ହିନ୍ଦୁ ଧର୍ମ ଅନୁସାରେ ଶିଶୁ ମାନଙ୍କୁ ମୃତ୍ୟୁ ପରେ କାହିଁକି ଜଳାଯାଏ ନାହିଁ ? ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ !

ମୃ-ତ୍ୟୁ ଏପରି ଏକ ସତ୍ୟ ଯାହାକି ଦୁନିଆରେ ଜନ୍ମ ନେଇଥିବା ସବୁ ପ୍ରାଣୀକୁ ଦିନେ ନା ଦିନେ ଏହି ରାସ୍ତାରେ ଯିବାକୁ ହୋଇଥାଏ । ଦୁନିଆରେ ଛୋଟ ପିଲା ହେଉକି ବଡ ହେଉ ସମସ୍ତଙ୍କୁ ନିଶ୍ଚିତ ଭାବରେ ଦିନେ ମୃ-ତ୍ୟୁ ମୁଖରେ ପଡ଼ିବାକୁ ହୋଇଥାଏ । ହିନ୍ଦୁ ଧର୍ମରେ ମୃ-ତ୍ୟୁ ପରେ ଶ-ବକୁ ପୋ-ଡି-ବାର ନିୟମ ଅଛି । କିନ୍ତୁ ଅନ୍ୟ ଧର୍ମରେ ଶ-ବକୁ ପୋ-ତି-ବାର ନିୟମ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ହିନ୍ଦୁ ଧର୍ମରେ ଶିଶୁର ମୃ-ତ୍ୟୁ ପରେ କାହିଁକି ପୋ-ଡା ନଯାଇ ପୋତା ଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କଣ ହୋଇଥାଏ । ଗରୁଡ ପୁରାଣ ଅନୁସାରେ  ନବଜାତ ଶିଶୁ କିମ୍ବା ସନ୍ୟାସୀ ମାନଙ୍କୁ ମୃ-ତ୍ୟୁ ପରେ  ପୋତା ଯାଇଥାଏ । ଏହି ପୁରାଣ ଅନୁସାରେ ପକ୍ଷୀରାଜ ଗରୁଡ଼ଙ୍କର ପ୍ରଶ୍ନର ଉତ୍ତର ଦେଇ  ଭଗବାନ ବିଷ୍ଣୁ କହିଲେ – ହେ ଗରୁଡ ଯଦି କୌଣସି ସ୍ତ୍ରୀ ର ଗ-ର୍ଭ -ପା-ତ ହୋଇଯାଏ କିମ୍ବା ଜନ୍ମର ୨ ବର୍ଷ ପର୍ଯ୍ୟନ୍ତ କୌଣସି ବାଳକ ବା ବାଳିକାର ମୃ-ତ୍ୟୁ ହୋଇଯାଏ ତାକୁ ନ ଜଳାଇ ପୋତିଦେବା ଉଚିତ ଓ ତା ଠାରୁ ଅଧିକ ବୟସର ବ୍ୟକ୍ତି କୁ ମୃ-ତ୍ୟୁ ପରେ  ପୋଡ଼ିବା ଉଚିତ ।

ବାସ୍ତବରେ ମନୁଷ୍ୟ ଯେତେବେଳେ ଜନ୍ମ ନେଇଥାଏ ୨ ବର୍ଷ ପର୍ଯ୍ୟନ୍ତ ତାର କୌଣସି ଦୁନିଆ ପ୍ରତି ମୋହମାୟା ନଥାଏ ଏହି ପରିସ୍ଥିତିରେ ସେହି ଶରୀରର ଆତ୍ମା ସେହି ଶରୀରରେ ପୁନଃ ପ୍ରବେଶ କରିନଥାଏ କିନ୍ତୁ ବୟସ ବୃଦ୍ଧି ଅନୁସାରେ ସଂସାରର ମୋହ ମାୟାରେ ପଡି ଆତ୍ମା ସେହି ମୃ-ତ୍ୟୁ ଶରୀରରେ ପୁଣି ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ଯେ ପର୍ଯ୍ୟନ୍ତ ସେହି ଶରୀରକୁ ପୋଡା ଯାଇନଥାଏ । ଗରୁଡ ପୁରାଣ ଅନୁସାରେ ଶରୀରକୁ ପୋ-ଡି ଦେଲେ ସେହି ଶରୀର ବା ଆତ୍ମା ସଂସାରରୁ ମୁକ୍ତି ପାଇଥାଏ ।

