ଶରୀରରେ ହୀମୋଗ୍ଲୋବିନ କମ ରହୁଛି କି? ତ ବଟିକା ନୁହେଁ ବରଂ ଖାଆନ୍ତୁ ହୀମୋଗ୍ଲୋବିନ ବଢାଉଥିବା ଏହି ସବୁ ଫଳ ଓ ଖାଦ୍ୟ

କଣ ଆପଣ ଜାଣିଛନ୍ତି କି ହୀମୋଗ୍ଲୋବିନ କମ ହେବା ଦ୍ଵାରା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇଥାଏ ? ଆପଣ ଜାଣିନାହାନ୍ତି, ତେବ ଆମେ ଆପଣମାନଙ୍କୁ କହିଦେଉଛୁ ଯେ ଯଦି କାହାର ଶରୀରରେ ହୀମୋଗ୍ଲୋବିନ କମ ଅଛି ତେବ ସେହି ବ୍ୟକ୍ତିର ଅକ୍ସୀଜନ ବହନ କରିବାର କ୍ଷମତା କମ ହୋଇ ଯାଇଥାଏ । ଶରୀରରେ ଆବଶ୍ୟକ ମାତ୍ରାରେ ଅକ୍ସୀଜନ ପହଞ୍ଚି ପାରେ ନାହିଁ ଯାହାଦ୍ୱାରା ଶରୀରରେ ରେଡ ବ୍ଲଡର ସେଲ୍ସର ସଂଖ୍ୟା ଧୀରେ ଧୀରେ କମି ଯାଏ ଏବଂ ସେହି ବ୍ୟକ୍ତିକୁ ଏନିମିୟା ହୋଇ ପାରେ । ଏହା ଛଡା ହୀମୋଗ୍ଲୋବିନ କମ ହେବା କାରଣରୁ କେତେ ପ୍ରକାରର କିଡନୀର ସମସ୍ୟା ମଧ୍ୟ ହୋଇପାରେ ।

ଶରୀରରେ ହୀମୋଗ୍ଲୋବିନ ବଢାଇବାର ଖାଦ୍ୟ

୧ – ଆମ୍ବ

ଫଳର ରାଜା ଆମ୍ବକୁ ଖାଇବା ଦ୍ଵାରା ଶରୀରରେ ବ୍ଲଡ ହୋଇଥାଏ ଏବଂ ଏନିମିୟାକୁ ଦୂର କରିବାରେ ବେଶୀ ସାହାର୍ଯ୍ୟ କରିଥାଏ ।

୨ – ପିଜୁଳି

ପିଜୁଳିକୁ ଶରୀରର ହୀମୋଗ୍ଲୋବିନ ବଢାଇବାର ସବୁଠୁ ଶସ୍ତା ଏବଂ କାର୍ଯ୍ୟକାରୀ ବୋଲି କୁହାଯାଏ । ପିଜୁଳି ଯେତେ ପାଚିଲା ଥିବ ସେଥିରେ ସେତେ ମାତ୍ରାରେ ହୀମୋଗ୍ଲୋବିନ ଭରି ରହି ଥାଏ ।

୩ – ସବୁଜ ପନିପରିବା

ସବୁଜ ପନିପରିବା ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ସବୁଜ ପନିପରିବା ଖାଇବାଦ୍ଵାରା କେବଳ ପୋଷଣ ମିଳିବା ସହିତ ଶରୀରରେ ହୀମୋଗ୍ଲୋବିନର କ୍ଷମତା ମଧ୍ୟ ବଢିଥାଏ ।

୪ – ଆପେଳ

ଆପେଲ ସବୁଦିନ ଖାଇବା ଦ୍ଵାରା ଅନ୍ୟାନ୍ୟ ପୋଷଣ ମିଳିବା ସହିତ ହୀମୋଗ୍ଲୋବିନର ମାତ୍ରାକୁ ବି ଆମ ଶରୀରରେ ବଢାଇ ଥାଏ ।

୫ – ରାସୀ

ରାସୀ ଖାଇବା ଦ୍ଵାରା ଶରୀରରେ ରକ୍ତର ମାତ୍ରା ଠିକ ଥାଏ ଏବଂ ହୀମୋଗ୍ଲୋବିନ ମଧ୍ୟ ବଢାଇଥାଏ ।

୬ – ଅଙ୍ଗୁର

ଅଙ୍ଗୁର ବି ହୀମୋଗ୍ଲୋବିନର କ୍ଷମତା କୁ ମଧ୍ୟ ବଢାଇ ଥାଏ ।

୭ – ବିଟ

ରକ୍ତ କମ ଥିବା ଏବଂ ଏମୋନିୟା ଗ୍ରସ୍ତ ମହିଳାମାନଙ୍କ ପାଇଁ ବିଟ ଏକ ରାମବାଣ ଔଷଧ ଅଟେ । ବିଟକୁ ଆପଣ ଚାହିଁବେ ତ କଞ୍ଚା ଖାଇ ପାରିବେ ଏବଂ ଏହାର ଜୁସ ବି କରି ପିଇ ପାରିବେ ।

୮ – ଗୁଡ

ଗୁଡକୁ ବି ହୀମୋଗ୍ଲୋବିନ ର ମାତ୍ରା ଶରୀରରେ ବଢିବା ପାଇଁ କୁହାଯାଇଥାଏ ।

୯ – ପାଲକ

ପାଲକ ଶାଗରେ ସବୁଠୁ ବେଶୀ ପ୍ରୋଷ୍ଟିକ ମାତ୍ରା ଥାଏ । ଏହା ଶରୀରରେ ହୀମୋଗ୍ଲୋବିନ ବଢାଇବାର କାମ କରିଥାଏ ।

୧୦ – ଅଣ୍ଡା

ପ୍ରୋଟିନ, ଭିଟାମିନ, ମିନରଲ୍ସ, ଆୟରନ ଏବଂ କେଲସିୟମ ର ଭରପୁର ଅଣ୍ଡା ବି ହୀମୋଗ୍ଲୋବିନକୁ ଆମ ଶରୀରରେ ଅଧିକ କରିବାରେ ଲାଭଦାୟକ ଅଟେ । ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।