ସ୍ଵପ୍ନରେ ସାପ ଦେଖିବାର କଣ ରହିଛି ଅର୍ଥ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସ୍ବପ୍ନ ସମସ୍ତେ ଦେଖନ୍ତି, ଆଜି ଆମେ କହିବୁ ସ୍ବପ୍ନର ମାନେ କ’ଣ ? ତେବେ ଆସନ୍ତୁ ଜାଣିବା ସ୍ଵପ୍ନରେ ସାପ ଦେଖି ବାର ମାନେ କଣ । ଯଦି କୌଣସି ବ୍ୟକ୍ତି ସ୍ବପ୍ନରେ ସାପ ଦେଖି ଥାଏ ତାହାର ଅର୍ଥ କଣ ? ନିତିଦିନି ଜୀବନରେ ଆମେ ଶୋଇବା ସମୟରେ ଅନେକ ପ୍ରକାରର ସ୍ବପ୍ନ ଦେଖିଥାଉ । ସମସ୍ତଙ୍କୁ ଅଲଗା ଅଲଗା ପ୍ରକାରର ସ୍ବପ୍ନ ଆସେ ଯେମିତିକି କାହାକୁ ଡରିବା ଭଳି, ଆଉ କିଛି ଗଛଲତା, ପଶୁପକ୍ଷୀ ।

କଣ ଆପଣମାନେ ସ୍ବପ୍ନରେ ସାପ ଦେଖନ୍ତି ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ସାପ ବହୁତ କାରଣ ଅଛି । ପୁରାଣ ଅନୁସାରେ ସାପକୁ ମନ୍ଦ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣଙ୍କୁ ଜମାବି ନିରାଶ ହବାର ନାହିଁ, କାରଣ ଏହାକୁ ଶୁଭ ସଂକେତ ବୋଲି ମାନନ୍ତି । ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ସାପକୁ ମାରିବା ଏବଂ ଧରିବା କିପରି ଅଟେ । କୁହାଯାଏ ଯେ ସ୍ବପ୍ନରେ ସାପକୁ ମାରିବା କିମ୍ବା ଧରିବା ଏହା ସୂଚାଇଥାଏ ଆପଣଙ୍କ ଶତ୍ରୁ ପାଖରୁ ବିଜୟ ଲାଭ କରିପାରିବେ ଅଥବା ଧନ ଲାଭର ଯୋଗ ମଧ୍ୟ ରହିଥାଏ ।

ତାପରେ ଜାଣିବା ସ୍ବପ୍ନରେ ସାପକୁ ଡରିବାର ମାନେ କ’ଣ ? ଯେଉଁ ମାନେ ସାପକୁ ସ୍ବପ୍ନରେ ଦେଖି ଡରନ୍ତି, ତାହାର ମାନେ ହେଲା ଆପଣଙ୍କ ଘନିଷ୍ଠ କିମ୍ବା ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହିତ ବିଶ୍ଵାସ ଘାତକତା କରି ପାରନ୍ତି ।

ତାପରେ ଜାଣିବା ସାପ ଏବଂ ନେଉଳର ଲଢେଇ ଦେଖିଲେ କ’ଣ ହୁଏ ? କୁହାଯାଏ ଯେ ସାପ ଏବଂ ନେଉଳର ଲଢେଇ ଦେଖିଲେ କୋର୍ଟ କଚେରୀ ଯିବାକୁ ପଡି ପାରେ ।

ତାପରେ ଆମେ ଜାଣିବା ଜଦି ସ୍ବପ୍ନରେ ସାପ ଦାନ୍ତ ଦେଖିଲେ କଣ ହୁଏ । ବନ୍ଧୁଗଣ ସ୍ବପ୍ନ ତ ସମସ୍ତଙ୍କୁ ଆସେ । ସ୍ବପ୍ନରେ ଆମକୁ ପ୍ରତିଦିନ ଅଲଗା ଅଲଗା ପ୍ରକାରର ଜିନିଷ ଦେଖାଯାଇଥାଏ । ଜଦି କୈାଣସି ବ୍ୟକ୍ତିଙ୍କୁ ସ୍ବପ୍ନରେ ସାପର ଦାନ୍ତ ଦେଖିଛନ୍ତି ତେବେ ଆପଣଙ୍କ ସଂପର୍କୀୟଙ୍କ ଆପଣଙ୍କର କ୍ଷତି କରିପାରନ୍ତି ।

ତାପରେ ଜାଣିବା ସ୍ବପ୍ନରେ ଛାତ ଉପରୁ ସାପ ଗଳି ପଡ଼ିଲେ କଣ ହୁଏ ? ଜଦି ଆପଣ ସାପକୁ ଛାତରୁ ଡରିବାର ଦେଖୁଛନ୍ତି ତେବେ ଘରେ ରୋଗ ଆସିପାରେ ତଥା କୋର୍ଟ କଚେରୀ ଯିବାକୁ ପଡିପାରେ ଏବଂ କୋର୍ଟ କଚେରୀ ରେ ହାନି ମଧ୍ୟ ହୋଇପାରେ ।

ସ୍ବପ୍ନରେ ସାପର ମାଂସ ଦେଖିବା ଅବା ଖାଇବା ? ସ୍ବପ୍ନରେ ବହୁତ ଲୋକ ସାପ ଦେଖନ୍ତି ଯଦି ସାପ ମାଂସ ଏବଂ ସାପକୁ ଖାଇବାରେ ଦେଖିଛନ୍ତି ତେବେ ଘରକୁ ବହୁତ ଟଙ୍କା ପଇସା ଆସିଥାଏ ହେଲେ ତାହା ରହି ନଥାଏ ।

ଜଦି କୈାଣସି ଲୋକଙ୍କୁ ସ୍ବପ୍ନରେ ସାପ କାମୁଡିବାର ଦେଖନ୍ତି ତାମାନେ ବ୍ୟକ୍ତି ଜଲ୍ଦୀ ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇପାରେ । ଯେତେବେଳେ ଆପଣ ସାପକୁ ସ୍ବପ୍ନରେ ଦେଖୁଛନ୍ତି ତେବେ ସେହି ସ୍ବପ୍ନ ବିଷୟରେ ଆପଣ କାହାକୁ ଜଣାନ୍ତୁ ନାହିଁ । ଜଦି ଆପଣ କାହାକୁ ଜଣାଉଛନ୍ତି ଏହି ସ୍ବପ୍ନ ବିଷୟରେ ତାହେଲେ କିଛି ଅସୁବିଧା ନାହିଁ ହେଲେ ଯଦି ଧନ ପ୍ରାପ୍ତିର ଯୋଗ ରହିଥିବ ତେବେ ଏହା ସମ୍ଭବ ହୋଇ ନଥାଏ । ଯାହା ଆପଣଙ୍କ ଭାଗ୍ୟ ଚମକାଇ ପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।