ଯାହାଫଳରେ କି ସେହି ଆତ୍ମାକୁ ଶରୀର ପ୍ରତି ଭାବନା ରୁହେନାହିଁ । ବାସ୍ତବରେ ଅଗ୍ନିକୁ ହିନ୍ଦୁଧର୍ମରେ ଏକ ପ୍ରବେଶ ଦ୍ୱାର ମାନିଥାନ୍ତି । ଯାହାଦ୍ୱାରା ମୃ-ତ୍ୟୁ ବ୍ୟକ୍ତିକୁ ଆଧ୍ୟାତ୍ମିକ ଦ୍ୱାରରେ ପ୍ରବେଶ କରିବାକୁ ରାସ୍ତା ମିଳିଥାଏ । ଏହିପରି ଭାବରେ ସନ୍ଥ ପୁରୁଷ ବା ମୁନି ଋଷି ମାନଙ୍କର ବି ସଂସାର ପ୍ରତି କୌଣସି ମୋହମାୟା ନଥାଏ ସେଥିପାଇଁ ସେମାନଙ୍କର ଶରୀରକୁ ପୋତାଯାଇଥାଏ ।

ଭଗବାନ ବିଷ୍ଣୁଙ୍କ ମତ ଅନୁସାରେ ଯେତେବେଳେ କୌଣସି ଶିଶୁର ମୃ-ତ୍ୟୁ ହୋଇଯାଏ ସେତେବେଳେ ସେହି ଶିଶୁ ର ମାତା ପିତାଙ୍କୁ ସେହି ଶିଶୁ ନିମିତ୍ତ କ୍ଷୀର ଦାନ କରିବା ଉଚିତ । ନଚେତ ଶିଶୁର ବୟସ ଅନୁସାରେ ସେତିକି ଶିଶୁକୁ ନିଜ ହାତରେ କ୍ଷୀର ପିଇବା ଉଚିତ । ଛୋଟ ପିଲାର ମୃ-ତ୍ୟୁ ପରେ ତାର ଶ୍ରାଦ୍ଧ କରିବା ଉଚିତ ନୁହେଁ । କୌଣସି ମୃ-ତ ବ୍ୟକ୍ତିର ଶ୍ରାଦ୍ଧ ସେତେବେଳେ କରାଯାଇଥାଏ ଯେତେବେଳେ କି ତାର ମୁଣ୍ଡନ ବା ବ୍ରତ ହୋଇଯାଇଥାଏ ।

ଏହା ସହ ଯଦି ମାତା ପିତାଙ୍କର ସକ୍ଷମ ଥାଏ ତେବେ ସେ ଯେତେ ଦାନ କରିଥାଏ ସେହି ଅନୁସାରେ ଶୀଘ୍ର ଦ୍ଵିତୀୟ ସନ୍ତାନ ପ୍ରାପ୍ତ କରିଥାଏ । ଭଗବାନ ଆଉ ଗୋଟିଏ କଥା କୁହନ୍ତି କି ମୃ-ତ ଶିଶୁକୁ ପୋତିବା ପରେ ସେହି ସ୍ଥାନକୁ ଗୋବରରେ ଲିପି ତା ଉପରେ ଗୋଟିଏ ତୁଳସୀ ଗଛ ଲଗାଇବା ଉଚିତ କାହିଁକିନା ସେହି ତୁଳସୀ ଗଛରେ ସ୍ଵୟଂ ଭଗବାନ ବିରାଜ ମାନ କରିଥାନ୍ତି । ଏହାଦ୍ୱାରା ସେହି ମୃ-ତ ଆତ୍ମାକୁ ବହୁତ ଶୀଘ୍ର ମୁକ୍ତି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।