‘କାଲି ମୋ ସ୍ଵାମୀର ବାହାଘର’ ଦୟାକରି ସାହାର୍ଯ୍ୟ କରନ୍ତୁ….ଆକୁଳ ନିବେଦନ କରୁଛି ସ୍ତ୍ରୀ, ଦେଖନ୍ତୁ Video

ଏଠି ଜଣେ ମହିଳାଙ୍କ ଅଭିଯୋଗ ଅଟେ କି ତାଙ୍କ ସ୍ଵାମୀଙ୍କ ଘର ଲୋକମାନେ ତାଙ୍କ ସ୍ଵାମୀଙ୍କ ପୁଣି ଥରେ ବାହଘର କରୁଛନ୍ତି । ଏମିତିରେ ସେ ଡ଼ିସିପି ଅଫିସ ଆସିଛନ୍ତି ନ୍ୟାୟ ପାଇବା ପାଇଁ । ମହିଳାର କହିବା ଅଟେ କି ଆମେ ୧.୫ ତଳେ ଆମର ଦେଖା ହୋଇଥିଲା । ସେହି ସମୟରେ ଆମେ ଗୋଟିଏ ଲୁଗା ଶୋରୁମରେ କାମ କରୁଥିଲୁ । ଯେଉଁଠି ଆମର ଦେଖା ହୋଇଥିଲା । ମୁଁ ଅତୀତରେ ଯାହା ବି କିଛି କରିଥିଲି ସେହି ସବୁ ବିଷୟରେ ମୁଁ ତାଙ୍କୁ କହିଥିଲି ।

ଏହା ସତ୍ବେ ବି ସେ ମୋ ସହ ବିବାହ କରିବେ ବୋଲି ମୋତେ କଥା ଦେଇଥିଲେ । ବିବାହ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହା ବିଷୟରେ ଅଚାନକ ତାଙ୍କ ଘର ଲୋକମାନେ ଜାଣିଗଲେ ଓ ସେମାନେ ଦିନେ ଆସି ଦୋକାନରୁ ତାଙ୍କୁ ଜୋର ଜବରଦସ୍ତି ଘରକୁ ନେଇଗଲେ ଓ ଆଉ ଗୋଟିଏ ଝିଅ ସହ ତାଙ୍କର ବାହାଘର କରିବେ ବୋଲି କହିଲେ ।

ଯାହା ବିଷୟରେ ମୋ ସ୍ଵାମୀ ମୋତେ ଫୋନ କରି କହିଲେ । ମୁଁ ତାଙ୍କ ଗାଁକୁ ଯାଇଥିଲି । ତାଙ୍କ ଘରେ ବହୁତ ପାଟିତୁଣ୍ଡ ହେଲା । କିନ୍ତୁ ସେଠିକାର ଗ୍ରାମବାସୀମାନେ ମୋତେ ବହୁତ ସାହାର୍ଯ୍ୟ କରିଲେ । କିଛି ମିଡିଆ କର୍ମୀ ବି ମୋତେ ସାହାର୍ଯ୍ୟ କରିଲେ । ମୋ ସ୍ଵାମୀ ଆସିଲେ ଓ ପୋଲିସ ସାମ୍ନାରେ ଗାଁର ମନ୍ଦିରରେ ଆମର ବାହାଘର ହେଲା । ତାଙ୍କର ସାନ ବାପା ଆଡଭୋକେଟ ନିର୍ମଲ ତ୍ରିପାଠୀ କୋର୍ଟରେ ବି ସେ ଆମର ବାହାଘର କରାଇଲେ । ବାହଘର ପରେ ଭୁବନେଶ୍ବରର ବରଗଡ ଅଞ୍ଚଳରେ ଆମେ ଏକ ଘର ଭଡା ନେଇ ରହୁଥିଲୁ ।

