ଶରୀରର ଏହି 3 ଜାଗାରେ କଳାଜାଇ ଥିବା ବ୍ୟକ୍ତି ହୁଅନ୍ତି ବହୁତ ଧନବାନ, ଜାଣନ୍ତୁ ଏହାର ରହସ୍ୟ !

ଯେଉଁ ଦାଗ ଆମ ଜନ୍ମ ର ସହ ଆମ ଶରୀର ରେ ରହିଥାଏ, ତାହାକୁ ଆମେ କଳାଯାୟୀ ଓ ଇଂରାଜୀରେ ବର୍ଥମାର୍କ କହିଥାଉ । ଏହି କଳାଯାୟୀ ଲୋକକଁ ଶରୀର ରେ ଭିନ୍ନ ଭିନ୍ନ ସ୍ଥାନ ରେ ଦେଖାଯାଏ । କିଛି ଲୋକ ଏହି କଳାଯାୟୀ କୁ ବେଶ ପସନ୍ଦ କରନ୍ତି ତ କିଛି ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ ଓ କିଛି ଲୋକ ଏହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ତେବେ ଜ୍ୟୋତିଷକଁ ଅନୁସାରେ ଶରୀର ର କିଛିଟି ମୁଖ୍ୟ ସ୍ଥାନ ଅଛି ଯୋଉଠି କଳାଯାୟୀ ହେଲେ ବହୁତ ଶୁଭ ହେଇଥାଏ ।

ଶାସ୍ତ୍ରରେ ଏହା ଉଲେଖ୍ୟ ମଧ୍ୟ ରହିଛି କି ଶରୀର ର କିଛି ଜାଗା ରେ କଳାଯାୟୀ ଥିବା ଲୋକ କଁ ଭାଗ୍ୟ ବହୁତ ଭଲ ହୋଇଥାଏ । ଏମନେ ବହୁତ ଧନବାନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଶରୀର ର ଏପରି 3ଟି ସ୍ଥାନ ବିଷୟ ରେ ।

1. ଓଠ ର ତଳ ବା ଥୋଡି:

ଶାସ୍ତ୍ର ଅନୁସାରେ ଥୋଡି ରେ କଳାଯାୟୀ ହେବା ଏକ ବହୁତ ଶୁଭ ର ସଂକେତ ହୋଇଥାଏ । ଏହି ବ୍ୟକ୍ତିମାନେ ଆତ୍ୟନ୍ତ ଲକି ହୋଇଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ହୋଇଥାଏ । ଏହାଛଡା ଏମାନଙ୍କ ଜୀବନ ରେ ଆସୁଥିବା ଜଟିଳ ଅସୁଭିଦା ସବୁ ମଧ୍ୟ ନିଜେ ନିଜେ ସରଳ ହୋଇଥାଏ ।

ଥୋଡି ରେ କଳାଯାୟୀ ଥିବା ପୁରୁଷ ମନେ ଧନ କମାଇବାରେ ପାରଙ୍ଗମ ହାସଲ କରିଥାନ୍ତି, ଓ ମହିଳା ମାନେ ମେକ ଅପ କରିବାରେ ପାରଙ୍ଗମ ହୋଇଥାନ୍ତି । ଥୋଡି ରେ କଳାଯାୟୀ ଥିବା ବ୍ୟକ୍ତିକଂର ଭିତରେ ଜନ୍ମରୁ ବହୁତ ପ୍ରକାର ର କଳା ଥାଏ ଓ ଏମନେ ବହୁତ ଅନ୍ୟ ପ୍ରକାରର କଳା କରିବାରେ ମଧ୍ୟ ପାରଙ୍ଗମ ହାସଲ କରିଥାନ୍ତି । ଏହାଛଡା ଏମାନଙ୍କ ନିଜ ଜୀବନ ସାଥି ସହ ମଧ୍ୟ ଭଲ ସମ୍ଭନ୍ଧ ରହିଥାଏ ।

2. ନାକ

:ଶାସ୍ତ୍ର ଓ ଜ୍ୟୋତିଷ କଁ ଅନୁସାରେ ନାକରେ କଳାଯାୟୀ ଥିବା ବ୍ୟକ୍ତି ଆତ୍ୟନ୍ତ ଶୁଭକାରୀ ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସୁନ୍ଦର ହୋଇଥାଏ । ଏମାନେ ବହୁତ ମଜାକିଆ ହୋଇଥାନ୍ତି ହେଲେ ମନ ରେ କାହା ପ୍ରତି ଖଳ ରଖନ୍ତିନାହିଁ । ଏମନେ ଆତ୍ୟନ୍ତ ସ୍ୱାଭିମାନି ହୋଇଥାନ୍ତି ଓ ତାଙ୍କ ଏହି ଗୁଣ ଯୋଗୁଁ ସେ ନିଜ କଷ୍ଟ ର ଫଳରେ ସଫଳ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏମାନକୁଁ ନିଜ ଜୀବନ ର 32ବର୍ଷ ପରେ ସଫଳତାର ଅନୁଭୂତି ହୋଇଥାଏ । ଏହା ଛଡା ଏମାନେ ଚାକିରୀ କରନ୍ତୁ ଅଥବା ବ୍ୟବସାୟ କରନ୍ତୁ, ସବୁଥିରେ ସଫଳ ହୋଇଥାନ୍ତି ।

3. ହାତର ପାପୁଲି:

ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷକଁର ଡାହାଣ ହାତ ଓ ନାରୀମାନକଁ ବାମ ହାତରେ କଳାଯାୟୀ ଦେଖାଯାଏ ସେମାନେ ବହୁତ ଲକି ହୋଇଥାନ୍ତି । ଏହାଛଡା ଯଦି ସେ ମୁଠି ବନ୍ଦ କଲାବେଳେ କଳାଯାୟୀ ନୁଚି ଯାଏ ତେବେ ଆହୁରି ଭଲହୋଇଥାଏ । ଜ୍ୟୋତିଷ କଁ ଅନୁସାରେ କଳାଯାୟୀ ମୁଠିରେ ବନ୍ଦ ରହିବାମାନେ ତାଙ୍କ ହାତରେ ସବୁବେଳେ ଧନସଞ୍ଚୟ ରୁହେ । ଏହାଛଡା ଏମାନେ ଯେ କୌଣସି କାର୍ଯ୍ୟ ରେ ହାତ ପକାନ୍ତି ତାହା ସବୁବେଳେ ସଫଳ ହୋଇଥାଏ । ଏହାଛଡା ବିଭାହ ପରେ ଏମନେ ନିଜର ଶଶୁର ଘରେ ମଧ୍ୟ ବହୁତ ସଂମ୍ମାନ ପାଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।