ସଚ୍ଚା ପ୍ରେମ କଣ ପାଇଁ ଭାଙ୍ଗି ଯାଇଥାଏ, ପଛରେ ରହିଛି ଏହି ବଡ କାରଣ -Krishna Vani

ଭଗବାନ କୃଷ୍ଣ ଙ୍କ ଭଲ ପାଇବା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ କେହୀ ଏହା ଜାଣି ପାରି ନାହାନ୍ତି କି ସେ ଭଲ ପାଇ ରାଧାଙ୍କୁ ଏକା କିଭଳି ଛାଡି ଚାଲି ଯାଇଥିଲେ ଓ ଏହାର ପ୍ରତିବାଦ ମଧ୍ୟ କେବେବି କରି ନାହାନ୍ତି ରାଧା ।

ହୁଏତ କେବେ ଅଭିମାନ କରିଥିବେ ମାତ୍ର କେବେବି ରାଧାଙ୍କ ନିସ୍ପତି ରେ କୃଷ୍ଣ କି କୃଷ୍ଣ ନିସ୍ପତିରେ ରାଧା ସନ୍ଦେହ କରି ନାହାନ୍ତି ଏହାର କାରଣ ଜାଣିଛନ୍ତି କି ଆପଣ ମାନେ । ଏହା କାରଣ ହେଉଛି ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ଯାହା ଦୁଇ ଜଣଙ୍କୁ ପରସ୍ପର ଠାରୁ କେବେବି ଅଲଗା ରଖିବାକୁ ଦେଇନି । ବୋଧେ ହୁଏ ସେଥି ପାଇଁ ସବୁ କୃଷ୍ଣ ଙ୍କୁ ଭଲ ପାଉଥିବା ବେଳେ କୃଷ୍ଣଙ୍କ ମନରେ କେବଳ ରାଧା ହିଁ ଥିଲେ । କାରଣ ତାଙ୍କୁ କେବଳ ସେ ହିଁ ବିଶ୍ଵାଷ କରୁଥିଲେ । ଆପଣ ମାନେ ଆଜି କାଲିର ସମ୍ପର୍କ ଭାଙ୍ଗି ଯିବାର ଅନେକ ଉଦାହାରଣ ଦେଖିଥିବେ ।

ଏହାର କାରଣ ଅନେକ ହୋଇ ଥାଇ ପାରେ । ବିଭିର୍ଣ ଲୋକଙ୍କ ଚିନ୍ତା ଅଲଗା ଯୋଗୁ ସମ୍ପର୍କ ଭାଙ୍ଗି ଯାଇଥାଏ । ମାତ୍ର ଏହା ବି ସତକୀ ଏହା ପଛରେ କାରଣ ହେଉଛି ବିଶ୍ଵାଷ । ଯଦି ଦୁଇ ବ୍ୟକ୍ତିଙ୍କ ଭିତରେ ବିଶ୍ଵାଷ ନାହିଁ ତେବେ ଏହା ସମ୍ପର୍କ ସ୍ଥାପନା ତ ଦୂର କଥା କିଛି ଅସ୍ଥିତ୍ଵ ନ ଥାଏ ଦୁଇ ଜଣଙ୍କ ମଧ୍ୟରେ । ଯାହା ମନରେବି ଭଲ ପାଇବା ଥାଏ ଯାହା ପାଇଁ ହେଉନି କାହିଁ କି ତା ମନରେ ବିଶ୍ଵାଷ ମଧ୍ୟ ଥାଏ ସେହି ବ୍ୟକ୍ତି ପାଇଁ ।

ଆପଣ ମାନେ ଜାଣିଥିବେ କି ଆପଣ କିଭଳି ଭାବେ ନିଜ ପିଲା ଦିନେ କିଛି ବି ହେଲେ ମା ଙ୍କ ପାଖକୁ ଦଉଡିକି ପଲାଉଥିଲେ । ଏହାର କାରଣ ହେଉଛିକି ଆପଣଙ୍କ ବିଶ୍ଵାଷ ଥିଲା କି ଯାହା ବି ପରିସ୍ଥିତି ଆସୁ ଯେତେ ବଡ ଲୋକ କିମ୍ବା ବିପଦ ଆସୁ ଆମ ମା ପାଖେ ଆମେ ସୁରକ୍ଷିତ । ଏହା ହେଉଛି ପ୍ରେମ । ଆପଣ ଯାହାକୁ ବି ନିଜ ଜୀବନ ସାଥି ବୋଲି ବାଛୁ ଛନ୍ତି ତାଙ୍କ ଉପରେ ବିଶ୍ଵାଷ ରଖନ୍ତୁ ଓ ତାଙ୍କୁ ଅଧିକ ପ୍ରୋସ୍ଚାହନ ଦିଅନ୍ତୁ କି ସେ ଜେଭଳି ନ୍ଯାୟ ପାଇଁ ଓ ନିଜ ସମାଜ ପାଇଁ ନିଜ ପରିବାର ପାଇଁ କିଛି କରିବେ ।

ଯାହା ଦ୍ଵାରା କେବଳ ଆପଣ ନୁହେଁ ପୁରା ମାନବ ଜାତି ତାଙ୍କୁ ଭଲ ପାଇବାରେ ବାଧ୍ୟ ହୋଇ ଜୀବ । ତେବେ ଆସନ୍ତୁ ଆପଣଙ୍କୁ ଏକ କାହାଣୀ କହିବୁ ଏକ ଗଛରେ ଦୁଇଟି ଚଢେଇ ରହୁଥିଲେ । ଦିନେ ସ୍ତ୍ରୀ ଚଢେଇ ତା ସ୍ଵାମୀ କୁ କହିଲା ତୁମେ ମତେ କେବେବି ଏକା କରି ଛାଡି ଚାଲି ଜୀବନୀ ତ ? ଏହା ଶୁଣିବା ପରେ ସ୍ଵାମୀ ଚଢେଇ ନିଜ ଡେଣା କାଟି ଦେଇଥିଲା । ଦିନେ ଅଧିକ ବର୍ଷା ଝଡ ହେବାରୁ ସ୍ତ୍ରୀ ଚଢେଇଟି ନିଜ ବସାକୁ ଫେରି ପାରି ନଥିଲା ।

ଯେତେବେଳେ ଝଡ କମିଲା ସେ ଆସି ଦେଖେତ ତା ସ୍ଵାମୀ ଚଢେଇ ଟୀ ମରିକି ତଳେ ପଡିଛି ଓ ଗଛ ଡାଳରେ ଲେଖିଛି କି ଯଦି କେବଳ ଥରେ ମତେ ନିଜ ସହ ଉଡିବା ପାଇଁ କହିଥାନ୍ତ ଆଜି ମୁ ବଞ୍ଚି ଥାନ୍ତି । ତମର ମୋ ଉପରେ ବିଶ୍ଵାଷ ନଥିଲା କି ମୁ ଉଡି ପାରିବିନି ଯଦି ଉଡିବି ତୁମକୁ ଛାଡି ଚାଲି ଜୀବି ତେଣୁ ଆଜି ମୁ ତୁମକୁ ସବୁ ଦିନ ପାଇଁ ଛାଡି ଚାଲି ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।