକ୍ସିନକୁ ନେଇ ଦେଶର ଲୋକ ମାନକ ମନରେ ଅନେକ ପ୍ରଶ୍ନ ଉଠିଛି । ଯେଉଁ ମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କର ସାଇଡ ପ୍ରତିକ୍ରିୟା ଦେଖା ଯାଉଛି । କେବଳ ଏତିକି ନୁହେ ବରଂ ଅନେକ ଲୋଙ୍କର ଜୀବନ ଚାଲି ଗଲାଣି । ଆଜି ଆମେ ଏହି ଲେଖା ମାଧ୍ୟମରେ କେଉଁ ମାନେ କାରୋନା ଭ୍ୟାକ୍ସିନ ନେବେ ଓ କେଉଁ ମାନେ ନେବେ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

ଭ୍ୟାକ୍ସିନ ଡୋଜକୁ ଇଣ୍ଟରଚେଞ୍ଜ କରନ୍ତୁ ନାହି : ଆପଣଙ୍କୁ କହି ରଖୁଚୁ କି ଭାରତରେ ବ୍ୟାଯୋଟିକର କୋବେକସିନ ଓ ଶିରମ ଇଷ୍ଟିଚିୟୁଟର କୋବିଶିଲ୍ଡ ଭ୍ୟାକ୍ସିନ ବ୍ୟବହାର କରା ଯାଉଛି । ଭାରତ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ କିଛି ଜରୁରୀ ସୂଚନା ଜାରି କରା ଯାଇଛି ଯେ କେଉଁ ଲୋକମାନେ ଏହି ଭ୍ୟାକ୍ସିନ ନେବେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହା ଯାଇଛି ଯେ ଭ୍ୟାକ୍ସିନ ନେବାର ପର ଓ ପୂର୍ବ ଭ୍ୟାକ୍ସିନ ସମାନ ହେବା ଉଚିତ ।

ଏହାର ଅର୍ଥ ହେଉଛି ଭ୍ୟାକ୍ସିନର ଡୋଜକୁ ଇଣ୍ଟରଚେଞ୍ଜ କରାଯିବ ନାହି । ଯଦି ଜଣେ କୋବିଶିଲ୍ଡ ଭ୍ୟାକ୍ସିନ ନେଇଛି ତେବେ ଦିତୀୟ ଥର ତାକୁ ସେହି ଭ୍ୟାକ୍ସିନ ନେ୪ବାକୁ ପଡିବ । ସେହିଭଳି ଯେଉଁ ବ୍ୟକ୍ତି କୋବେସ୍କିନ ଭ୍ୟାକ୍ସିନ ନେଇଛି ତେବେ ତାକୁ ଦିତୀୟ ଥର ସେହି ଡୋଜ ନେବାକୁ ପଡିବ ।

ଏଠାରେ ଜାଣନ୍ତୁ କେଉଁ ମାନେ କାରୋନା ଭ୍ୟାକ୍ଷିଣ ନେବେ ନାହି ?

୧- ଯେଉମାନଙ୍କୁ ୧୮ ବର୍ଷରୁ କମ ବୟସ ହୋଇଥିବ ସେମାନେ ଏହି ଭ୍ୟାକ୍ସିନ ନେବେ ନାହି ।

୨- ଯଦି କୌଣସି ମହିଳା ଗର୍ଭବତୀ ଥିବେ ବା ନିଜ ଛୁଆକୁ କ୍ଷୀର ଦେଉଥିବେ ସେମାନେ ଏହି ଡୋଜ ନେବେ ନାହି । କାରଣ ଏମାନଙ୍କ ଉପରେ ଭ୍ୟାକ୍ସିନର କେଉଁ ପ୍ରଭାବ ପଡିବ ତାହା ପରୀକ୍ଷା କରାଯାଇ ନାହି ।

୩- ଯଦି କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବେ ତେବେ ସେମାନଙ୍କୁ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ ଏହି ଡୋଜ ନେବା ଉଚିତ ।

୪- ଯଦି କୌଣସି ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ନେବା ପରେ ଆଲର୍ଜି ହୋଇଥାଏ ତେବେ ସେମାନେ ଆଉ ଡୋଜ ନେଇପାରିବେ ନାହି ।

୫- ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ଵର ବା ଯେଉଁ ବ୍ୟକ୍ତି ରକ୍ତ ହେବା ପାଇଁ ଔଷଧ ଖାଉଥିବେ ତେବେ ସେ ଏହି ଡୋଜ ନେବେ ନାହି ।

୬-ଯଦି କୌଣସି ବ୍ୟକ୍ତି ଇମ୍ୟୁନିଟି ଶକ୍ତି ବଢାଇବା ପାଇଁ ଅଶୁଦ୍ଧ ଖାଉଥିବେ ସେ ଏହି ଡୋଜ ନେବେ ନାହି ।

୭- ଯଦି କୌଣସି କରୋନା ରୋଗୀର ଚିକିତ୍ସା ପ୍ଲାଜମା ଥେରାପି ବା ଏଣ୍ଟିବାଣ୍ଡିଜ ଦ୍ଵାରା ହେଉଥିବା ତେବେ ସେମାନେ ଏହି ଡୋଜ ନେବେ ନାହି । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।