ASI Gopal Das କୁ ନେଇ ଲୋକଙ୍କ ମନରେ ବଢୁଛି କୌତୁହଳ, ସ୍ଥାନୀୟ ବାସିନ୍ଦା ଓ ବନ୍ଧୁମାନେ ଗୋପାଳ ନାଁରେ ଦେଉଛନ୍ତି ଭିନ୍ନ ମନ୍ତବ୍ୟ, ଦେଖନ୍ତୁ video

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ଅ-ଭି-ଯୁ-କ୍ତ ASI ଗୋପାଳକୃଷ୍ଣ ଦାସକୁ ଜେରା କରୁଛି ପୋଲିସ । ଏବେବି ମନ୍ତ୍ରୀଙ୍କୁ ହ-ତ୍ୟା କରିବାର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ତେବେ ଦିନ ଗଡିବା ସହ ଗୋପାଳ ବିଷୟରେ ଅଧିକ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ବଢୁଛି । ତେବେ ଗୋପାଳ ଜଣେ ଭଲ ଗାୟକ ଥିବା କହିଛନ୍ତି ତାଙ୍କୁ ଜାଣିଥିବା କିଛି ଲୋକମାନେ । ଗୋପାଳ ସ୍ବଭାବରେ ବହୁତ ଭଲ ଲୋକ ଥିଲେ ଓ ଖଟିରେ ବସିଲେ 8 ରୁ 10 ଜଣ ବୃଦ୍ଧ ବ୍ୟକ୍ତିଙ୍କୁ ଚାହା ନ ପିଆଇଲେ ଛାଡନ୍ତି ନାହିଁ ।

ସ୍ଥାନୀୟ ଜଣେ ସ୍ଵେଚ୍ଛାସେବୀ ଏ ସମ୍ବନ୍ଧରେ କହିଛନ୍ତି । ତାଙ୍କ ବ୍ରହ୍ମପୁର ହୋଟେଲରେ ଖାଇବା ପାଇଁ ଲୋକଙ୍କ ଭିଡ ଜମେ । ଆଉ କେଉଁଠି ନାଚଗୀତ ହେଲେ ସେଠାରେ ଯାଇ ପହଞ୍ଚି ଯାଆନ୍ତି ଓ ହିନ୍ଦୀ ସିନେମାର ଗୀତ ବେଶ ସଉକରେ ଗାଆନ୍ତି । ଏମିତି ଅନେକ କାର୍ଯ୍ୟକ୍ରମରେ ସେ ଗୀତ ଗାଇଛନ୍ତି । ଗୋପାଳ ବ୍ରହ୍ମପୁରରେ ଥିବାବେଳେ ଅନେକ ଥର ଖେଳରେ ଭାଗ ନେଇଛନ୍ତି ଓ ସେ ଜଣେ ବହୁତ ଭଲ ଫୁଟବଲ ଖେଳାଳି ମଧ୍ୟ ।

ପ୍ରତିଦିନ ପଡିଆରେ ସେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ ଓ ତାଙ୍କୁ ଖେଳୁଥିବାର ଦେଖିଥିବା ଅନେକ ଲୋକ କହିଛନ୍ତି । ଗୋପାଳ ବହୁତ ଶାନ୍ତ ସ୍ଵଭାବର ହୋଇଥିବା ବେଳେ କେବେ କାହା ସହ କ-ଳି-ଝ-ଗ-ଡା କରିବାର ମଧ୍ୟ ଦେଖି ନାହାନ୍ତି ବୋଲି କହିଛନ୍ତି ଗୋପାଳଙ୍କ ଜଣେ ପତ୍ରକାର ବନ୍ଧୁ ।

ଏପରିକି ଗୋପାଳ କାହା ଉପରେ ବିରକ୍ତ ମଧ୍ୟ ହୁଅନ୍ତି ନାହିଁ । ଚାକିରି କରିବା ପରେ ମଧ୍ୟ ଗୋପାଳ ଅତି ଭଦ୍ର ଓ ଶାନ୍ତ ସ୍ଵଭାବର ଥିଲା । ଆଉ ଯେତେବେଳେ ଗ-ଣ-ମା-ଧ୍ୟ-ମ ଜରିଆରେ ହଠାତ ଗୋପାଳ ମନ୍ତ୍ରୀଙ୍କୁ guli ମା-ରି-ଥି-ବା ଖବର ପାଇଲେ ସେ ଅବାକ ହୋଇ ଯାଇଥିଲେ ବୋଲି କହିଛନ୍ତି ।

ତେବେ ଗୋପାଳ ଏତେ ଶାନ୍ତ ଓ ନମ୍ର ଥିଲା ଏବଂ କେବେ ଯଦି କାହା ଉପରେ ରାଗୁ ନଥିଲା ତେବେ ମନ୍ତ୍ରୀଙ୍କୁ ହଠାତ guli ଚଳାଇବା ଭଳି ନିଷ୍ପତ୍ତି କାହିଁକି ନେଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ତେବେ ତଦନ୍ତକାରୀ ଦଳ କେତେ ଶୀଘ୍ର ଏହି ଘଟଣାର ମୂଳ ଉଦ୍ଦେଧ୍ୟ ଖୋଜି ବାହାର କରିପାରୁଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।