ଧାନବାଦ ଜିଲ୍ଲାର ସବୁଠୁ ବଡ ହସ୍ପିଟାଲ SNMCH ର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି । ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାର ଅ-ବ-ହେ-ଳାର ଏକ ବଡ ଘ-ଟ-ଣା ସାମନାକୁ ଆସିଛି । ଏହା ପୂର୍ବରୁ ମଧ୍ୟ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କାରଣରୁ ଜଣେ ବିକ୍ଷିପ୍ତ ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ମଧ୍ୟ ଦୁ-ଷ୍କ-ର୍ମ ହୋଇ ସାରିଛି । ଆଉ ଏଥର ଏହି ହସ୍ପିଟାଲରେ ଜଣେ ନବଜାତ ଶିଶୁ ଚୋ-ରି ହୋଇଥିବା ଖବର ସାମନାକୁ ଆସିଛି ।
ନବଜାତ ଶିଶୁ ଚୋ-ରି ହେବା ଘ-ଟ-ଣା ସଂପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରାରେ କ-ଏ-ଦ ହୋଇ ଯାଇଥିଲା । ନବଜାତ ଶିଶୁ ଚୋ-ରି ଘ-ଟ-ଣା ସମାନାକୁ ଆସିବା ପରେ ଏହାକୁ ନେଇ ପୁରା ହସ୍ପିଟାଲରେ ହଇଚଇ ମଚି ଯାଇଥିଲା । ଶିଶୁ ଚୋ-ରି ହୋଇ ଯାଇଥିବା ପୀଡିତ ମାଆଙ୍କ ନାମ ହେଉଛି ଗୁଡିଆ ଦେବୀ । ପୀଡିତ ମାଆ ଭୁଲି ର ବାସିନ୍ଦା ଅଟନ୍ତି । ନବଜାତ ଶିଶୁ ଟିର ଜନ୍ମ ଆଜି ହିଁ ହୋଇଥିଲା । ହସ୍ପିଟାଲରେ ଏହି ନବଜାତ ଶିଶୁ ଜନ୍ମ ହେବା ମାତ୍ରେ ତାଙ୍କର ଚୋ-ରି ହୋଇ ଯାଇଥିଲା ।
ଏହି ଚୋ-ରି ଘ-ଟ-ଣା-କୁ ଦୁଇ ଆ-ରୋ-ପି ମହିଳା ମିଶି ଯୋଜନା କରିଥିଲେ ଓ ସୁଯୋଗ ପାଇ ଯୋଜନା ମୁତାବକ ପିଲା ଚୋ-ରି କରି ନେଇ ଯାଇଥିଲେ । କିନ୍ତୁ ସିସିଟିଭି କ୍ୟାମେରା କ-ବ-ଳ-ରୁ ଖ-ସି ପାରି ନଥିଲେ ଏହି ଦୁଇ ଆ-ରୋ-ପି ମହିଳା । ପିଲା ଚୋ-ରି କରି ନେଇ ଯାଉଥିବା ବେଳେ ସିସିଟିଭି କ୍ୟାମେରାରେ ପିଲା ଚୋ-ରି-ର ଦୃଶ୍ୟ ସଂପୂର୍ଣ୍ଣ ଭାବେ କ-ଏ-ଦ ହୋଇ ଯାଇଥିଲା । ଏତେ ବଡ ହସ୍ପିଟାଲରୁ ନବଜାତ ଶିଶୁ ଚୋ-ରି ହେବା ଭଳି ଘ-ଟ-ଣା ଘ-ଟି-ବା ପରେ ବର୍ତ୍ତମାନ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ।
ପିଲା ଚୋ-ରି ହେବା ପରେ ପୀ-ଡି-ତ ମାଆ ଓ ତାଙ୍କ ପରିଜନ ସମସ୍ତେ ଖୁବ କାନ୍ଦୁଛନ୍ତି । ତେବେ ପୋ-ଲି-ସ ଘ-ଟ-ଣା-ର ତ-ଦ-ନ୍ତ ଆରମ୍ଭ କରିଥିବା ବେଳେ ଆ-ରୋ-ପି ମହିଳା ଦୁଇ ଜଣ ଏବେ ପର୍ଯ୍ୟନ୍ତ ମଧ୍ୟ ଧ-ରା ପ-ଡି ନାହାନ୍ତି । ଏହି ଘ-ଟ-ଣା-ର ସିସିଟିଭି ଫୁଟେଜ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।