ସନ୍ଦେହ ବଢାଉଛି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ନମସ୍କାର ଭିଡିଓ, ମୃ-ତ-ବ୍ୟ-କ୍ତି-ଙ୍କ କରାଯାଇଛି ଅସ୍ତ୍ରୋପଚାର ? ଅଭିଯୋଗ ଆଣିଲେ ବିରୋଧୀ, ଦେଖନ୍ତୁ video

ମନ୍ତ୍ରୀ ନବ ଦାସଙ୍କୁ guli kanda ପରେ ସେଠାରୁ ତୁରନ୍ତ ତାଙ୍କୁ ଝାରସୁଗୁଡା ସରକାରୀ ହସ୍ପିଟାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଏଠାରୁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରା ଯାଇଥିଲା । ନବ ଦାସଙ୍କ ଛାତିରେ guli ବାଜିଥିବାରୁ ତାଙ୍କ ହୃଦପିଣ୍ଡ କିମ୍ବା ଫୁସୁଫୁସରେ ଆଘାତ ଲାଗିଥିବା ଜଣା ପଡିଥିଲା । ଯେଉଁଥି ପାଇଁ ତାଙ୍କର ଇସିଜି କରା ଯାଇଥିବ । ହେଲେ ମନ୍ତ୍ରୀ ନବ ଦାସଙ୍କ ଇସିଜି ରିପୋର୍ଟକୁ ନେଇ ଏବେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି ବିରୋଧୀମାନେ ।

ସେଥିପାଇଁ ମନ୍ତ୍ରୀଙ୍କ ଇସିଜି ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଉଛି । ହସ୍ପିଟାଲ ଯିବା ଯାଏଁ ମନ୍ତ୍ରୀ ପ୍ରକୃତରେ ଜୀବିତ ଥିଲେ କି ନାହିଁ ଓ ସ୍ଥାନାନ୍ତରିତ କରାଯିବା ଅବସ୍ଥାରେ ଥିଲେ କି ଏହା ମଧ୍ୟ ସର୍ବ ସାଧାରଣ ସାମ୍ନାକୁ ଆଣିବା ନେଇ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ । ସ୍ଥାନାନ୍ତର ସମୟରେ ଅତି ଗୁ-ରୁ-ତ-ର ରୋଗୀଙ୍କୁ ଯେଉଁ ଭାବେ ଚିକିତ୍ସା କରାଯିବା ଦରକାର ସେହିଭଳି ଚିକିତ୍ସା ବ୍ୟବସ୍ଥା ତାଙ୍କୁ ଯୋଗାଇ ଦିଆ ଯାଇଥିଲା ତ ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

guli ତାଙ୍କ ଛାତିରେ ପଶି ପାର ହୋଇ ଯାଇଥିଲା ତେଣୁ ତାଙ୍କୁ ଭେଣ୍ଟିଲେଟର ସହ ବ୍ଲ-ଡ଼ ଚଢା ଯାଉଥିଲା କି ନାହିଁ ତାହା ମଧ୍ୟ ସେ ଜାଣିବାକୁ ଚାହିଁଛନ୍ତି । ଏୟାରଲିଫ୍ଟ ସମୟରେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଆ ଯାଇଥିଲା କି ନାହିଁ ସେ ପ୍ରଶ୍ନ କରିଛନ୍ତି । କାରଣ ଯଦି ମନ୍ତ୍ରୀ ବଞ୍ଚିଥିଲେ ତେବେ ତାଙ୍କୁ ହସ୍ପିଟାଲରେ ଦେଖିବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିକି ହାତ ଯୋଡିଥିଲେ ସେନେଇ ଚର୍ଚ୍ଚା ହେଉଛି ।

ତେଣୁ ମୃ-ତ-ବ୍ୟ-କ୍ତି-ର ଅସ୍ତ୍ରୋପଚାର ହୋଇଛି ବୋଲି ଲୋକେ କଥା ହେଉଛନ୍ତି । ଏକ ଭିଡିଓରେ ଦେଖିବାକୁ ମିଳିଛି କି ନବ ଦାସ ଆପୋଲୋ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା 5ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ନମସ୍କାର କରିଥିଲେ । ପୃଥିବୀରେ ବୋଧେ ପ୍ରଥମ ବ୍ୟକ୍ତି ଭାବେ ଜଣେ ମୃ-ତ-ବ୍ୟ-କ୍ତି ଶରୀରରେ ଅସ୍ତ୍ରୋପଚାର କରା ଯାଇଥିଲା । ଏନେଇ ଝାରସୁଗୁଡା ମୁଖ୍ୟ ଚିକିତ୍ସା ଅଧିକାରୀ ରିପୋର୍ଟ ସବୁ ସାର୍ବଜନୀନ କରନ୍ତୁ ବୋଲି ଦ୍ସାବୀ ହେଉଛି ।

ଏନେଇ ଜୟନାରାୟଣଙ୍କୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ବିଜେଡି ନେତା । ଜୟନାରାୟଣଙ୍କ ନାଁରେ ଅନେକ ସଙ୍ଗୀନ ମାମଲା ଥାନାରେ ଚାଲିଥିବା ବେଳେ ସେ ବଡ ବଡ କଥା କହୁଛନ୍ତି ବୋଲି କହୁଛନ୍ତି ବିଜେଡି ନେତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।