କିନ୍ତୁ ତାଙ୍କ ବାପା କେତେ ଥର ଆସି ସେହି ସ୍ଥାନରେ ତାଙ୍କୁ ଗା-ଳି ଗୁ-ଲ-ଜ କରି, ତାଙ୍କୁ ନେଇଯିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ଯାଇ ନ ଥିଲେ । ମୋ ସ୍ଵାମୀଙ୍କ ଘର ଲୋକମାନେ ଆମ ଦୋକାନର ଜଣେ ଷ୍ଟାଫ ପ୍ରକାଶ ରଞ୍ଜକୁ ଫୋନ କରି ଆମ ବିଷୟରେ ପଚାରନ୍ତି । ଏମିତିରେ ୨୦ ତାରିଖ ଦିନ ତାଙ୍କ ଘର ଲୋକମାନେ ସେହି ପ୍ରକାଶ ରଞ୍ଜଙ୍କୁ ଫୋନ କରି କଣ କହିଲେ କି ସେହି ସମୟରୁ ମୋ ସ୍ଵାମୀ ନିଖୋଜ ଅଛନ୍ତି । ମୁଁ ଥାନାକୁ ଯାଇ ମୋ ସ୍ଵାମୀ ନି-ଖୋ-ଜ ଅଛନ୍ତି ବୋଲି ଅ-ଭି-ଯୋ-ଗ କରିଲି ।

ମୁଁ ତାଙ୍କ ଗାଁକୁ ଯାଇଥିଲି ସେଠି ତାଙ୍କର ସାନ ଭାଇ ବିଶ୍ଵଜିତ ମିଶ୍ର ମୋତେ ଘରୁ ବାହାର କରି ମୋ ସହିତ ମା-ର-ପି-ଟ କରିଲେ । ଏହା ପରେ ମହିଳା ଜଣକ ରାମଚନ୍ଦ୍ରପୁର ଥାନାରେ ମୁଁ ଅ-ଭି-ଯୋ-ଗ ଦେଲେ ଓ ଯେଉଁଠି ଜଣେ ଜଣେ ମହିଳା ଅଧିକାରୀ ମୋତେ କହିଲେ କି ସେ ଯଦି ତମକୁ ମା-ର-ପି-ଟ କରିଛନ୍ତି ତେବେ ଯାଞ୍ଚ କରିବୁ ଆଉ ସେମାନେ ଯଦି ତମ ସ୍ଵାମୀର ବାହାଘର କରୁଛନ୍ତି, ତେବେ ତମେ ଖୋ-ଜ ସେ ତମ ସ୍ଵାମୀର କେଉଁଠି ବାହାଘର କରୁଛନ୍ତି ।

ସେଠି ଯାଇ ତମେ କାଗଜ ଦେଖାଇଲେ ତମ ସ୍ଵାମୀର ବାହଘର ଅ-ଟ-କି-ଯିବ । ମହିଳା ଜଣକ କହିଲେ କି ଏହିଭଳି ସ୍ଥିତିରେ ଯଦି ପୋଲିସ ମୋତେ ସାହାର୍ଯ୍ୟ ନ କରିବେ ତେବେ ମୁଁ ଏକୁଟିଆ ଝିଅପିଲା ତାଙ୍କୁ କେଉଁଠି ଖୋଜିବି । ମହିଳା ଜଣକ କହିଲେ କି ତାଙ୍କ ସ୍ଵାମୀର ଘର ଲୋକମାନେ ତାଙ୍କୁ ଧ-ମ-କ ବି ଦେଇଛନ୍ତି, ଯାହାର ପ୍ରୁଫ ତାଙ୍କ ପାଖରେ ଅଛି । ଏମିତିରେ ମହିଳା ଜଣକ ସବୁ ସ୍ଥାନରେ ନ୍ୟାୟରୁ ବଞ୍ଚିତ ହେବା ପରେ ଡ଼ିସିପି ଅଫିସକୁ ଆସିଛନ୍ତି ।