‘ଶନିଆ ଭାଇ ମୋତେ ବଞ୍ଚାଅ’ କହୁଛି ହତ୍ୟାକାରୀ, ଦେଖନ୍ତୁ Video

ବାଲେଶ୍ଵର ଜିଲ୍ଲାର ବାଲିଆପାଳ ଗାଙ୍ଗୁଟିଆ ଗାଁରେ ଜଣେ ଯୁବକକୁ ହ-ତ-ୟା କରାଯାଇଛି । ପ୍ରଥମେ ସେହି ଯୁବକକୁ ବହୁତ ମା-ଡ ମ-ରା-ଯାଇଛି ବେକ କା-ଟି ହ-ତ-ୟା କରି ଦିଆ ଯାଇଛି । ହ-ତ-ୟା ପରେ ଯୁବକର ମୃ-ତ ଶ-ରୀ-ର-କୁ ବିଲ ମଧ୍ୟରେ ଫି-ଙ୍ଗି ଦେଇଥିଲେ ଅ-ପ-ରା-ଧୀ-ମା-ନେ । ରାତିରେ ଏହି ଘ-ଟ-ଣା ଘ-ଟି-ବା ପରେ ସକାଳେ ସେହି ଗାଁରେ ପହଞ୍ଚି ପୋଲିସ ଘଟଣାର ଯା-ଞ୍ଚ ଆରମ୍ଭ କରିଦେଇଛି । ମୃ-ତ ଯୁବକର ନାଁ ହେଉଛି ତରୁଣ ପାତ୍ର ।

ତରୁଣଙ୍କ ସ୍ତ୍ରୀ ଅଞ୍ଜଲିଙ୍କ ଅ-ଭି-ଯୋ-ଗ ଅନୁସାରେ ଗତ ରାତି ୧୧ ଟା ପର ଠାରୁ ତାଙ୍କ ସ୍ଵାମୀ ତରୁଣ ଘରୁ ନି-ଖୋ-ଜ ଥିଲେ । ତାଙ୍କ ସ୍ତ୍ରୀ ରାତିରେ ତାଙ୍କ ମୋବାଇଲକୁ ଫୋନ ମଧ୍ୟ କରିଥିଲେ କିନ୍ତୁ ତାଙ୍କ ଫୋନ ସୁଇଚ ଅଫ ଆସୁଥିଲା । ଏହା ପରେ ଗାଁରେ ଏକ ସ୍ଥାନରେ ର-କ୍ତ ଲ-ଗା ଛୁ-ରୀ ଓ ସେହି ସ୍ଥାନରୁ ଏକ କିମି ଦୂରରେ ତରୁଣଙ୍କ ଶ-ବ ଏକ ଜମି ମଧ୍ୟରେ ପଡିଥିବାର ଗାଁ ଲୋକମାନେ ଦେଖିବାକୁ ପାଇଥିଲେ ।

ଯେଉଁ ମହିଳାଙ୍କ ଘର ସାମ୍ନାରେ ଏହି ରକ୍ତ ଲଗା ଛୁ-ରୀ ଥିଲା ସେହି ମହିଳା ସହ ମୃ-ତ ତରୁଣର ଅ-ନେ-ଇ-ତି-କ ସମ୍ପର୍କ ଥିଲା ବୋଲି ମୃ-ତ ପରିବାର ଲୋକମାନେ ଅ-ଭି-ଯୋ-ଗ କରିଛନ୍ତି । ସେହି ଘରର ମହିଳା ସନ୍ଧ୍ୟା ରାଣୀ ଜେନା ଓ ତାର ସ୍ଵାମୀ ରବୀନ୍ଦ୍ର ଜେନାକୁ ତରୁଣଙ୍କୁ ହ-ତ-ୟା କରି ଥିବା ଅ-ଭି-ଯୋ-ଗ-ରେ ଗାଁ ଲୋକମାନେ ବ-ହୁ-ତ ମା-ଡ ମଧ୍ୟ ମା-ରି-ଛ-ନ୍ତି । ମୃ-ତ-କ ତରୁଣର ଭାଉଜଙ୍କ କହିବା ଅଟେ କି ତରୁଣ ଗତକାଲି ରାତିରେ ସେହି ମହିଳା ସନ୍ଧ୍ୟା ରାଣୀ ଜେନାଙ୍କ ଘର ପାଖକୁ ଯାଇଥିଲେ ଓ ସେଠି ମା-ଡ ମା-ରି-ଲେ ।

ଏହା ପର ଠାରୁ ସେମାନେ ତାଙ୍କ ସ୍ଵାମୀଙ୍କୁ ଖୋ-ଜି ପାଉ ନାହାନ୍ତି ବୋଲି ଅ-ଭି-ଯୋ-ଗ କରିଥିଲେ ଓ ଏହା ପରେ ଗାଁ ଲୋକମାନେ ତରୁଣର ଶ-ବ-କୁ ଖୋଜି ବାହାର କରି ପୋଲିସକୁ ସୂଚନା ଦେଲେ । ବର୍ତ୍ତମାନ ପୋଲିସ ଶ-ବ-କୁ ଉ-ଦ୍ଧା-ର କରିବା ସହ ଅ-ଭି-ଯୁ-କ୍ତ ମହିଳାକୁ ଥା-ନା-ରେ ଅ-ଟ-କ ରଖି ମାମଲାର ଯା-ଞ୍ଚ କରୁଛି । ଅନ୍ୟ ପଟେ ଏହି ମାମଲା ସହ ଜଡିତ ଏକ ଅଡିଓ କ୍ଲିପ ଭା-ଇ-ରା-ଲ ହେଉଛି ।

ଯେଉଁଥିରେ ଅ-ଭି-ଯୁ-କ୍ତ ସନ୍ଧ୍ୟା ରାଣୀ ପାଲ ଓ ତାଙ୍କ ସ୍ଵାମୀ ଶନିଆ ନାମକ ତାଙ୍କର ଜଣେ ଭାଇଙ୍କୁ ଫୋନ କରି କହୁଛନ୍ତି କି ଶନିଆ ଭାଇ ମୋତେ ବଞ୍ଚାଅ । ଅ-ଭି-ଯୁ-କ୍ତ ପ୍ରଥମେ ଘ-ଟ-ଣା ବିଷୟରେ କହୁଛି । ତାଙ୍କ ସ୍ତ୍ରୀ ଶନିଆ ଭାଇକୁ ଅନୁରୋଧ କରି କହୁଛନ୍ତି କି ଦୟାକରି କାହା ନାଁ କହିବ ନାହିଁ । ଶନିଆ ଭାଇ ବି କହୁଛନ୍ତି କି ଠିକ ଅଛି ମୁଁ କିଛି କହିବି ନାହିଁ । ସେ କହିଲେ କି ତୁମକୁ ବାରମ୍ବାର କହିବା ସତ୍ବେ ବି ତମେ ଭୁଲ କରିବ ଓ ତମ ଭୁଲ ଯୋଗୁ ଆମେ ଫ-ସି-ବା । ଏହି ଅ-ଡି-ଓ କି-ଳ୍ପ ଦ୍ଵାରା ଜଣା ପଡୁଛି କି ତରୁଣଙ୍କୁ ଏମାନେ ହିଁ ହ-ତ-ୟା କରିଛନ୍ତି ।