ସାତ ଜନ୍ମ ପାଇଁ ଦରିଦ୍ରତା ଦୂର ହୋଇଯିବ, କୋଟିପତି ହେବାରୁ ଆପଣଙ୍କୁ କେହି ବି ଅଟକେଇ ପାରିବେ ନାହିଁ, ବାସ ହୋଲି ଦିନ କରନ୍ତୁ ଏହି ଉପାୟ- Holi Special

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା କିଛି ଦିନ ପରେ ହୋଲି ପର୍ବର ଆଗମନ ହେବାକୁ ଯାଉଛି । ଯେହେତୁ ହୋଲି ପର୍ବ ର ଆଗମନ ହେବ ତେବେ ହୋଲିକା ଦହନ ଭଳି ଶୁଭ କାର୍ଯ୍ୟ ମଧ୍ୟ ନିଶ୍ଚିତ ଭାବରେ ହେବ । ଶାସ୍ତ୍ର ରେ ହୋଲିକା ଦହନ ର ଅଗ୍ନି କୁ ଅତ୍ୟନ୍ତ ପବିତ୍ର ବୋଲି ମାନା ଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଉପାୟ ସମ୍ବନ୍ଧରେ ଯାହାକୁ ଆପଣ ହୋଲିକା ଦହନ ର ଅଗ୍ନି ପ୍ରୟୋଗ କରିବେ । ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଅପାର ଧନର ଅଧିକାରୀ ହେବେ ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ମନରେ ଭୁତ ପ୍ରେତ ର ଭୟ ଲାଗି ରହିଛି ଏବଂ ଆପଣ ସେହି ଭୟ କୁ ଦୂର କରିପାରୁ ନାହାନ୍ତି ତେବେ ଆପଣ ଏହି ପବିତ୍ର ହୋଲିକା ଦହନ ଦିନ ବଜରଙ୍ଗ ବାଣ ର ପାଠ ଅବଶ୍ୟ କରନ୍ତୁ । ଏହାପରେ ୪୦ ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ ବଜରଙ୍ଗ ବାଣ ପାଠ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ପ୍ରକାର ଭୁତ ପ୍ରେତ ଡର ତୁରନ୍ତ ଦୂର ହୋଇଯିବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ର ଆଗମନ ହେଉଛି ଏବଂ ସେହି ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେବେ ଆପଣ ସପରିବାର ଙ୍କ ସହିତ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ଦେଶୀ ଘିଅ, ଦୁଇଟି ଲବଙ୍ଗ, ବତାସା, କୁମକୁମ ଏବଂ ଅଗ୍ନି ର ଏଗାରତମ ପରିକ୍ରମା କରି ସେଥିରେ ଶୁଖିଲା ନଡ଼ିଆ ଚଢାଇ ଦିଅନ୍ତୁ ଏବଂ ସପରିବାର ହୋଲିକା ମାତା ଙ୍କ ଆରାଧନା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ ।

୩. ବନ୍ଧୁଗଣ ତୃତୀୟତଃ, ଏହି ସମୟରେ ଅଧିକାଂଶ କଳା ଯାଦୁ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି ତେବେ ଆପଣ ହୋଲିକା ଦହନ ର ସକାଳୁ ଏକ କଳା କପଡ଼ା ରେ ଅଳ୍ପ କିଛି କଳା ରାଶି କୁ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ସନ୍ଧ୍ୟା ରେ ହୋଲିକା ଦହନ ସମୟରେ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ପଡ଼ିଥିବା କଳା ଯାଦୁ ନଷ୍ଟ ହୋଇଯିବ ଏବଂ ଭଗବାନ ନରସିଂହ ଙ୍କ କୃପା ରୁ କେହି ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ମନରେ ଶତ୍ରୁ ପ୍ରତି ଭୟ ରହିଛି ଅଥବା ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡ଼ିତ ରହିଛନ୍ତି ତେବେ ଆପଣ ହୋଲିକା ଦହନ ଦିନ ଗୋମତି ଚକ୍ର ଆଣି ହୋଲିକା ଦହନ ର ଅଗ୍ନି ଚାରି ପାଖରେ ସାତ ଥର ବୁଲନ୍ତୁ ଏବଂ ସେହି ଗୋମତି ଚକ୍ର କୁ ସେହି ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ର ଅନ୍ତ ହେବ ଏବଂ ଶତ୍ରୁ ଭୟ ର ଦମନ ମଧ୍ୟ ହେବ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣଙ୍କ ବ୍ୟାପାର ରେ କ୍ଷତି ହେଉଛି ଏବଂ ପରିବାର ରେ ମଧ୍ୟ କଳହ ସୃଷ୍ଟି ହେଉଛି ତେବେ ଆପଣ ହୋଲିକା ଦହନ ର ଭସ୍ମ କୁ ଆଣି ସେଥିରେ ଅଳ୍ପ ଲୁଣ ମିଶାଇ ନିଜର ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ଅଥବା ଘରେ ତୁଳସୀ ଗଛ ର ମାଟିରେ ମିଶାଇ ରଖି ଦିଅନ୍ତୁ ଏବଂ ସେଠାରେ ପ୍ରତିଦିନ ଦୀପ ଜଳାନ୍ତୁ । ଆପଣ ସ୍ୱୟଂ ଦେଖିବେ ଆପଣଙ୍କ ବ୍ୟାପାର ରେ ଉନ୍ନତି ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।