ସାତଦିନ ମାରାଥନ ଜେରା ପରେ ବି କ୍ରାଇମବ୍ରାଞ୍ଚ ହାତ ଖାଲି, ସରକାରଙ୍କ ପାଇଁ ଅଡୁଆ ହେଉଛି IPS Arun Bothra ଙ୍କ ଛବି !

ମନ୍ତ୍ରୀ ନବ ଦାସ ହ-ତି-ୟା କା-ଣ୍ଡ-କୁ 10 ଏଊ ଉର୍ଦ୍ଧ୍ଵ ଦିନ ବିତି ଯାଇଥିଲେ ମଧ୍ୟ ଏହାକୁ ନେଇ ଏବେବି ରାଜ୍ୟ ଉଠୁଛି ପଡୁଛି । ଏବେବି ASI ଗୋପାଳକୃଷ୍ଣ ଦାସ ମନ୍ତ୍ରୀଙ୍କୁ କାହିଁକି gulli ମା-ରି-ଲେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ହେଲେ ଏହି ହ-ତି-ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ନେଇ ଏବେ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଛି । ଅରୁଣ ବୋଥ୍ରା ନବ ଦାସ ହ-ତି-ୟା ମାମଲାକୁ କାଳେ ଗୋଳମାଳ କରୁଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । 12 ଦିନ ହେଲା ଲଗାତାର ଗୋପାଳକୁ ପଚରାଉଚରା ଚାଲିଛି ।

ହେଲେ ଏବେ ଯାଏଁ କଣ କିଛି ପାଇଲେନି ବୋଥ୍ରା ? ଜାଣିଶୁଣି ଏହି ହାଇପ୍ରୋଫାଇଲ ମାମଲାକୁ ଚପେଇବାକୁ ଚେଷ୍ଟା କରୁଛନ୍ତି କି ଚର୍ଚ୍ଚିତ ଆଇପିଏସ ଅଫିସର ? ଏହିପରି ଅନେକ ଅ-ଭି-ଯୋ-ଗ ଆଣିଛି ବି-ରୋ-ଧୀ ଦଳ ବିଜେପି । ଏନେଇ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି କି 10 ଦିନ ଧରି ସେମାନେ ସବୁ ପ୍ରମାଣ ନଷ୍ଟ କରିବାରେ ଲାଗି ପଡିଛନ୍ତି । ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ହ-ତ୍ୟା ମାମଲାରେ ଏତେ ଅବହେଳା କାହିଁକି କରାଯାଉଛି ଏହାକୁ ନେଇ ପ୍ରଶ୍ନ କରୁଛନ୍ତି ଲୋକେ ।

ଏତେ ଦିନ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ହ-ତି-ୟାର କାରଣ ଜଣା ପଡି ନଥିବାରୁ ରାଜନୈତିକ ମହଲରେ ଏହାକୁ ନେଇ ଝଡ ସୃଷ୍ଟି ହେଲାଣି । ଅଭିଯୁକ୍ତ ଓ ହ-ତି-ୟା-ରେ ବ୍ୟବହୃତ bandhukaବି କ୍ରା-ଇ-ମ-ବ୍ରା-ଞ୍ଚ ହାତରେ ରହିଛି । ହେଲେ ଏ ଯାଏଁ ହ-ତି-ୟାର ଉଦ୍ଦେଶ୍ୟ ଖୋଜି ପାଉନି କ୍ରା-ଇ-ମ-ବ୍ରା-ଞ୍ଚ ।

ସାତ ଦିନ ଧରି ଗୋପାଳକୁ ମାରାଥନ ଜେରା କରା ଯାଇଥିଲେ ମଧ୍ୟ ତଦନ୍ତ ଗୋଟିଏ ଜାଗାରେ ଅଟକି ରହିଛି । ପ୍ରଥମ ଦିନରୁ ଗୋପାଳର ପରିବାର ଲୋକେ ଓ ଏପରିକି ଡାକ୍ତର ମଧ୍ୟ କହି ସାରିଛନ୍ତି କି ସେ ଜଣେ ମାନସିକ ରୋଗୀ ବୋଲି । ହେଲେ ସେ ନବ ଦାସଙ୍କୁ କାହିଁକି ମା-ରି-ଲା ତା’ର ଉତ୍ତର ମିଳିପାରିନି । ନବ ଦାସଙ୍କ ମୃତ୍ୟୁ ମାମଲାରେ କୌଣସି ବ୍ଯବସାୟିକ କିମ୍ବା ରାଜନୈତିକ ଷ-ଡ-ଯ-ନ୍ତ୍ର ଥାଇପାରେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।

ଏହି ଦିଗରେ କୌଣସି ତଦନ୍ତ କରାଯାଇ ନଥିବା ଚର୍ଚ୍ଚା ହେଉଛି । ସେଥିପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ଅଫିସର ଅରୁଣ ବୋଥ୍ରାଙ୍କ ଛବିକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।